ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି। ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ମହାମାରୀ କରୋନାର ଦାଉ କମିବା ପରେ ପ୍ରଥମ ବୋର୍ଡ ଏଗଜାମ୍। ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କମ୍ ନଥିଲା ଉତ୍କଣ୍ଠା।
Published: Chandan Shishu
Last updated: 28 April 2022, 11:47 PM IST
ଅନେକ ବାଧା ବିଘ୍ନ ସତ୍ତ୍ୱେ ତାଙ୍କ ପାଠ ପଢ଼ାରୁ ମନ ବିଚଳିତ ହୋଇନି । ସେ ନିଜ ନିଷ୍ଠା ଓ ଏକାଗ୍ରତା ପାଇଁ ଆଜି ସଫଳ ହୋଇଛନ୍ତି ।