ଏପ୍ରିଲ ୧୮, ୧୯୯୭। ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି।
ଭାସିଗଲା ସଂସାର, ଭେଳା ବୁଡ଼ିଗଲା ପରିବାରର। ପରିବାରକୁ ଦାନା ଯୋଗାଉଥିବା ରୋଜଗାରିଆ ମଣିଷର ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ। ଏ ହେଲା ସୁନ୍ଦରପଦା କପିଳପ୍ରସାଦର ଦେବେନ୍ଦ୍ର ଚୌଧୁରୀଙ୍କ ପତ୍ନୀ ଓ ପରିବାର। ଗତ ରାତିଠୁ ଆଖିକୁ ନିଦ ନାହିଁ, ପେଟକୁ ଭୋକ ନାହିଁ। ସେମାନଙ୍କ ଅଭିଯୋଗ, ଦେବେନ୍ଦ୍ରଙ୍କୁ ପୋଲିସ ପିଟି ପିଟି ମାରିଦେଇଛି।
ବାଣୀବିହାରରୁ ରାଜମହଲ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଯୁଆଡ଼େ ଚାହିଁବ, ଖାଲି ଡ୍ରାଇଭର ଆଉ ଡ୍ରାଇଭର। ଆଜି ଦ୍ବିତୀୟ ଥର ପାଇଁ ୧୦ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଧାରଣା ଡାକରା ଦେଇଥିଲା ମହାସଂଘ।
ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...
ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...
ଗାଁ ନଈ ତୁଠରେ ନଥିଲା ପାହାଚ। ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି। ଶେଷରେ ନିଜ ପେନ୍ସନ୍ ଟଙ୍କାରେ ଗାଁ ନଈ ତୁଠରେ ପାହାଚ ତିଆରି କରି ଦେଲେ ରାମଚନ୍ଦ୍ର। ସାରା ଅଂଚଳରେ କରାଯାଉଛି ଭୂରି ଭୂରି ପ୍ରଶଂସା...
ଓଟିଭିକୁ ପୂରିଲା ୨୫ ବର୍ଷ : କେବୁଲରୁ ସାଟେଲାଇଟ୍, ସାଟେଲାଇଟରୁ ଡିଜିଟାଲ- ଏକ ଦୀର୍ଘ ପଥ, ସବୁଠି ବଢିଛି ଆଦୃତି, ସବୁଠି ଛାଡ଼ିଛି ସ୍ୱର୍ଣ୍ଣିମ ସ୍ୱାକ୍ଷର ।
ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ପାଓ୍ୱାର କରିଡରରେ ବଡ଼ ଚର୍ଚ୍ଚା। ପୁରୁଣାରୁ ୫୦ ପ୍ରତିଶତଙ୍କୁ ବଦଳାଇ ନୂଆ ଟିମ୍ ଗଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। କିଏ ହେବେ ଆଉଟ୍, କାହାର ହେବ ଇନ୍।
ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର
ଦିନେ ଥିଲେ ବିଜୁବାବୁଙ୍କର ଅତି ନିଜର। ଅନେକ ସମୟରେ ବିଜୁବାବୁ ତାଙ୍କର ପରାମର୍ଶ ନେଉଥିଲେ । ବିଜୁବାବୁଙ୍କର ଅନେକ କଥା ତାଙ୍କୁ ଜଣାଥିଲା । 1990 ମସିହାରେ ମନ୍ତ୍ରିମଣ୍ଡଳର ତାଲିକା ତିଆରି ହୋଇଥିଲା ତାଙ୍କରି ଘରେ ।
ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।
ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...
ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ। ଗଛକୁ ହାଣିଲା ବେଳକୁ ଜୋରସୋରରେ ବାହାରୁଛି ପିଇବା ପାଣି...ସ୍ୱାଦ ପୂରା ମିଠା ମିଠା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...
ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି।
ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି।
ତେଲୁଗୁ ଫିଲ୍ମରେ ଓଡ଼ିଆ ପୁଅର ଜବରଦସ୍ତ ଆକ୍ଟିଂ। ଡାଇଲଗ୍ ସାଙ୍ଗକୁ ଲଭ୍ ରୋମାନ୍ସ। ଆକ୍ସନ ସାଙ୍ଗକୁ ଅଭିନୟ...ସବୁଥିଲେ ଜଲୱା ଦେଖାଇଛନ୍ତି ଦିନେଶ...
ଫିଲ୍ମ ପୁଷ୍ପା, ଗୀତ ସାମି ସାମି...ଓଃ କି ଡ୍ୟାନ୍ସ। ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍ ମେହେଟ୍ଟା...
ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...
ଇଏ କୋଉ ମହାଭାରତଠୁ କମ୍ କି? ଦେଖୁନାହାନ୍ତି କି ମାଡ଼ କିରେ ନାରଣ !! ପୂରା କୁଆ ଛୁଆ ଉଡ଼ିଲା। ଚୁଟି ଝିଙ୍କାଝିଙ୍କି, ଶାଢୀ ଟଣାଟଣି...
ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।
ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ
ଚିନ୍ତା ବଢ଼ାଇଛି ମଲ୍ ନିଆଁ । କିଛି ଦିନ ତଳେ କଟକ ପରେ ଗତକାଲି ଭୁବନେଶ୍ୱର କେଶରୀ ମଲ୍ରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ
ବହୁ ବିବାଦ ଓ ବିରୋଧ, ଏପରିକି ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ବେଧଡ଼କ୍ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ, ସବୁଠି ଉଦ୍ବେଗ ପ୍ରକାଶ ପାଇବାପରେ ବି ନିର୍ମାଣ କାମ କିନ୍ତୁ ବନ୍ଦ ହେଉନି ।
ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ଏଥିରେ ସୁଧାର ଆଣିବା ଲାଗି ଖରା ଛୁଟିକୁ କମାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।