• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Pisces

ମୀନ

Monday 17 Oct 2022

ପୂ , ଭାଦ୍ରପଦ - ଶାରୀରିକ କଷ୍ଟ ଦୂର ହେବ । ବନ୍ଧୁ ମିଳନର ଯୋଗ ରହିବ । କର୍ମକ୍ଷେତ୍ରରେ ଅନର୍ଥ ସୃଷ୍ଟି ହେବ ।
ଉ , ଭଦ୍ରପଦ - ରାଜନୀତିରେ ନିଷ୍କ୍ରିୟ ରହିବାର ସୂଚନା ମିଳିବ । ବ୍ୟବସାୟରେ ଲାଭ –କ୍ଷତି ସମାନ ରହିବ । ପିଲାମାନଙ୍କର ପଢାରେ ଉତ୍ସାହ ବଢିବ ।
ରେବତୀ – କୋର୍ଟରେ ମାମଲା ପାଇଁ ଶତ୍ରୁ ବୃଦ୍ଧି ହୋଇପାରନ୍ତି ।

ପ୍ରତିକାର- ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :