• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Aries

ମେଷ

Monday 17 Oct 2022

ଅଶ୍ୱନୀ – ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମାନସିକ ଅସ୍ଥିରତା ଲାଗି ରହିବ। ବ୍ୟବସାୟରେ ବହୁ ଖଟଣି ହୋଇପାରେ 
ଦ୍ୱିଜା – ରାଜନୈତିକ ସହଯୋଗ ପ୍ରାପ୍ତି ହେବ। ଚାକିରିରେ ଅସ୍ଥିରତା ଦେଖାଦେବ। ପଢାପଢିରେ ମଧ୍ୟମ ଧରଣର ଫଳ ମିଳିବ।
କୃତିକା – କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ । ମହିଳା ମାନେ ଦେବ ବର୍ଶନ କରିବେ ।

ପ୍ରତିକାର -  ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ   

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :