ଭୁବନେଶ୍ୱର: ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ। ଗତକାଲି ଟାଟା ଷ୍ଟିଲ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ମିଳିତ ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ୟାଟ୍ସ-୨୦୧୯। କାର୍ଯ୍ୟକ୍ରମରେ ସାରା ରାଜ୍ୟର ୬୩ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଜଣ ଛାତ୍ରଛାତ୍ରୀଙ୍କୁ...
ସୁବର୍ଣ୍ଣପୁର:ଓଡ଼ିଶାର ଭାତହାଣ୍ଡି ପଶ୍ଚିମ ଓଡ଼ିଶା। ହେଲେ କାଳବୈଶାଖୀ ଏଠାରେ ସବୁକିଛି ଛାରଖାର କରିଦେଇଛି। କାଳବୈଶାଖୀ ବର୍ଷାରେ ଓଦା ହୋଇ ଯାଇଛି ହଜାର ହଜାର କୁଇଣ୍ଟାଲ ଧାନ। ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ। ଅଧିକାଂଶ ଜିଲ୍ଲାର ମଣ୍ଡିରେ ସୁରକ୍ଷିତ ଧାନ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥା...
ସମ୍ବଲପୁର:ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଦେବ ବିବାହ ପାଇଁ ଧୁମ୍ଧାମ୍ରେ ଚାଲିଛି ପ୍ରସ୍ତୁତି। ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି । ଏହା ପୂର୍ବରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ...
ନୟାଗଡ଼: ନୟାଗଡ଼ରେ ପୁଣି କନ୍ୟାଭ୍ରୁଣ ହତ୍ୟା ଉଦ୍ୟମ ଅଭିଯୋଗ। ବେଆଇନ ଗର୍ଭପାତ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ଼ର ଏକ କ୍ଲିନିକ ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ଏକ ଟିମ୍। ନୟାଗଡ଼ ତହସିଲଦାର ଓ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଗର୍ଭପାତ ପାଇଁ ଆସିଥିବା...
ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ...
ଦୁମକା: ଝାଡ଼ଖଣ୍ଡର ଦୁମକାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ମାଓବାଦୀ ଆହତ ହୋଇଥିବା ଖବର ଆସିଥିଲା। ତେବେ ପରେ...
ମାଲକାନଗିରି: ଚଢେଇ ଧରିବାର ନିଶାରୁ ଶେଷରେ ଚାଲିଗଲା ଜୀବନ। ଚଢେଇ ଧରିବାକୁ ଚଢିଗଲା ବିଦ୍ୟୁତ ଟ୍ରାନ୍ସଫର୍ମରରେ। ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡା ଗାଁରେ। ପାଟଣାଗୁଡା ଗାଁର ୭ ବର୍ଷର ବାଳକ ରାଜେନ୍ଦ୍ର ସିସା। ଆଜି ସକାଳେ...
କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କାଙ୍ଗ୍ରା ଗାଁରେ ଶନିବାର ଚାଲିଥିଲା ବାଲ୍ୟ ବିବାହ। ଉଭୟ ବର-କନ୍ୟା ଥିଲେ ନାବାଳକ-ନାବାଳିକା। ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲଡ଼ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା...
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନା ଦାଶଙ୍କ ମରଶରୀର। ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ କଳ୍ପନାଙ୍କ ମରଶରୀରକୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀରକୁ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା...
ବଲାଙ୍ଗିର: ବାହାରେ ଭଲ କାମ ମିଳିବ, ବେଶ ଦୁଇ ପଇସା ରୋଜଗାର ହେବ। କୁନି କୁନି ଦୁଇ ପିଲାଙ୍କ ମୁହଁରେ ହସ ଫୁଟିବ। ଏଇ ଆଶାରେ ଘର ଗୋଡ଼ କାଢିଥିଲେ ଭଜନ। ହେଲେ ଘରକୁ ଫେରିଲେ ଶବ ହୋଇ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବେଲପଡ଼ା ଥାନା ଲଥାକେନ୍ଦ ଗାଁର...
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ୧୦ଟି ସହରର ପାରଦ ୪୦ ଡିଗ୍ରୀରୁ ଅଧିକ ରହିଥିଲା । ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ଥିଲାସବୁଠୁ ଉତ୍ତପ୍ତ ସହର । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି...
ଭୁବନେଶ୍ୱର:ଶୁକବ୍ରାର ରାତିରେ ବର୍ଷା ଓ ପବନ ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶସ୍ତ ମିଳିଛି ଓଡ଼ିଶାବାସୀଙ୍କୁ । ଆଜି ପାଗ ସାମାନ୍ୟ ଥଣ୍ଡା ଥିବା ବେଳେ ତାପମାତ୍ରା ହ୍ରାସ ପାଇଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ସାରା ଦେଶ ଜଳୁଛି। ଆଜି ଦେଶର ଅନେକ...
ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...
ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି।...