କଟକ:କଟକରେ କରୋନା କାୟା ବିସ୍ତାର କରି ଚାଲିଛି। ଆଜି ଦିନକରେ କଟକରୁ ୫୭୦ ପଜିଟିଭ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଟକ ସହରରେ ସାନି କଟକଣା ଲାଗୁ କରାଯାଉଛି । ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫...
ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଘରେ ଘରେ କରୋନା ରୋଗୀ। ଡାକ୍ତରଖାନାରେ ବେଡର ଅଭାବ। ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ। ଏପଟେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି। ଦିନକରେ...
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଭାବେ ବଢ଼ି ଚାଲିଛି କରୋନା ଦୈନିକ ସଂକ୍ରମଣ। ଦୈନିକ ମୃତ୍ୟୁ ଟ୍ରେଣ୍ଡ ସମସ୍ତ ରେକର୍ଡ ଭାଙ୍ଗିଛି।ଆଜି ଦିନକରେ ଦେଶରେ ସର୍ବାଧିକ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ସର୍ବାଧିକ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି ।...
ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ ମଧ୍ୟ ସୋଲି ସୋରାବଜୀ...
ସୋର: ସୋର ଥାନା ସିଙ୍ଖାଖୁଣ୍ଟା ପଞ୍ଚାୟତ କରଞ୍ଜବଣିଆ ଗାଁରେ ଘଟିଛି ଏକ ନୃଶଂସ କାଣ୍ଡ। ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଦୁଷ୍କର୍ମକାରୀଙ୍କୁ ଉଲଗ୍ନ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ଆସିଛି। କରଞ୍ଜବଣିଆ ଗାଁର ଜଣେ ମହିଳା ପତ୍ର ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ସେହି...
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଲାଣି କରୋନ ସ୍ଥିତି। ଟ୍ୱିନ୍ ସିଟିରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ମଧ୍ୟ ସୃଷ୍ଟିହୋଇଛି। ଏପରି ସ୍ଥିତିରେ ବି ଲୋକେ ସଚେତନ ହେଉ ନାହାନ୍ତି। ହାଟ ବଜାରରେ ଭିଡ କମୁନି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଲୋକେ ଗୁରୁତ୍ୱ ଦେଉ ନାହାନ୍ତି। ଏପରି...
ଭୁବନେଶ୍ୱର: ନିଦ ହଜାଇ ଦେଇଛି ମହାମାରୀ। ପ୍ରତିଦିନ କରୋନାକୁ ନେଇ ଛାତି ଥରାଇ ଦେବା ପରି ଘଟଣା ସାମ୍ନାକୁ ଆସୁଛି। ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ଗତକାଲି ୧୨...
ନୟାଗଡ଼: କରୋନା ମହାମାରୀ ତା’ର କରାଳ କାୟା ବିସ୍ତାର କରିଚାଲିଛି। ଗୋଟିଏ ଗୋଟିଏ ହୃଦୟ ବିଦାରକ ଘଟଣା ଛାତିକୁ ଥରାଇ ଦେଉଛି। ଏବେ ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। କରୋନା ଭୟ ପାଖରେ ଜୀବନର ମୋହ ଫିକା ପଡ଼ି ଯାଇଛି। କରୋନା ମୃତ୍ୟୁ...
ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟଘର ଘଟଣା ଘଟି ଯାଇଛି। ଗୋଟିଏ ପରିବାରର ୩ବର୍ଷ ଝିଅ ସମେତ ୩ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ପରିବାର କୋଇଡାର ମସଜିଦ୍ ଗଳିରେ ଏକ ଭଡ଼ା...