୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାରେ BSFର ପାଇଲଟ ପଣ୍ଡିତଙ୍କ କାମକୁ ପ୍ରଶଂସା କରିଛନ୍ତି ଡିଜିପି । ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଶଂସା କରିଛନ୍ତି
ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି...
ପୁରୀ ରଥଯାତ୍ରା ଉପରେ ସମସ୍ତଙ୍କର ନଜର। ବର୍ଷକେ ଥରେ ହୁଏ ରଥଯାତ୍ରା। ବଡଦାଣ୍ଡରେ ହୁଏ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ସମସ୍ତେ ଚାହାନ୍ତି, ରଥଯାତ୍ରାରେ ଯେମିତି କିଛି ଓଲଟପାଲଟ ନ ହେଉ। ହେଲେ, ଇତିହାସକୁ ଓଲଟାଇଲେ ଦେଖିବାକୁ ମିଳେ ଅନେକ ବ୍ୟତିକ୍ରମ..
କଠୋର ହେଲେ ଦିଲ୍ଲୀ ସରକାର। ଶବ୍ଦ କଲେ ଦେବାକୁ ପଡ଼ିବ ଜରିମାନା। ଜେନେରେଟର ଲଗାଇଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା। ଏପରିକି ଘର ତିଆରି ପାଇଁ ମେସିନ ବ୍ୟବହାର କରୁଥିଲେ ମଧ୍ୟ ଦେବେ ଜରିମାନା।
ମନରୁ ଡେଲ୍ଟାର ଭୟ ଛାଡ଼ିନି, ପୁଣି ମାଡ଼ି ଆସିଲାଣି ଲେମ୍ବଡା ଭାରିଏଣ୍ଟ। ଗବେଷକଙ୍କ କହିବା ଅନୁଯାୟୀ ଏହା ଡେଲ୍ଟାଠାରୁ ଅଧିକ ସଂକମିତ।
କରୋନାର ୨ୟ ଲହର ଫେରିନି। ସଂକ୍ରମଣ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ। ଏପରି ସ୍ଥଳେ ଅନେକ ଲୋକ କୋଭିଡ-୧୯ କଟକଣା ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି। ଲୋକଙ୍କର ଏପରି ମନୋଭାବ ଭାଇରସକୁ ଖୋଲା ନିମନ୍ତ୍ରଣ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ...
ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ସନ୍ତୋଷଜନକ ନୁହେଁ। ମୃତ୍ୟୁ ସଂଖ୍ୟା ତ ଆହୁରି ଚିନ୍ତାଜନକ। ଜାଣନ୍ତୁ, ୨୪ ଘଣ୍ଟା ମଧ୍ୟରେ କେଉଁଠୁ କେତେ ପଜିଟିଭ ବହାରିଲେ ଏବଂ କେତେ ଆଖି ବୁଜିଲେ।
ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ...
ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..
ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଖାଇବା ତେଲ ୨୦୦ ଟଙ୍କା ଅତିକ୍ରମ କରିଛି। ଏହାକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି।
ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ।
ଆଇଟି ନିୟମ ନମାନିବା ଯୋଗୁଁ ସୋସିଆଲ୍ ମିଡିଆ ସାଇଟ୍ ଟୁଇଟର ପାଇଁ ବଢୁଛି ଅସୁବିଧା। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଟୁଇଟର ଆଇଟି ନିୟମର ଉଲ୍ଲଙ୍ଘନ କରେ ତେବେ କେନ୍ଦ୍ର ସରକାର ଟୁଇଟର ବିରୋଧରେ କୌଣସି ବି ପଦକ୍ଷେପ ନେଇପାରନ୍ତି...
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।
ନୂଆମନ୍ତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ। କେମିତି କାମ କରିବେ, କେତେବେଳେ କାର୍ଯ୍ୟାଳୟକୁ ଆସିବେ, ମିଡିଆ ସହ ସମ୍ପର୍କ କିପରି ରଖିବେ ସେ ନେଇ ଦେଲେ ଗୁରୁମନ୍ତ୍ର।
ରାଜ୍ୟରେ ଚିନ୍ତା ବଢାଇଛି କରୋନା ମୃତ୍ୟୁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି। ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି।
ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ପଦବୀ ଛାଡ଼ିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ହରଦୀପ ସିଂହ ପୁରୀ। ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସୁ ଆସୁ ପୁଣି ବଢିଲା ତୈଳ ଦର।
ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ...
ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।