• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Scorpio

ବିଛା

Monday 17 Oct 2022

ବିଶାଖା – ସ୍ୱାସ୍ଥ୍ୟ ଖରାପ ରହିବ । ନିଜ ଆପଣାର ଲୋକ ଶତ୍ରୁ ଆଚରଣ କରିବେ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ ।
ଅନୁରାଧା – ଚାକିରିିିରେ ପଦବୀ ଚାଲିଯିବାର ସମ୍ଭାବନା ରହିଛି । ରାଜନୀତିରେ ଅଶାନ୍ତି ଦେଖାଦେବ । ପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ ।
ଜ୍ୟେଷ୍ଠା  –  ମୂଲ୍ୟବାନ ଜିନିଷ ଚୋରି ହୋଇପାରେ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ସାବଧାନତା ଅବଲମ୍ବନ କରିବେ । 

ପ୍ରତିକାର – ମଥାରେ ଚନ୍ଦନ ଲଗାଇ ଦିନ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :