Congress Workers Stage Road Blockade
ଭୁବନେଶ୍ୱର: ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଖାଇବା ତେଲ ୨୦୦ ଟଙ୍କା ଅତିକ୍ରମ କରିଛି। ଏହାକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଯୁବ କଂଗ୍ରେସ କର୍ମୀମାନେ ବାଇକର ଅନ୍ତିମ ସଂସ୍କାର କରିଛନ୍ତି। ପେଟ୍ରୋଲ ଦର ଯେପରି ଅହେତୁକ ବୃଦ୍ଧି ପାଉଛି ସାଧାରଣ ଲୋକେ ବାଇକ ଚଳାଇ ପାରିବେନି। ତେଣୁ ଯୁବ କଂଗ୍ରେସ ପକ୍ଷରୁ ଖଣ୍ଡଗିରି ଛକରୁ ଏକ ସାଇକେଲ ରାଲି ବାହାରିବା ପରେ ବରମୁଣ୍ଡା ଛକରେ ବାଇକର ଅନ୍ତିମ ସଂସ୍କାର କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)