• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

hockey
ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ  ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ।  ଆୟୋଜକ  ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ...

jio 1234
ୱାର୍ଲଡ୍‌ କପ୍‌‌ ପାଇଁ ଜିଓର ପୁଣି ଏକ ଧମାକାଦାର ଅଫର

ଭୁବନେଶ୍ୱର: କ୍ରିକେଟ‍‌ ମ୍ୟାଚ‍‌ ଦେଖିବା ଲାଗି ଜିଓ ହୋଇଛି ଦର୍ଶକଙ୍କ ସବୁଠାରୁ ପ୍ରିୟ ନେଟ୍‌ୱର୍କ। ଏବେ ଜିଓ ବ୍ୟବହାରକରୀମାନେ ସବୁ ମ୍ୟାଚ୍‌ର ମାଗଣା ସିଧା ପ୍ରସାରଣ (ଲାଇଭ୍) ଦେଖି ପାରିବେ। ଜିଓ ବ୍ୟବହାରକାରୀମାନେ ଏଥିରେ ୩୬୫ ଟଙ୍କା ବଞ୍ଚାଇ ପାରିବେ। କ୍ରିକେଟ‍‌ ମ୍ୟାଚ‍‌ ଲାଇଭ୍ ଦେଖିବାରେ ଜିଓ ସବୁଠାରୁ...

doodle
ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ଫଟୋଟି କାହାର ଜାଣନ୍ତି କି ?

ଗୁଗଲ ନିଜର ସର୍ଚ୍ଚ ଡୁଡଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଅର୍ଥାତ୍ ଜୁନ୍‌ ୫ର ଗୁଗଲ୍ ତାର ଡୁଡୁଲରେ ରଖିଛି ଜଣେ ମହିୟସୀ ମହିଳାଙ୍କୁ। ଏହି ମହିୟସୀ ଜଣକ ହେଲେ ଇଟଲି ଭେନିସ୍‌ ସହରର ଜଣେ...

rape
ଅସହ୍ୟ ହେଲା ବଳାତ୍କାର ଯନ୍ତ୍ରଣା, ଇଚ୍ଛା ମୃତ୍ୟୁକୁ ବାଛିନେଲେ ନାବାଳିକା

ଆମଷ୍ଟାରଡାମ:  ଶୈଶବରେ ଧୂଳି ଘର ଖେଳିବା ସମୟରେ ହିଁ ବାରମ୍ୱାର ବଳାତ୍କାରର ଯନ୍ତ୍ରଣା ସହିବାକୁ ପଡିଥିଲା। ଆଉ ଏହା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ବାଛି ନେଲେ ମୃତ୍ୟୁର ପଥ। ନାବାଳିକାଜଣକ ଏତେମାତ୍ରାରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଯେ, ନିଜକୁ ଶେଷ କରିବାକୁ ସେ ଇଚ୍ଛାମୃତ୍ୟୁ ଲାଗି...

dinyar
ପରଲୋକରେ ବଲିଉଡ୍‌ ଅଭିନେତା ଦିନାୟର୍ କଣ୍ଟ୍ରାକ୍ଟର

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟରାନ୍ ଅଭିନେତା ପଦ୍ମଶ୍ରୀ ଦିନାୟର୍ କଣ୍ଟ୍ରାକ୍ଟର ଆଉ ନାହାନ୍ତି। ଆଜି ସକାଳେ ମୁମ୍ବାଇ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା। ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ...

w21
ଟଏଲେଟ୍‌ ପେପର ପାଇଁ ଏହି ଦେଶରେ କଟାଯାଉଛି ଦିନକୁ ୨୫ ହଜାର ଗଛ

ଭୁବନେଶ୍ୱର: ଆଜି ‘ବିଶ୍ୱ ପରିବେଶ ଦିବସ’। ଜାତିସଂଘର ଅନୁମୋଦନ କ୍ରମେ ୧୯୭୪ ମସିହାରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖ ଅର୍ଥାତ ଆଜିର ଦିନକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

loot
ଲୁଟ୍ ଉଦ୍ୟମ ବ୍ୟର୍ଥ, ଲୁଟେରାଙ୍କୁ ଚାପିଦେଲା ଟ୍ରକ

ରାଉରକେଲା: ରାଉରକେଲାର ବାଗଡ଼େଗା ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ରୁ ଲୁଟ ଉଦ୍ୟମ କରିବାକୁ ଯାଇ ଜଣେ ଲୁଟେରାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଟ୍ରକଟି ଲୁହା ବୋଝେଇ କରି ଯାଉଥିବା ବେଳେ ବାଗଡେଗା ଘାଟିରେ କିଛି ବ୍ୟକ୍ତି ଏହାକୁ ଅଟକାଇବାକୁ ଉଦ୍ୟମ...

flight
ଆଧୁନିକ ଯନ୍ତ୍ରାଂଶ ଲାଗି ନ ଥିବାରୁ ଠାବ ହୋଇ ପାରୁନି ନିଖୋଜ ବିମାନ

ନୂଆଦିଲ୍ଲୀ: ସୋମବାରଠାରୁ ମଝି ଆକାଶରେ ନି‌ଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ପତ୍ତା ଏଯାଏ ମିଳିପାରି ନାହିଁ। ଇତି ମଧ୍ୟରେ ତିନି ଦିନ ବିତି ଯାଇଥିଲେ ହେଁ ବିମାନ ଏବଂ ଏହା ମଧ୍ୟରେ ଥିବା ୧୩ ଜଣ ଲୋକ କେଉଁଠି ଏବଂ କେମିତି ଅଛନ୍ତି, ସେକଥା କେହି ଜାଣିପାରୁନାହାନ୍ତି। ...

eid
ଇଦ୍ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଇଦ୍ ପାଳନ ପାଇଁ ରାଉରକେଲାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ନୂଆ ଡ୍ରେସ୍ ସହିତ ବିଭିନ୍ନ ସାମଗ୍ରୀ କିଣାକିଣା କରୁଛନ୍ତି ମୁସଲମାନମାନେ। ସେଥିପାଇଁ ବିଳମ୍ବିତ ରାତ୍ରି ଯାଏ ଦୋକାନ ଖୋଲା ରହୁଛି। ଇଦ୍ ଦିନ ଇଦ୍‌ଗା ମୈଦାନ ଓ ବିଭିନ୍ନ ମସଜିଦରେ ସାମୂହିକ ନମାଜ...

1234546
ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ

ଭଦ୍ରକ(ତପନ ସ୍ୱାଇଁ):ଭଦ୍ରକ-ବାଇପାସ୍‌ ନିକଟ  ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ହୋଇଛି। କମ୍ପଲେକ୍ସର ୩ଟି ରୁମ୍‌ରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୩ଟି ଯାକ ରୁମ୍‌ର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ...

nipah-
କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

ନୂଆଦିଲ୍ଲୀ: କେରଳକୁ ପୁଣି ଫେରିଛି ନିପା ଭାଇରସ୍! ନିପା ଆକ୍ରାନ୍ତ ସନ୍ଦେହରେ ଜଣେ ରୋଗୀଙ୍କୁ ଗତକାଲି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ୍ ପଜେଟିଭ୍ ଆସିଛି। ଆଜି ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହି ଘଟଣା...

ui
ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ AN-32ର ଏଯାଏଁ କୌଣସି ପତ୍ତା ମିଳିନି।  ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।  ସୁଖୋଇ-୩୦ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି। ସର୍ଚ୍ଚ ଅପରେସନ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ...

Salil-Mitra-
ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସଲିଲ୍‌: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରରେ ଲେଖିଛନ୍ତି, ନିଖୁଣ ଅଭିନୟ ପାଇଁ ସଲିଲ ମିତ୍ର ଓଡ଼ିଶାର ଘରେ ଘରେ ପରିଚିତ ଥିଲେ।  ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।