ଏକଥା ସମସ୍ତଙ୍କୁ ଲୁଚାଇଥିଲେ କିନ୍ତୁ ଅତି ସମ୍ପର୍କୀୟଙ୍କୁ ଜଣାଥିଲେ।
ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର।
ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି
କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦିନକରେ ଦେଶରେ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଗୋଟିଏ ଦିନରେ ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।
ଏଇ ମାସ ଶେଷ ଆଡ଼କୁ ରୋମ୍ ଯିବେ ମୁଖ୍ୟମନ୍ତ୍ରୀ । ରୋମରେ ଜାତିସଂଘ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଯୋଗ ଦେବେ । ବଖାଣିବେ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସଫଳତାର କାହାଣୀ।
୫ଟି ବଲ୍ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା।
ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ
ଏବେ କ୍ୟାନସର ରୋଗକୁ ଚେକ୍ ଦେବାକୁ ଆସିଲା ଔଷଧ। ନ୍ୟୁୟର୍କରେ ଗତ କିଛି ଦିନ ଭିତରେ ଔଷଧ ଖାଇ ସୁସ୍ଥ ହେଲେଣି ଅନେକ ରୋଗୀ । ତେବେ କଣ ଏହି ଔଷଧ ? କେତେ ଏହାର ଦାମ୍ ? ଦେଖନ୍ତୁ ଏହି ଭିଡିଓ
ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ କରାଯାଇଥିଲା ଷଡ଼ଯନ୍ତ୍ର।
ପିଲାଙ୍କ ମାନସିକସ୍ଥିତିକୁ ଅଣଦେଖା କରିବା ବିପଦଜନକ ହୋଇପାରେ।
ଗୋଟିଏ ଇନିଂସରେ ଦ୍ୱିଶତକ କରିବାରେ ମିତାଲି ରାଜ୍ ପ୍ରଥମ ମହିଳା କ୍ରିକେଟର।
ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷୀୟ ବୃଦ୍ଧା । ୮ବର୍ଷ ଧରି ଅସହାୟ ବଲାଙ୍ଗିର ବାଲିପଟାର ଦୁଃଖଦେଇ । ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା, ଓଟିଭିରେ ଖବର ପରେ ଚେତିଲା ପ୍ରଶାସନ।
ପୁରୀ ଅବକାରୀ ଇନ୍ସପେରଙ୍କ ବଦଳିଲା ମତ। ମୁଁ ଜଣେ ମାନସିକ ରୋଗୀ ବୋଲି କହିଲେ ପୁରୀ ଅବକାରୀ ଇନ୍ସପେକ୍ଟର । ନିଶା ବେପାରୀଙ୍କଠୁ ପୁରୀ ପୋଲିସ ବଟି ନେଉଥିବା କହିଥିଲେ ସଂଜୟ।