• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Virgo

କନ୍ୟା

Monday 17 Oct 2022

ଉ , ଫାଲଗୁନୀ – ମସ୍ତିଷ୍କରେ ଆଘାତ ଲାଗିପାରେ । ପିଲା ଦିନର ସାଥୀଙ୍କ ସହ ଭେଟ ହୋଇପାରେ । କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟ ଆରମ୍ଭ କରିବେ ।
ହସ୍ତା – ବ୍ୟବସାୟରେ ଆୟ ଖୁବ୍ ଭଲ ରହିବ । ରାଜନୈତିକ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀ ପଢାରେ ଠିକ୍ ମାର୍ଗ ଧରିବେ । 
ଚିତ୍ରା – ମିଥ୍ୟା କେସ୍‌ରେ ଫସି ଯାଇ ପାରନ୍ତି । ମହିଳାମାନେ ଅନ୍ୟକୁ ସମର୍ଥନ ଦେବେ 

ପ୍ରତିକାର -  ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :