• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Leo

ସିଂହ

Monday 17 Oct 2022

ମଘା – ହୃଦ୍‌ବ୍ୟଥା ଦେଖାଦେବ। ପରିବାର ଭିତରେ ଅଶାନ୍ତି ଦେଖାଦେବ । ଚାକିରିରେ କ୍ରୋଧର ବଶବର୍ତ୍ତୀ ହୁଅନ୍ତୁ ନାହିଁ
ପୂ , ଫାଲଗୁନୀ -  ବ୍ୟବସାୟରେ ଲାଭ, କ୍ଷତି ଲାଗି ରହିବ ।  ଛାତ୍ରଛାତ୍ରୀଙ୍କର ପଢାରେ ମନ ଦୁର୍ବଳ ରହିବ । ରାଜନୀତିରେ ସହନଶୀଳତା ଦେଖାଇବେ ।
ଉ ,ଫାଲଗୁନୀ – ବିବାଦ ଭିତରକୁ ଆପେ ଟାଣି ହୋଇ ଯିବେ ।  ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ । 

ପ୍ରତିକାର –ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :