• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

child
ସ୍ୱାସ୍ଥ୍ୟ ବିଭାଗ ଆଇକାର୍ଡ ପକାଇ ଶିଶୁପୁତ୍ରକୁ ଅପହରଣ, ୪ କୋଟି ଦାବି କଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ କୁନି ପୁଅକୁ ଅପହରଣ କରି ନେଇ ଯାଇଥିଲେ ଦୁର୍ବୃତ୍ତ। ଶିଶୁ ପାଇଁ ୪ କୋଟି ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁପୁତ୍ରକୁ ଉଦ୍ଧାର କରିବା ୟୁପି ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା। ଏସ୍‌ଟିଏଫ...

assam
ଉଛୁଳୁଛି ନଦୀ; ବନ୍ୟାରେ ଗଲାଣି ୯୫ ଜୀବନ

ଦିଶପୁର: ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ ସାଂଘାତିକ ରୂପ ନେଇଛି। ବିଶେଷକରି ଆସାମ ଓ ବିହାରରେ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବନ୍ୟାସ୍ଥିତି ସାଙ୍ଗକୁ ଲଗାଣ ବର୍ଷା ଦୁଇ ରାଜ୍ୟର ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି। ବନ୍ୟାରେ ଆସାମର୨୬ଟି ଜିଲ୍ଲାର ପ୍ରାୟ ଅଢେଇ ହଜାରରୁ...

cilpla
ଅଗଷ୍ଟରେ ବଜାରକୁ ଆସିବ କରୋନା ଔଷଧ

ନୂଆଦିଲ୍ଲୀ: ବଜାରକୁ ଆସିବ କରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ। ଫାର୍ମା କମ୍ପାନି ସିପଲ୍ ପକ୍ଷରୁ ଫାଭିପିରାଭିର୍ ମେଡିସିନକୁ ଖୁବ୍ ଶୀଘ୍ର ବଜାରକୁ ଛଡ଼ାଯିବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ମିଳିଛି।  ସିପଲ୍ ପକ୍ଷରୁ ଏହାକୁ ସିପଲେନ୍ଞ୍ଜା ନାଁରେ ବଜାରରେ ଉପଲବ୍ଧ କରାଯିବ।...

plazma bank
ରାଜ୍ୟର ଏଇସବୁ ହସ୍ପିଟାଲ୍‌ରେ ପ୍ରତିଷ୍ଠା ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର: କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜ୍‌ମା ଥେରାପି । ଏଥିଲାଗି ପ୍ଲାଜ୍‌ମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି  ରାଜ୍ୟରେ ଆଉ ୩ଟି ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି ସରକାର। କଟକ ଏସ୍‌ସିବି ମେଡିକାଲ କଲେଜ୍ ଏବଂ...

encounter
ଏନ୍‌କାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର: ସୀମାନ୍ତରେ  ସେନା-ସୁରକ୍ଷାବାହିନୀ ମଧ୍ୟରେ ଆଜି ଚାଲିଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀର ଶ୍ରୀନଗର ଉପକଣ୍ଠ ରଣବୀରଗଡ଼ ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ । ସକାଳ ୮ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟରେ ୨ଆତଙ୍କୀ ନିହତ ହୋଇଥିବାବେଳେ CRPFର...

gehalat
ରାଜସ୍ଥାନ ରାଜନୀତି: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାହିଁ କହି ବିଧାନସଭା ଅଧିବେଶନକୁ ଏଡ଼ାଇଲେ ରାଜ୍ୟପାଳ

ଜୟପୁର: ରୋଚକ ମୋଡ ନେଉଛି ରାଜସ୍ଥାନ ରାଜନୀତି। ବିଧାନସଭା ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାହୁଁଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଇ ନାହାନ୍ତି।  ଏ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଗେହଲଟ। ସେ କହିଛନ୍ତି  ‘ମୋ ସୁରକ୍ଷା...

unline
PhonePe ବ୍ୟବହାର କରୁଥିଲେ ସାବଧାନ, ଫୋନ କରି ଟଙ୍କା ଲୁଟି ନେଉଛନ୍ତି ଲୁଟେରା, ଶୁଣନ୍ତୁ ଅଡିଓ

ଭୁବନେଶ୍ୱର: ଫୋନ ପେ‘ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ। ନଚେତ୍‌ ଅନ୍‌ଲାଇନ୍‌ରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଯିବେ ଲୁଟେରା। ଏମିତି ଜଣେ ପେ’ ପେନ ବ୍ୟବହାରକାରୀଙ୍କୁ ଚକ୍‌ମା ଦେଇ ଟଙ୍କା ଲୁଟିନେବାକୁ ଯାଉଥିବାବେଳେ ଧରାପଡ଼ିଛନ୍ତି  ଅନ୍‌ଲାଇନ୍‌ ଲୁଟେରା। ଏଇ ଠକ ଜଣକ ପ୍ରଥମେ ଗ୍ରାହକଙ୍କୁ ଫୋନ...

big b
ଅମିତାଭ ବଚ୍ଚନଙ୍କ ବଙ୍ଗଳାରୁ ହଟିଲା କଣ୍ଟେନ୍‌ମେଣ୍ଟ ପୋଷ୍ଟର

ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପରିବାରରେ କରୋନା ପଶିବା ପରେ ପରେ ତାଙ୍କ ବାସଭବନ ‘ଜଲ୍‌ସା’କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । କରୋନା ପଜିଟିଭା ରିପୋର୍ଟ ଆସିବା ପରେ ବିଗ୍‌ ବିଙ୍କ ସହ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା  ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ...

asssam
ଆସାମରେ ପ୍ରକୃତିର ତାଣ୍ଡବ; ପ୍ରଳୟଙ୍କରୀ ବନ୍ୟାରେ ୧୦୨ ମୃତ

ଦିଶପୁର:ଆସାମରେ ପ୍ରକୃତିର ତାଣ୍ଡବ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା । ବହୁ ସଂଖ୍ୟାରେ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି । ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ ଲହଡି ଭାଙ୍ଗୁଛି...

friend
ଜିତିଲେ ୧୬୫ କୋଟି, ହେଲେ ମନେ ପଡ଼ିଗଲା ବନ୍ଧୁଙ୍କୁ ଦେଇଥିବା କଥା....

ଅପୂର୍ବ ବନ୍ଧୁତ୍ୱ । କେଉଁ ପିଲାବେଳେ ପରସ୍ପରକୁ କଥା ଦେଇଥିଲେ ଆଉ ବାର୍ଦ୍ଧକ୍ୟରେ ସେହି କଥା ରଖିଛନ୍ତି। ପ୍ରମାଣିତ  କରି ଦେଇଛନ୍ତି ପ୍ରତିଶ୍ରୁତି କେମିତି ପାଳନ କରାଯାଏ । ଆଉ ଏକଥା ମଧ୍ୟ କହି ଯାଇଛନ୍ତି ସବୁ ମୂଲ୍ୟବାନ ସମ୍ପତ୍ତିଠାରୁ ବନ୍ଧୁତ୍ୱର ମୂଲ୍ୟ କେତେ ଅଧିକ !  ଲଟେରୀରେ...

corona
କରୋନାରେ ଆଖି ବୁଜିଲେ ଯୁବ ଡାକ୍ତର

ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନା ପ୍ରଭାବ। କରୋନା କବ୍‌ଜାରେ ଦିନକୁ ଦିନ ହଜି ଯାଉଛି ଅନେକ ଜୀବନ। କରୋନାର କରାଳ ରୂପ ନୂଆଦିଲ୍ଲୀକୁ ଥରାଇ ଦେଇଛି।  କରୋନାଭାଇରସ୍ ସଂକ୍ରମଣରେ ରାଜଧାନୀ ଦିଲ୍ଲୀର ଜଣେ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ୨୭ ବର୍ଷୀୟ ଡାକ୍ତର ଜୋଗିନ୍ଦର ଚୌଧରୀ ଗତ...

chambal
ପୁଣି ଫୋକସରେ ଚମ୍ପଲ ଉପତ୍ୟକା

ନୂଆଦିଲ୍ଲୀ: ଦୁର୍ଗମ ଚମ୍ବଲ ଉପତ୍ୟକା।  ଡକାୟତ ଏବଂ ଅପରାଧୀଙ୍କ ଗର୍ଜନରେ ଦିନେ କମ୍ପୁଥିଲା ଏହି ଭୂଖଣ୍ଡ। ଚମ୍ବଲ ନାଁ କହିଲେ ଥରି ଯାଉଥିଲା ଛାତି। ଆଜି ଆଉ ସେଠି ଡାକୟତ ବା ଅପରାଧୀ ଆଡ୍ଡାସ୍ଥଳୀ ନାହିଁ। ତଥାପି ପରିତ୍ୟକ୍ତ ହୋଇ ପଡ଼ିଛି। ଏହି ପରିତ୍ୟକ୍ତ ଜାଗାରେ  ଚାଷ କାର୍ଯ୍ୟ...

national updates
୨୪ ଘଣ୍ଟାରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ବଢୁଛି ସୁସ୍ଥ ଲୋକଙ୍କ ହାର

ନୂଆଦିଲ୍ଲୀ: ଭାରତରେ ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ...

uma
ଆସିଲା ଉମା ଭାରତୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି। ଏ ନେଇ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ ହେବା ପରେ ଉମା ଭାରତୀ...

rafel
ଫ୍ରାନ୍ସରୁ ଆସିଲା ରାଫେଲ ଫାଇଟର୍ ଜେଟ୍

ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍।  ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍‌ ଖୁବ୍‌ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି।  ମେରିଗନାକ୍‌ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା...

Capture
ଭାଗ୍ୟ ବଦଳାଇ ଦେଲେ ସୋନୁ; କାନ୍ଧରେ ଲଙ୍ଗଳ ଟାଣୁଥିବା ୨ ଭଉଣୀଙ୍କୁ ଦେଲେ ଟ୍ରାକ୍ଟର

ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍।  ହେଲେ ରିୟଲ୍ ଲାଇଫ୍‌ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍‌। ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା। ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ...

tmc
ଟିଏମସି କେନ୍ଦ୍ରରେ ବାପା-ପୁଅ ପାଳିଲେ ଜନ୍ମଦିନ

ଭଦ୍ରକ: ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତ ଓହାସପୁର ଗ୍ରାମର ରାଜେଶ ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।