ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କ୍ରେ ED ଜାଲରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ହନିଟ୍ରାପ୍ କୁଇନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଂଜାକ୍ସନ ଅଭିଯୋଗରେ ହରଡ଼ ଘଣାରେ ବିଜେଡି ବିଧାୟକଙ୍କ ଭାଇ ।
ନଭେମ୍ବର ୨୩, ୨୦୨୦ରେ ଏମିତି ଏକ ଚିଠି ଲେଖି ବଞ୍ଚିବାକୁ ଗୁହାରୀ କରିଥିଲେ ଶ୍ରଦ୍ଧା ଓ୍ୱାକର୍..
ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..
କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଚାଲିଛି ସଂଘର୍ଷ.. ହେଲେ ଏମିତି କେତେ ଦିନ ଚାଲିବ ! ସଂଘର୍ଷ ଭିତରେ ହଜିଯିବନି ତ ପଥର କଳା ?
୧୦ ବର୍ଷ ତଳେ ୧୦ ମହିଳା ଏକାଠି ହୋଇ ଦେଖିଥିଲେ ସ୍ୱପ୍ନ.. ମାତ୍ର ୧୦୦, ୧୦୦ ଟଙ୍କା ସଞ୍ଚୟ କରି ଆରମ୍ଭ କଲେ ବ୍ୟବସାୟ.. ଆଜି ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୩୫ ଲକ୍ଷ..
ଓଡ଼ିଶାରେ ଫଳୁଛି ଦୁଇ ପ୍ରକାରର ଥାଇଲାଣ୍ଡ ବରକୋଳି.. ଆଉ ଏଥିପାଇଁ ଅଭିମନ୍ୟୁ ପ୍ରଧାନଙ୍କୁ ବାଟ ଦେଖାଇଛି ୟୁଟ୍ୟୁବ୍.. ଆଉ ମାସେ ଭିତରେ ପାଚିଲା ପରେ ଖାଇବା ଯୋଗ୍ୟ ହୋଇଯିବ.. ସେତେବେଳେ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ଅଭିମନ୍ୟୁ..
ଆଲୋ ଆଲୋ..ମଂଚ ଉପରେ କଣ ଏମିତି ଢଗ ବୋଲିଲେଣି ଭାଲୁ ଭାଇ...
ଆଶ୍ଚର୍ଯ୍ୟ ଓ ବିଚିତ୍ର ସ୍ଥିତି !! ନୂଆପଡା ଜିଲ୍ଲାରୁ ପାଣି ଆସିଲେ ବରଗଡ଼ ଜିଲ୍ଲା ପଦ୍ମପୁରର ଚାଷୀଙ୍କ ମୁହଁରେ ହସ ଫୁଟିବ। ନହେଲେ ବର୍ଷକର ଫସଲ ନଷ୍ଟ। ଦେଖନ୍ତୁ ବାସ୍ତବ ସ୍ଥିତି।
ମେଡିକାଲ ହେଉଛି ସବୁଠୁ ସୁରକ୍ଷିତ ଓ ସଫାସୁତରା ଜାଗା। ICU ଆହୁରି ନିଷିଦ୍ଧ ଜାଗା। ଏଠି ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଏନି। କିନ୍ତୁ ଏଇ ମେଡିକାଲର ICU ଭିତରକୁ ଏକ ବୁଲା ଷଣ୍ଢ ପଶି ଆସିଲା।
ପୂର୍ବରୁ କୁହାଯାଇଛି, ପ୍ରେମ ହେଉଛି ଅନ୍ଧ। ଏହା ପ୍ରେମିକ କିମ୍ବା ପ୍ରେମିକର ଷ୍ଟାଟସ୍ ଦେଖେନାହିଁ। ଯେମିତି ଏହି ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ତାଙ୍କ ପ୍ରେମିକ ଦିବ୍ୟାଙ୍ଗ ହୋଇଯିବା ପରେବି, ପରିବାର କଥା ନଶୁଣି, ସେ ପ୍ରେମିକଙ୍କ ହାତ ଧରିଛନ୍ତି।
କେତେବେଳେ ଭାଗ୍ୟ କାହା ସହ କି ଖେଳ ଖେଳେ ତାହା କେହି ଜାଣେନି। ଯେମିତି ଏହି ତିନି ଉଭଣୀ। ସବୁକିଛି ଠିକ୍ ଥିଲା, ହଠାତ୍ ମାଟ୍ରିକ୍ ପରୀକ୍ଷା ପରେ ଦିବ୍ୟାଙ୍ଗ ହୋଇଗଲେ। ଏବେ ମାଆଙ୍କ ପିଠିରେ ଏମାନେ ଯିବାଆସିବା କରୁଛନ୍ତି
ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଅମୀୟ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ । କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା
ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଉଛି ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ର ଯୋରନ୍ଦା ଆଶ୍ରମରେ ଧରାଶାୟୀ ହୋଇଛି କୌପିନଧାରୀ ମହିମା ସନ୍ୟାସୀଙ୍କ ତପସ୍ୟାର ସ୍ଥଳୀ
ରେଳ ମନ୍ତ୍ରଣାଳୟ ପାଇଁ ନୂଆ ଶିକ୍ଷା କୋରେଇ ଟ୍ରାଜେଡି: ଆଶ୍ଚର୍ଯ୍ୟ କରିଛି ଡବା ଉପରେ ଡବା ଚଢ଼ି ଫୁଟ୍ ଓଭରବ୍ରିଜକୁ ମାଡ଼ିଯିବା
ରଖେ ହରି ତ ମାରେ କିଏ ! କୋରେଇ ଟ୍ରେନ୍ ଟ୍ରାଜେଡିରେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିବା ତିନି ମାସର ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା., ଏଣେ ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ।
ସବୁ ଥର ଡିସେମ୍ବରରେ ଖୋଲେ, ଏଥର କାହିଁକି ନଭେମ୍ବରରୁ ଖୋଲିଲା ମଣ୍ଡି?
ମୂଳା ବଟାକୁ ହଳଦୀ ଗୋଳା...ପୁଣି ଭଜା ଚିଙ୍ଗୁଡି...ଓଃ ପାଟିରୁ ନାଳ ଆସିଲାଣି, ଆଉ ଡେରି କରିବାନି...ଏଇନୁ ଆରମ୍ଭ କରିଦେବା ରୋଷେଇ
ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ
କୁନି ଝିଅ ବୁଝୁଛି ମାଆର କଷ୍ଟ। ଯେଉଁ ବୟସରେ ସେ ବୁଲିବା କଥା ସେହି ବୟସରେ ଯାତରା ଭିତରେ ବସି ବିକ୍ରି କରୁଛି ବେଲଣା ପିଢା। ପଚାରିଲେ କହୁଛି, ମାଆ ଏକା ଏକା କେତେ ବିକ୍ରି କରିବ? ସାବାସ୍ କୁନିଝିଅ
ପ୍ରେମ ପରେ ବି ଅନ୍ୟତ୍ର ବିବାହ କରୁଥିଲେ ପ୍ରେମିକ। ଖବର ପାଇବା ପରେ ଥାନାରେ ପହଞ୍ଚିଲେ ପ୍ରେମିକା...ପୋଲିସ୍କୁ ଡାକିଲେ, ପ୍ରେମିକକୁ ବିବାହ କଲେ...
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଝିଅକୁ ସମୟ ଦେବା ପାଇଁ ଚାକିରି ଛାଡିଦେଲେ ବାପା...ସମସ୍ତେ କହିଲେ ନିଷ୍ପତ୍ତି ଭୁଲ୍, ହେଲେ ବାପା କହିଲେ...
ଟ୍ରେନ ଦୁର୍ଘଟଣା ପରେ ୧୯ ଟ୍ରେନ୍ ବାତିଲ। ଦେଖନ୍ତୁ ଏଇ ଲିଷ୍ଟ୍
କୋରେଇ ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାରରେ ଟ୍ରେନ୍କୁ ଅପେକ୍ଷା କରିଥିଲେ ମାଆ ପାର୍ବତୀ ଓ ଝିଅ କଣ୍ଢେଇ । ପାଖରେ ଥିଲା ଅଢେଇ ମାସର ନାତି । ଟିକେଟ୍ କାଟି ତିନି ଜଣଙ୍କୁ ୱେଟିଂ ହଲରେ ବସାଇ ଚା ପିଇବାକୁ ଯାଇଥିଲେ ବଳରାମ । ଆଉ ୨୦-୨୫ ମିନିଟ୍ ଡିଏମୟୁରେ କଟକ ଯାଇଥାନ୍ତେ ସମସ୍ତେ । ପେଟରେ ଟ୍ୟୁମର ଥିବାରୁ କଣ୍ଢେଇଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା । ହେଲେ କିଏ ଜାଣିଥିଲା କୋରେଇ ଷ୍ଟେସନ ହିଁ ପାଲଟିବ କଣ୍ଢେଇଙ୍କ ଶେଷ ଷ୍ଟେସନ
ଥମୁନି ପଦ୍ମପୁର ଭୋଟ୍ ରାଜନୀତି। ଫସଲ ବୀମା, ଇନପୁଟ୍ ସବସିଡି, ଜିଲ୍ଲା ଗଠନ ପରେ ଏବେ ରେଳ ପ୍ରକଳ୍ପ। ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ପଦ୍ମପୁର ଦେଇ ଯିବାକୁ ଥିବାରୁ ଏବେ ପଲିଟିକ୍ସ ଫୋକସରେ ଏହି ପ୍ରକଳ୍ପ। ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଏହାକୁ ଅସ୍ତ୍ର କରିଛନ୍ତି ଉଭୟ ଦଳ। ୪ ବର୍ଷ ଧରି ଚୁପ୍ ବସିଥିବା ବଳେ ହଠାତ୍ ପ୍ରକଳ୍ପ ପ୍ରସଙ୍ଗକୁ ତାଜା କରିଛନ୍ତି ବିଜେପି-ବିଜେଡି। ଏମିତିକି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଦୋଷ ଲଦାଲଦି।
ଅଶୁଭ ସୋମବାର। ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ...ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ