• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Libra

ତୁଳା

Monday 17 Oct 2022

ଚିତ୍ରା – ଶାରୀରିକ ଓ ମାନସିକରେ ଉନ୍ନତି ପରିଲକ୍ଷିତ ହେବ । କର୍ମକ୍ଷେତ୍ରରେ ସମସ୍ତଙ୍କର ସାହାଯ୍ୟ ପାଇବେ ଓ ନିଜ କାମ ପାଇଁ ପ୍ରଂଶସିତ ହେବେ। ନୂତନ ବନ୍ଧୁତ୍ୱ ସ୍ଥାପନ କରିବେ 
ସ୍ୱାତୀ – କୋର୍ଟର ରାୟ ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ ।
ବିଶାଖା – ରାଜନୀତିରେ ଲୋକ ପ୍ରିୟତା ବଢିବ । ଶିକ୍ଷାର୍ଥୀ ଉଚ୍ଚ ଆଶା ରଖି ବିଦେଶକୁ ଯିବେ । ବ୍ୟବସାୟରେ ଆଗକୁ ବଢିବାର ଆଶା ଦେଖାଦେବ ।

ପ୍ରତିକାର – ଶୁକ୍ରଙ୍କ ମନ୍ତ୍ର ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ଜପ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :