ଜୟପୁର: ସାଧାରଣ ନିର୍ବାଚନରେ ରାଜସ୍ଥାନରେ ଶାସକ ଦଳ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ ଏବେ ରାଜସ୍ଥାନର ଦୁଇ କ୍ଷମତା କେନ୍ଦ୍ର ଭାବେ ରହିଛନ୍ତି। ଏହାକୁ କେନ୍ଦ୍ର କରି...
ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ...
ଭୁବନେଶ୍ୱର: ଜୁନ୍ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ପୁନର୍ବାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି। ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ...
ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍।...
ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି। ଗତକାଲି...
ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ...
ଭୁବନେଶ୍ୱର: ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଲୋକପ୍ରିୟ ନେତା। କମ୍ କଥା କହିବାକୁ ପସନ୍ଦ କରନ୍ତି କିନ୍ତୁ କାମ କରନ୍ତି ବେଶି। ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ମାତ୍ ଦେଇ ସାରା ଦେଶରେ ବହୁଛି ମୋଦି ହାୱା। କିନ୍ତୁ ଓଡ଼ିଶାରେ ତାଙ୍କ ବ୍ୟକ୍ତିତ୍ୱକୁ ମଳିନ...
ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ନିୟମିତ ଘଟିଚାଲିଛି ସଡ଼କ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଓଭର ବ୍ରିଜ୍ରେ ହେଉଥିବା କ୍ରମାଗତ ଦୁର୍ଘଟଣା ଏବେ ସହରବାସୀଙ୍କ ଚିନ୍ତା ବଢ଼ାଇଛି। ସୋମବାର ଆଚାର୍ଯ୍ୟ ବିହାର ଓଭର୍...
ନୂଆଦିଲ୍ଲୀ: ମୋଦିଙ୍କ ନୂଆ ସରକାରରେ ସାମିଲ ହେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଗୁରୁତ୍ୱପୂର୍ଣ୍ଣ ବିଭାଗର ବୋଝ ସମ୍ଭାଳିପାରନ୍ତି ବିଜେପିର ଏହି ଚାଣକ୍ୟ। ଯଦି ଏହା ହୁଏ, ତେବେ ଦଳର ନିୟମ ଗୋଟିଏ ଲୋକ, ଗୋଟିଏ ପଦବୀ ଆଧାରରେ ଅମିତ ଶାହଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ।...
ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି।...
ରାଞ୍ଚି: ଝାରଖଣ୍ଡ ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଥିବା ବେଳେ...
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଏତେ ଭୟାନକ ଥିଲା ଯେ, ଲିଭାଇବା ପାଇଁ ଦମକଳ ବିଭାଗ ନାକେଦମ ହୋଇପଡ଼ିଥିଲା। ଶେଷରେ ୨୫ଟି ଦମକଳ ଟିମ୍ ନିୟୋଜିତ ହୋଇ...
ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନିର୍ବାଚନ ଜିତିଲା ପରେ ମୋଦି ୩୫୩ ସାଂସଦଙ୍କୁ ସଂସଦର ସେଣ୍ଟାଲ୍ ହଲ୍ରେ ସମ୍ବୋଧିତ କରିଥିଲେ। ସମ୍ବୋଧନ ଅବସରରେ ସେ ସମସ୍ତଙ୍କୁ ‘ଅଭିନନ୍ଦନ’ ଜଣାଇଥିଲେ। ମୋଦି ଜିତିଥିବା ସାଂସଦଙ୍କୁ...
ଭୁବନେଶ୍ୱର: ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାଛଡା ବିଧାନସଭାରେ ସେ ଆଉ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏଥର ବିଧାନସଭାର ସବୁଠାରୁ ଧନୀ ବିଧାୟକ ମାନ୍ୟତା ମଧ୍ୟ ମିଳିଛି ନବୀନ ପଟ୍ଟନାୟକଙ୍କୁ। ମୁଖ୍ୟମନ୍ତ୍ରୀ...
ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଆସିଛନ୍ତି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା...
ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ରାଜ୍ୟବାସୀ କେଉଁ ଦଳକୁ କେତେ ସମର୍ଥନ କଲେ ତାହା ସ୍ପଷ୍ଟ ହୋଇଯାଇଛି। ଏବେ ନଜର କିଏ ମନ୍ତ୍ରୀ ହେବ, କାହାକୁ କେଉଁ ବିଭାଗ ମିଳିବ । ତେବେ ଏହି ବିଧାୟକ ତାଲିକାରୁ ଗୋଟଏ କଥା ସ୍ପଷ୍ଟ ହୋଇଛି ଯେ,...
ସୁରତ୍: ସୁରତ ତକ୍ଷଶୀଳାର ସେହି ରାତି ଥିଲା ଏକ ଭୟଙ୍କର ରାତି। ଗୋଟିଏ ବିଜୁଳି ଖୁଣ୍ଟି ରାତିକରେ ନେଇଗଲା ୨୨ ଜୀବନ। ଏହି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା। ସେହି ନିଆଁ ଲାଗିଗଲା ୪ ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ। କିଏ ଜଳିଗଲା, କିଏ ଜୀବନ ବଞ୍ଚାଇବାକୁ...
ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ମୋଦି ପ୍ରଥମେ ତାଙ୍କ ମା ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେବେ। ଆସନ୍ତାକାଲି ଏଥିପାଇଁ ଗୁଜରାଟ ଯିବେ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ଏହାପରେ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ବନାରସ ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ବୋଲି ସେ...
ଭୁବେନଶ୍ୱର: ଝାରସୁଗୁଡ଼ାକୁ ବିମାନ ସେବା ଯୋଗାଇଦେବ ଆଲିଏନ୍ସ ଏୟାର୍ । ଜୁନ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ। ସେହିପରି ଝାରସୁଗୁଡ଼ା-କୋଲକାତା ରୁଟ୍ରେ ବିମାନ ଚଳାଚଳ କରିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ ସୁଦେଶ...