ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ଦର ବୃଦ୍ଧି ଇତି ମଧ୍ୟରେ ରେକର୍ଡ କଲାଣି। ୧୦ ଗ୍ରାମ ସୁନାର ଦାମ ଏବେ ୫୨ ହଜାର ଟଙ୍କା ରହିଛି । ରୂପା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ...
ପୁରୀ: କରୋନା ଭିତରେ ହଜି ଯାଇଛି ସବୁ ପର୍ବପର୍ବାଣୀ, ପରମ୍ପରା । ଯଦି କରୋନା ଔଷଧ ବା ଟିକା ନ ବାହାରେ ତେବେ ଆଗକୁ ସ୍ଥିତି ଏମିତି ଲାଗି ରହିବ। ଚଳିତ ବର୍ଷର ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରୁ ଦୁଃଖ ଲିଭିନି। କାରଣ ମହାପ୍ରଭୁ ନବ ଦିନାତ୍ମକ ଯାତ୍ରାରେ...
ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ...
ମାଲକାନଗିରି: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ । ଷ୍ଟ୍ରେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଲେ ପରିବାର ଲୋକେ। ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା, ଜଣେ ମହିଳା ଗୋଟିଏ କାଖରେ ଶିଶୁକୁ ଧରି ଥିବାବେଳେ ଅନ୍ୟ କାନ୍ଧ ଦେଇଥିଲେ ଶବକୁ। ଷ୍ଟ୍ରେଚରରେ ଶବକୁ ଧରି ରାଜରାସ୍ତାରେ...
ନୂଆଦିଲ୍ଲୀ: ସାରା ପୃଥିବୀକୁ ବେକାବୁ କଲାଣି କରୋନା। ଭାରତରେ ମଧ୍ୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୫ ଲକ୍ଷ ଟପି ଥିବାବେଳେ ୩୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮, ୫୧୩ ନୂଆ...
ୱାଶିଂଟନ୍: ଚୀନ୍ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ବିଗୁଡୁଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ତା’ର ପ୍ରତିରକ୍ଷା ବିଭାଗର ଶକ୍ତି ବଢାଉଛି। ବାୟୁ ସେନାର ଶକ୍ତି ବଢାଇବା ପାଇଁ ଫାଇଟର ଜେଟ ରାଫେଲ ଆସିବା ପରେ ଏବେ...
ନୂଆଦିଲ୍ଲୀ: ଭାରତର ଏକ ମାତ୍ର ସଦସ୍ୟ ଭାବେ ଓଡ଼ିଆ ଝିଅଙ୍କୁ ମିଳିଲା ଜାତିସଂଘର ଯୁବ ପରାମର୍ଶଦାତା ପଦବୀ । ସୁନ୍ଦରଗଡ଼ ଜିଲ୍ଲାର ଝିଅ ଅର୍ଚ୍ଚନା ସେରେଙ୍ଗ ଜାତିସଂଘର ଯୁବ ପରାମର୍ଶଦାତା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଉପରେ ଅଭିଜ୍ଞତା ତାଙ୍କୁ ଏହି ସଫଳତା...
ନୂଆଦିଲ୍ଲୀ:କରୋନା ମହାମାରୀ ଏବଂ ଲକ୍ଡାଉନ୍ ଭିତରେ ସମସ୍ତେ ସମସ୍ୟା ଦେଇ ଗତି କରୁଛନ୍ତି। ଲକ୍ ଡାଉନ ଯୋଗୁ ଅନେକ ବ୍ୟବସାୟ କ୍ଷତିରେ ଚାଲିଛି। ତା ମଧ୍ୟରୁ ହୋଟେଲ ବ୍ୟବସାୟ ଗୋଟିଏ। ହୋଟେଲ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଏପରି ସ୍ଥିତିରେ ଉତ୍ତର ପ୍ରଦେଶ ଅଲିଗଡ କ୍ୱାରେଣ୍ଟିନ ସେଣ୍ଟରେ ରହିଥିଲେ ୮୪...
ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଏବେ ଆୟକର ଦାତାମାନେ ଆଇଟି ରିଟର୍ଣ୍ଣ ସେପ୍ଟେମ୍ବର ୩୦ ସୁଦ୍ଧା ଦେଇ ପାରିବେ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central...
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୨ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୫୨ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ। ପ୍ରଥମ ଥର...
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ ନେଉଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ (Central Bureau of Investigation) ତଦନ୍ତ କରିବା...
ନବରଙ୍ଗପୁର: ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା। ମୃତ୍ୟୁ ପରେ ପୋଲିସ ମର୍ଯ୍ୟଦା ସହ ଏଇ କୁକୁରର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ନବରଙ୍ଗପୁର ପୋଲିସ ସନ୍ଧାନୀ କୁକୁର ତାରାର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ...
ଭୁବନେଶ୍ୱର: କରୋନାରେ ମୃତ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ କଲେ ସରକାର। ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ସିଏଚ୍ ରତ୍ନମଙ୍କ ପରିବାର ଲୋକଙ୍କୁ ମିଳିବ ଏହି ସହାୟତା । ଆଜି ଏପରି...
ନୂଆଦିଲ୍ଲୀ:ଜୁଲାଇ ମାସ ସରିଲା। କାଲିଠୁ ଆରମ୍ଭ ଅଗଷ୍ଟ। ଅଗଷ୍ଟ ମାସରେ ଯଦି କିଛି ବ୍ୟାଙ୍କ କାମ ଅଛି ତେବେ ଠିକ୍ ସମୟରେ କରାଇ ନିଅନ୍ତୁ। କାରଣ ଅଗଷ୍ଟ ମାସ ୩୧ ଦିନରୁ ୧୨ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଇ ମାସରେ ରବିବାର, ୨ୟ ଓ ୪ର୍ଥ ଶନିବାରକୁ...
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ସାମାନ୍ୟ ହ୍ରାସ ପାଇଥିବା ପରି ମନେ ହେଉଛି । ତଥାପି ଯେ କୌଣସି ମୁହୂର୍ତ୍ତ ପାଇଁ ସଜାଗ ରହିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଥିବା ୩୪୮୮ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ...
ଜଗତସିଂହପୁର: ସେ ଜଣେ ନିଆରା ମଣିଷ। ଅର୍ଥ ରୋଜଗାର କରୁଛନ୍ତି ସତ, ହେଲେ ଅର୍ଥ ପାଇଁ ତାଙ୍କ ମନରେ ଲୋଭ ନାହିଁ କି ଗର୍ବ ନାହିଁ। ଉପାର୍ଜିତ ଅର୍ଥ ସେ ଖର୍ଚ୍ଚ କରନ୍ତି ଅନ୍ୟମାନଙ୍କ ପାଇଁ। କେଉଁଠି ଦୁଃଖୀ ମଣିଷଟିଏ ଦେଖିଲେ ତାଙ୍କର ଆତ୍ମା ଯେମିତି କାନ୍ଦି ଉଠେ,...