Daily Horoscope 3rd May 2025: ଏହି ୪ ରାଶି ପାଇଁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ...
/odishatv-khabar/media/media_files/uploadimage/library/16_9/16_9_0/IMAGE_1741745519-638240.jpg)
ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୬.୩୭ ଗତେ କର୍କଟ । ତିଥି- ୬ଷ୍ଠୀ ପ୍ରାତଃ ୦୭.୫୨ ଗତେ ୭ମୀ । ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୬.୩୭ ପର୍ଯ୍ୟନ୍ତ । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ- ୨ ପାଦ-କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୩୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
