• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Cancer

କର୍କଟ

Monday 17 Oct 2022

ପୁନର୍ବସୁ -  ସାମୟିକ ଦେହ ପୀଡ଼ା ଭୋଗିବେ । ଭାଇ-ଭଉଣୀଙ୍କ ଭିତରେ ସମ୍ପର୍କ ନିବିଡ଼ ରହିବ । ଚାକିରି କ୍ଷେତ୍ରରେ ସମତା ରକ୍ଷା କରିବେ ।
ପୁଷ୍ୟା –  ରାଜନୀତିରେ ସମ୍ପୂର୍ଣ୍ଣ ବିଫଳ ଯୋଗ ରହିଛି । ବ୍ୟବସାୟ ମଧ୍ୟମ ଧରଣର ରହିବ । ଛାତ୍ରଛାତ୍ରୀଙ୍କ ଆଶା ସଫଳ ହେବ । 
ଅଶ୍ଳେଷା -  କୋର୍ଟ ମାମଲାକୁ ନେଇ ଶତ୍ରୁ ଭୟ ରହିବ । ମହିଳାମାନେ ପରୋପକାରି ହେବେ ।

ପ୍ରତିକାର – କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :