ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଟିଚର୍ସ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବ। ଏ ନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେ ହିନ୍ଦୁ। ଇସ୍ଲାମ୍ ଧର୍ମ ଗ୍ରହଣ କରିନାହାନ୍ତି। ଏହାର ପ୍ରମାଣ ଦେବା ପାଇଁ ୨୦୦ କିମି ଚାଲି ଚାଲି ସୁପ୍ରିମ କୋର୍ଟ ଆସିଲେ ମିରଟ ମ୍ୟାନ ।
ବ୍ୟାଙ୍କ ଡିପୋଜିଟର୍ସଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ବୁଡ଼ିଲେ ବା ଦେବାଳିଆ ହେଲେ ସୁରକ୍ଷିତ ରହିବେ ଗ୍ରାହକ। ୯୦ ଦିନ ମଧ୍ୟରେ ପାଇବେ ୫ ଲକ୍ଷର ବୀମା ରାଶି।
ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ।
ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ରେ ହରାଇଛି ଭାରତ। ଏହି ବିଜୟ ସହିତ ଭାରତୀୟ ଟିମ୍ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।
ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ପୁଣି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ । ଖାଲି ଛାତ୍ର ନୁହେଁ, ଛାତ୍ରଙ୍କ ମା’ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟେ, କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରିବା ବେଳେ କାବୁ ନେଇଥିଲା ପୋଲିସ। ...
ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି...
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଷ୍ଟନ ଷ୍ଟାର ପି ଭି ସିନ୍ଧୁ ତାଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ମହିଳା ସିଙ୍ଗଲ୍ସରେ ସେ ପ୍ରି-କ୍ୱାଟରରେ ପହଞ୍ଚିଛନ୍ତି । ଅତି ସହଜରେ ସେ ତାଙ୍କର ହଂକଂର ନାଗୟାନ ୟି ଚ୍ୟୁଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।
କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ। ଆଖି ବୁଜିଦେଲେ। ଏବେ ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ?
ବୁଧବାର ଭୋର ପ୍ରାୟ ୪ଟା ୨୦ରେ ବାଦଲ ଫାଟିଥିଲା। ପ୍ରବଳ ବର୍ଷାରେ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ଲୋକଙ୍କୁ ଉଦ୍ଧାର...
ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହାର ଦେଢ ହଜାର ତଳକୁ ଖସୁ ନାହିଁ। ଆଜି ବି ସଂକ୍ରମଣ ହାର ୧୭ ଶହ ଉପରେ ରହିଛି।
ରାସ୍ତାରେ ବସ୍ଟି ହଠାତ୍ ଖରାପ ହୋଇଗଲା। ଅନେକ ଯାତ୍ରୀ ବସ୍ ଭିତରେ ଥିଲେ। ଆଉ କିଛି ଯାତ୍ରୀ ବସ୍ ତଳେ ଶୋଇଥିଲେ। ଟ୍ରେଲରଟି ବସ୍କୁ ଧକ୍କା ଦେବା ସହ ତଳେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା।
ଡ. ଏପିଜେ ଅବଦୁଲ କଲାମ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଅଗ୍ନି ଏବଂ ପୃଥ୍ବୀ କ୍ଷେପଣାସ୍ତ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଉତ୍ତର-ପଶ୍ଚିମ ଚୀନର ଡୁନ ହୁଆଙ୍ଗ ପ୍ରଦେଶରେ ଦେଖାଦେଇଛି ଭୟଙ୍କର ବାଲିଝଡ । ପ୍ରାୟ ୩ଶହ ଫୁଟ ଉଚ୍ଚର ଏହି ବାଲି ଝଡ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ୨୦ ଫୁଟରୁ ଅଧିକ ଦୂରରେ ଥିବା ଜିନିଷକୁ ଦେଖିବା କଷ୍ଟକର ହୋଇପଡିଥିଲା।
ତେଲ କୂଅରୁ ସରି ସରି ଆସୁଛି ଇନ୍ଧନ । ସେଥିପାଇଁ ବଢ଼ି ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ, ଡିଜେଲ ଦର ଯେପରି ଆକାଶ ଛୁଆଁ ହେଉଛି, ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଗାଡ଼ିମୋଟର ବଢୁଥିବାରୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି । ଏଭଳି ସ୍ଥିତିରେ ଇନ୍ଧନର...
ପ୍ରାଚୁର୍ଯ୍ୟ ଓ ବିଳାସ ତାଙ୍କ ହାତ ପାହାନ୍ତାରେ ଥିଲା। କିନ୍ତୁ ସେ ଏଡାଇ ଦେଇଥିଲେ। ନିଜ ଆଦର୍ଶ ସହ କୌଣସି ସାଲିସ କରି ନ ଥିଲେ। ସେଥିପାଇଁ ତ ଆଜି ବିଧାୟକ ପଦରେ ଥାଇ ବି ଜିଉଁଛନ୍ତି ଏକ ସାଧାରଣ ଜୀବନ।
ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଆଖି ବୁଜିଛନ୍ତି ୬୦ ରୋଗୀ।
ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ।
ବିଦେଶ ଯିବାକୁ ହେଲେ ସବୁଠାରୁ ବଡ ପ୍ରତିବନ୍ଧକ ପାସପୋର୍ଟ। ବିନା ପାସପୋର୍ଟରେ ବିଦେଶ ଯାଇପାରିବେ ନାହିଁ, ହେଲେ ଏହି ପାସପୋର୍ଟ ବି ସହଜରେ ହୋଇପାରେ ନାହିଁ। ହେଲେ, ଏଣିକି ପାସପୋର୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।
ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ।