ଜାମ୍ମୁ-କାଶ୍ମୀରର ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ହୋଇଛି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
କରୋନା ସଂକ୍ରମଣର ପ୍ରଭାବ ରାଜ୍ୟରେ କମୁଥିଲେ ହେଁ ସନ୍ତୋଷଜନକ ନୁହେଁ। ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟାରେ ଏବେ ବି ଲାଗି ପାରୁନି ରୋକ। ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ ଗଠନ କରାଯାଇଛି ।
କେଉଁଠି ଟିକିଏ ଭୂମି ପାଇଁ ରକ୍ତର ନଦୀ ବହୁଛି ତ କେଉଁଠି ଟଙ୍କା ପାଇଁ ମୁଣ୍ଡ ଗଡୁଛି। ଅନ୍ତରଙ୍ଗ ସମ୍ପର୍କ ସବୁ ଏଠି ସ୍ୱାର୍ଥ ପାଖରେ ବଳି ପଡ଼ୁଛି । ଏପରି ଏକ ସ୍ଥିତିରେ ଭଲ ଖବରଟିଏ ସାମ୍ନାକୁ ଆସିଛି । ଜଗନ୍ନାଥ ଧାମ ପୁରୀରୁ ଆସିଥିବା...
ରାଜ୍ୟରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ସର୍ବାଧିକ ୫୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା...
ଜୁଲାଇ ୨୦ରୁ ହେବ JEE ମେନ୍ ପରୀକ୍ଷା । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ JEE ମେନ୍ ସେସନ୍- ୩ ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ JEE ମେନ୍ ସେସନ୍-୪ ପରୀକ୍ଷା ।
ନୂଆଦିଲ୍ଲୀ: ଫଳ ଏବଂ ପନିପରିବା ମୂଲ୍ୟ ବୃଦ୍ଧି ଚିନ୍ତା ବଢାଇଥିବାବେଳେ ଏବେ ଆଉ ଝଟ୍କା। ଗତ କିଛି ଦିନ ହେବ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ଟ୍ରକ ଚାଳକମାନେ ପରିବହନ ଭଡା ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତେବେ ଟ୍ରକ ଭଡା ବୃଦ୍ଧିର ସର୍ବାଧିକ ପ୍ରଭାବ ପଡିଥିଲା ଫଳ...
ହାଓଡ଼ା: ପଶ୍ଚିମବଙ୍ଗର ହାୱାଡ଼ାରେ ଜନ୍ମ ନେଇଥିବା ଏକ ଅଜବ ଶିଶୁକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହି ଅଜବ ଶିଶୁର ଫଟୋ ତ ଆମ ଦେଖାଇ ପାରିବୁନି। ତେବେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଶିଶୁଟିର ଆଖି ନାହିଁ କି କାନ ନାହିଁ । ଡାକ୍ତରଙ୍କ...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ୨୪ ଘଣ୍ଟାରେ ୬ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଗତକାଲି ୩ ଆତଙ୍କୀ ନିହତ ହୋଇଥିବାବେଳେ ଶନିବାର ସକାଳେ ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।ସ୍ଥାନୀୟ ଅମଶୀପୋରା ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍...
ନୂଆଦିଲ୍ଲୀ: ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି...
ନୂଆଦିଲ୍ଲୀ: ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। ଜାଣନ୍ତି ସେ କିଏ ? କେତେ ତାଙ୍କ ସମ୍ପତ୍ତିର ମୂଲ୍ୟ ? ଶୁକ୍ରବାର ସକାଳେ, HCL ଟେକ୍ ଚେୟାରମ୍ୟାନ୍ ଶିବ ନାଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହାର କିଛି ସମୟ ପରେ ତାଙ୍କ ଝିଅ ରୋଶନୀ...
ଭୁବନେଶ୍ୱର: ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ଆସିଥିବା ପ୍ରାୟ ୭୭ ଲକ୍ଷ ଟଙ୍କା ହେରଫେର ଘଟଣାର ପର୍ଦ୍ଦାଫାଶ ଓଟିଭିରେ ହେବା ପରେ ରେଞ୍ଜର ଅଜୟ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଭୁବନେଶ୍ୱର RCCFକୁ ବଦଳି କରାଯାଇଛି। ସୂଚନାଥାଉ କି, ଅଜୟ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ...
ଇସ୍ଲାମାବାଦ୍: ପାକିସ୍ତାନରେ ମନ୍ଦିର ନିର୍ମାଣକୁ ଜୋରଦାର ବିରୋଧ କରାଯାଉଥିବାବେଳେ ପାକିସ୍ତାନର ଜଣେ ମନ୍ତ୍ରୀ ଆଶ୍ୱାସନା ଦେଇ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି। Khyber Pakhtunkhwa ବିଧାନ ସଭାର ଜଣେ ମନ୍ତ୍ରୀ ମନ୍ଦିର ନିର୍ମାଣକୁ ସମର୍ଥନ କରି ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ...
ମୁମ୍ବାଇ(ସୁରେଶ ଦାଶ): ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା। ସୁଶାନ୍ତ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କାହାରି ସଂପୃକ୍ତି ରହିଛି ତାହାର ରହସ୍ୟ ଏବେ ବି ଖୋଲି ପାରିନି ପୋଲିସ୍। ମୃତ୍ୟୁର କାରଣ ସମ୍ପର୍କରେ...
ଜୟପୁର: ହାଇକୋର୍ଟରେ ଆଜି ହେବ ରାଜସ୍ଥାନ ନାଟକର ଶୁଣାଣି । ସଚିନ ପାଇଲଟଙ୍କ ସହିତ ୧୮ ବିଧାୟକଙ୍କୁ ଅଯୋଗ୍ୟ କରାଯିବ କି ନାହିଁ, ତା ଉପରେ ନିଷ୍ପତ୍ତି ନେବେ ରାଜସ୍ଥାନ ହାଇକୋର୍ଟ । ଏହି ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ୍ ଜାରି...
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଆଜିଠୁ ଦିଲ୍ଲୀ ଏମ୍ସ (AIIMS)ରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଶହେ ବ୍ୟକ୍ତିଙ୍କଠାରେ ଏହି ଭାକ୍ସିନର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି...