ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି।...
ଭୁବନେଶ୍ୱର: ମୃତ୍ୟୁ ସହ ସଂଘର୍ଷ କରୁଥିବା ମଣିଷ ପାଇଁ ଏକ ଆଶ୍ୱାସନା ଆମ୍ବୁଲାନ୍ସ। କାରଣ ରୋଗୀକୁ ସୁରକ୍ଷିତ ଭାବେ ଏବଂ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ଦେଇଥାଏ ଆମ୍ବୁଲାନ୍ସ । ହେଲେ ଏବେ ଦେଖିବାକୁ ମିଳୁଛି, ଆମ୍ବୁଲାନ୍ସ ଗୁରୁତର ରୋଗୀ ଓ ସେମାନଙ୍କ ପରିବାର ପାଇଁ ଏକ ଅଜଣା ଭୟ...
ନୂଆଦିଲ୍ଲୀ: ମୋଦି-ଶାହ ଯୋଡ଼ିଙ୍କ ସରପ୍ରାଇଜ୍ ପ୍ୟାକେଜ୍ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୁରୁବାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜୟଶଙ୍କରଙ୍କୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ମିଳିଛି। ଏସ୍ ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା କ୍ଷଣି...
ନୟାଗଡ଼: ନୟାଗଡ଼ ଜିଲ୍ଲାର କିଛି ଶ୍ରମିକ ଦୁବାଇରେ ଫସି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ଶ୍ରମ ବିଭାଗ। ଫସି ରହିଥିବା ଶ୍ରମିକଙ୍କ ଘରକୁ ଆଜି ଯାଇଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ। ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଶ୍ରମିକଙ୍କ...
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଆଇସିୟୁ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ତାଙ୍କର ଆଉ ଆବଶ୍ୟକ ନାହିଁ। ସେ ଏବେ ଘରକୁ ଫେରିପାରିବେ। ଏକଥା କହିଛନ୍ତି ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର।...
ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ, ତା’ହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ମୋଦି ପାର୍ଟ-୧ ସରକାରରେ ମନ୍ତ୍ରୀ ଥିବା ଏକାଧିକ ସାଂସଦ ମୋଦି-୨ରେ ମଧ୍ୟ ରହିବେ।...
ଓଭାଲ : ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ୱ ମହାକୁମ୍ଭ। ପ୍ରଥମ ମ୍ୟାଚରେ ମୁକାବଲା କରୁଛନ୍ତି ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ। ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚରେ ୧୦ ଦଳ ଭାଗ ନେଉଛନ୍ତି ପ୍ରମୁଖ ଦାବିଦାର ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସାଉଥ ଆଫ୍ରିକା। ୪...
ଲଣ୍ଡନ୍: ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଆରମ୍ଭରୁ ରୋମାଞ୍ଚକର ହୋଇଛି। ଚଳିତ ବିଶ୍ୱକପର ପ୍ରଥମ ୱିକେଟ୍ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିରଙ୍କ ନାମରେ ରହିଛି। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ପ୍ରଥମ ଓଭରରେ ସ୍ପିନର ତାହିରଙ୍କୁ ବୋଲିଂ କରିବାକୁ ଦେଇ ସାହସିକ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି।...
ଲଣ୍ଡନ: ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆୟୋଜକ ଟିମ୍ ପ୍ରଥମେ...
ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ, ଆଉ କିଛି ଦିନ ପରେ ସ୍ଥଳଭାଗ ଛୁଇଁବ ମୌସୁମୀ । ହେଲେ ଏଥର ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ ମୌସୁମୀ। କାରଣ ଏଥର ଜୁନ୍ରେ କମ୍ ବର୍ଷା...
ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା । ତା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ତାଙ୍କ ନୂଆ ଟିମ୍ର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଛି ଭବ୍ୟ ସମାରୋହ। ପ୍ରାୟ ୬ ହଜାରରୁ...
ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ। ଏଥର ଆଉ ଏକ ସଫଳତାକୁ ନେଇ। ସୋନି ଚ୍ୟାନେଲରେ ବହୁଳ ପ୍ରସାରିତ କପିଲ ଶର୍ମା ସୋ’ରେ ଭାଗ ନେଇଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ । ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଲୋକପ୍ରିୟ ଶୋ’ ରେ ଭାଗ ନେଉଛନ୍ତି। ଏଥିପାଇଁ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨୦ ମନ୍ତ୍ରୀ। ୧୧ ଜଣ କ୍ୟାବିନେଟ ଓ ୯ ଜଣ ରାଜ୍ୟ ପାହ୍ୟା । ଚିହ୍ନନ୍ତୁ ୯ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କୁ। ୧-ସମୀର ରଂଜନ ଦାସ-ସ୍କୁଲ ଓ ଗଣଶିକ୍ଷା ବିଭାଗ ୨-ଅଶୋକ ପଣ୍ଡା-ବିଜ୍ଞାନ, ପ୍ରଯୁକ୍ତି ଓ...
ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା କିଛି କମ୍ କଥା ନୁହେଁ। ହେଲେ ନିଜ ସଫଳତାକୁ ଖୁବ୍ ସହଜରେ ହାସଲ କରିପାରିଛନ୍ତି ନବୀନ ପଟ୍ଟନାୟକ। ଆଜି ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡ଼ିଥିଲେ ନବୀନ। ଦୀର୍ଘ...
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ଆଜି ଏକ ଭବ୍ୟ ସମାରୋହରେ ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରୀମାନଙ୍କୁ ମିଳିଛି ସେମାନଙ୍କ ବିଭାଗ। ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ। ୧-ମୁଖ୍ୟମନ୍ତ୍ରୀ ନବୀନ...
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆଜି ଆୟୋଜିତ ହୋଇଥିଲା ଭବ୍ୟ ସମାରୋହ। ହେଲେ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଜେପି ବିଧାୟକ ଯୋଗ ଦେଇନାହାନ୍ତି । ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏନେଇ ପ୍ରତିକ୍ରିୟା...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ନିଜ ନୂଆ ମନ୍ତ୍ରୀମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ...
ଭୁବେନଶ୍ୱର: ୫ମ ପାଳି ଶାସନ ଦାୟିତ୍ୱ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧୦୯ ନିର୍ବାଚନରେ ବିପୁଳ ବହୁମତ ପାଇ ବିଜୟୀ ହେବା ପରେ ଆଜି ନଜର ନୂଆ ଟିମ୍ ସହ ଶପଥ ଗ୍ରହଣ କରିଛନ୍ତି। ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଅନେକ...
ନୂଆଦିଲ୍ଲୀ:୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ ! ଅରୁଣ ଜେଟ୍ଲୀ ଗତଥର ନରେନ୍ଦ୍ର ମୋଦି...
ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ...