• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Oct 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଅସୁବିଧା ହୋଇପାରେ...

ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।

Taurus

ବୃଷ

Monday 17 Oct 2022

କୃତିକା  - ଦେହ ଭଲ ରହିବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ବହୁ ବାଧାବିଘ୍ନ ସହି ସଫଳତା ହାସଲ କରିବେ ।
ରୋହିଣୀ – ରାଜନୀତିରେ ଶତ୍ରୁ ବୃଦ୍ଧି ପାଇବେ ।  ଆୟ, ବ୍ୟୟ ସମାନ ରହିପାରେ । ପଢାପଢିରେ ଉଚ୍ଚ ଫଳ ମିଳିବ ।
ମୃଗଶିରା – ଜମିରେ କ୍ଷତି ହୋଇପାରେ । ମହିଳାମାନଙ୍କର ଚାକିରିରେ ବଦଳି ହୋଇପାରେ 

ପ୍ରତିକାର – ମା ଲକ୍ଷ୍ମୀଙ୍କୁ କିସ୍‌ମିସ୍ ଅର୍ପଣ କରନ୍ତୁ   

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :