Advertisment

ସମ୍ବଲପୁରରୁ ଚାଲି ଚାଲି ପୁରୀ ଆସିଲେ ଭକ୍ତ

ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ।

author-image
Minati Mishra

ପୁରୀ: ତାଙ୍କୁ ଲାଗିଲା ଯେମିତି ଠାକୁର ଡାକୁଛନ୍ତି। ସେ ଠିକ୍‌ କଲେ, ଚାଲି ଚାଲି ପୁରୀ ଯିବେ। ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ। ପାଦ ଫୁଲି ଯାଇଛି। ଚାଲି ପାରୁନାହାନ୍ତି। ହେଲେ ସେ କୁହନ୍ତି, ମୁଁ ତ ଅଧ କିଲୋମିଟର ବି ଚାଲି ପାରିବିନି। ସେଇ କାଳିଆ ଆଣିଲା...କେମିତି ଆଣିଲା ମୁଁ ଜାଣିନି...

Advertisment
Srimandir Puri Jaggannth Temple
Advertisment
Advertisment