• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Sagittarius

ଧନୁ

Monday 17 Oct 2022

ମୂଳା –  ମାନସିକ ଅସୁସ୍ଥତାରୁ ମୁକ୍ତି ପାଇବେ । ପରିବାରକୁ ନୂଆ ସଦସ୍ୟର ଆଗମନ ହେବ । ବ୍ୟବସାୟରେ ଲାଭ ମିଳିପାରେ।
ପୂ , ଷାଢା – ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଆଶା ଧରି ଆଗେଇବେ।
ଉ , ଷାଢା – କୋର୍ଟ କଚେରୀ ମାମଲାରେ ସୁଫଳ ମିଳିବ । ମହିଳାମାନେ ସୁଖମୟ ଜୀବନ-ଯାପନ କରିବେ ।

ପ୍ରତିକାର – ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :