• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Capricorn

ମକର

Monday 17 Oct 2022

ଉ , ଷାଢା -  ସୁସ୍ଥତା ସତ୍ତ୍ୱେ ସାନସିକ ଦ୍ୱନ୍ଦ୍ୱ ବଢିବ । ପିଲା ଦିନର ବନ୍ଧୁଙ୍କ ସହ ସିନେମା ଦେଖିଯିବେ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହୋଇପାରେ ।
ଶ୍ରବଣା – ରାଜନୀତିରେ ସମ୍ମାନ ହାନୀ ଯୋଗ ରହିଛି । କର୍ମକ୍ଷେତ୍ରରେ କାମର ଭାର ହାଲକା ରହିବ । ବିଦ୍ୟାର୍ଥୀଙ୍କୁ ସବୁ କ୍ଷେତ୍ରରୁ ମୁକ୍ତି ମିଳିବ । 
ଧନିଷ୍ଠା – ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :