କର୍ମକ୍ଷେତ୍ର ହେଉ କି ପାଠ ପଢ଼ା, ସବୁଠି ବଢୁଛି ଟେନସନ୍ । ବିସ୍ଫୋରକ ରୂପ ନେଲାଣି ବାର ଆଡ଼ର ମାନସିକ ଚାପ । କୋଭିଡ୍ ପରେ ଉପରମୁହାଁ ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ରୋଗୀଙ୍କ ସଂଖ୍ୟାକୁ ନେଇ ବଢୁଛି ଉଦବେଗ
Published By: Manoranjan Behera
Last updated: 10 October 2023, 10:21 PM IST
ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ । ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ବିବାଦ । ଯୋଜନାରେ ଦୁଇ ହଜାର କୋଟି ଲୁଟର ଷଡ଼ଯନ୍ତ୍ର କହିଲା ବିଜେପି । ଯୋଜନା ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ।