• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Gemini

ମିଥୁନ

Monday 17 Oct 2022

ମୃଗଶିରା  - ଶାରୀରିକ ପିଡ଼ାରୁ ମୁକ୍ତି ମିଳିବ । ପାରିବାରିକ ଜୀବନରେ ସନ୍ତାନ ଲାଭ ରହିଛି । କର୍ମକ୍ଷେତ୍ରରେ ବିଫଳତା ଦେଖାଦେବ । 
ଆଦ୍ରା -  ବ୍ୟବସାୟରେ କ୍ଷତିରେ ପଡ଼ି ମଧ୍ୟ ଆଗକୁ ବଢିବେ । ପଢାରେ ଆଗେଇ ଚାଲିବେ ଓ ଶାନ୍ତ ରହିବେ । 
ପୁନର୍ବସୁ -  ଅନିଚ୍ଛା ସତ୍ତ୍ୱେ ନିଜ ଜମିକୁ ବିକ୍ରୟ କରିବେ । 

ପ୍ରତିକାର –ପ୍ରଭୂ ଗଣେଶଙ୍କୁ ଦୂବ ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :