• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର –  ମୀନ ଅହୋରାତ୍ର, ତିଥି- ୧୩ଶୀ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ-

ପ୍ରାତଃ ୦୬/୧୧ ରୁ ୦୭/୩୨

ଦିବା ୦୯/୦୪ ରୁ ୧୧/୧୫

ରାତ୍ରି ୦୭/୪୦ ରୁ ୦୯/୫୮

ରାତ୍ରି ୦୨/୪୧ ରୁ ୦୩/୩୩

ଅଧିକ ପଢ଼ନ୍ତୁ: ଦକ୍ଷିଣକୁ ପାଦ ରଖି କାହିଁକି ଶୋଇବେ ନାହିଁ; କ’ଣ କୁହେ ବାସ୍ତୁ

ଅଶୁଭ ସମୟ-

ଋାହୁକାଳ - ପ୍ରାତଃ ୦୭/୩୨ ରୁ ୦୮/୫୪

କାଳବେଳା - ପ୍ରାତଃ ୦୭/୩୨ ରୁ ୦୮/୫୪

ବାରବେଳା – ଦିବା ୦୨/୨୦ ରୁ ୦୩/୪୧

କାଳରାତ୍ରି - ରାତ୍ରି ୦୯/୫୮ ରୁ ୧୧/୩୭

OTV is now on Whatsapp

Join and get latest news update delivered to you via whatsapp

Join Now