ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ ଲୋକେ
ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦିନେ ଚଲାଉଥିଲେ ଟ୍ରକ, ଆଜି ହଲିଉଡର ସବୁଠୁ ବଡ଼ ନିର୍ଦ୍ଦେଶକ। ମହାସାଗର ହେଉ ମହାକାଶ ସବୁଠି ତାଙ୍କରି ଛାପ।
ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ
ଆଲୋ ଆଲୋ ଇଏ ନିଦ କି ବୋଲ ମାନୁଛି? ସାଧବ ପୁଅକୁ ବନ୍ଦାଇ ବନ୍ଦାଇ ଥକି ପଡିଥିଲେ ବୋଧହୁଏ...ଦେଖୁନୁରେ ନାରଣ କେମିତି ଥାଳି ଧରି ଶୋଇ ପଡିଲେ
ତରତର ହୋଇ ପାର ହେଉଥିଲେ ରେଳ ଲାଇନ୍। ବାସ୍ ଏତିକି ବେଳେ ଚଢିଗଲା ଟ୍ରେନ୍। ଦେଖନ୍ତୁ ତା’ପରେ ହେଲା କ’ଣ?
ବାପା ବିକୁଥିଲେ ବରା, କାକରା ଆଉ ସିଙ୍ଗଡା। ଏବେ ଝିଅ ହେବ ଜଜ୍…ସଫଳତା ଜାଣିବା ପରେ ଖୁସିରେ କାନ୍ଦି ପକାଇଲେ ବାପା
ଦେବାଳିଆ ହୋଇଛନ୍ତି FTX ପ୍ରତିଷ୍ଠାତା ସାମ୍ ବ୍ୟାଙ୍କନ୍ ଫ୍ରାଏଡ୍ । ଯାହାଙ୍କୁ ନେଇ ଏବେ ବିଶ୍ୱବ୍ୟାପୀ ପ୍ରବଳ ଚର୍ଚ୍ଚା ।
ଭୟରେ ବି, ଖୁସିରେ ବି । ଏ ମଜା ଥରେ ଯିଏ ପାଇଛି, ସେ ଦୋଳି ପ୍ରେମରେ ପଡ଼ିଛି ।
କୁନି ପୁଅର ଟଙ୍କା ଯୋଗାଡରେ ସହାୟତା କରୁଛି ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ।
ରୁଦ୍ଧଦ୍ୱାରରେ EDର ୨ ଅଫିସରଙ୍କ ଦ୍ୱାରା ଚାଲିଲା ଜେରା।
ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଦୁଇ ଝିଅଙ୍କ ନାଁ ସାମ୍ନାକୁୁ ଆସିଛି ।
ବାଲିଯାତ୍ରାରେ ଏସନ ଭଳିକି ଭଳି ପିଠା। ୬୫ ପ୍ରକାର ସୁଆଦିଆ ପିଠା ଖାଇ ଦର୍ଶକ ବି ବେଶ୍ ଖୁସ୍…ଆଉ ଆକାଶ ମାର୍ଗରୁ ବାଲିଯାତ୍ରାର ଦୃଶ୍ୟ ଯିଏ ଥରେ ଦେଖିଛି ସିଏ ଜାଣିଛି…କେମିତି ଚାଲିଛି ବାଲିଯାତ୍ରା?
ମଡେଲିଂ ପାଇଁ ମୋହ ନାହିଁ…ବିଶ୍ୱର ସୁନ୍ଦରୀ ପୋଲିସ ଅଫିସରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା…ଏତେ ଟଙ୍କା ପାଇଁ ଅଫର ଆସୁଥିଲେ ବି ଚାକିରି ଛାଡି ମଡେଲିଂ କରିବାକୁ ରାଜି ହେଉନାହାନ୍ତି ଏଇ ଅଫିସର
ସ୍ୱପ୍ନ ହୋଇଗଲା ଚୁରମାର। ସୈନିକ ପାଇଁ ଦୌଡୁ ଥିଲେ…ରାସ୍ତା ପଡିଯିବା ପରେ ଚାଲିଗଲା ଜୀବନ…ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ଭୋ ଭୋ କାନ୍ଦୁଛନ୍ତି ବାପା-ମାଆ…
ଭାଇ ତୁମେ କଂଟ୍ରୋଲରେ ନାହଁ। ୟାଙ୍କର ଏକ ଜିଦ୍ ବବି ଭାଇ ଆମର ଦରକାର। ବବି ଭାଇ ଏବେ ଓସିଏ ସଭାପତି। ଏଇନେ ଚାହିଁବେ ମାନେ ପଡିଆ ପୂରା ନୂଆ ହେବ। ହେଇଲୋ...ଇଏ କଣ ନେତା ଖଟୁନାହାନ୍ତି ବୋଲି କହିଲେ, ପଏଣ୍ଟ ଟୁ ବି ନୋଟେଡ୍
ଶୀତ ଦିନରେ ମାର୍କେଟ୍ରେ ବୁଲୁଛି ଶହଶହ ନକଲି ଅଣ୍ଡା। ଟିକିଏ ଅସାବଧାନ ହେଲେ ଆପଣ ବି ଘରକୁ ନେଇପାରନ୍ତି ନକଲି ଅଣ୍ଡା। ଜାଣନ୍ତୁ କେମିତି ଚିହ୍ନିବେ ନକଲି ଅଣ୍ଡା?
ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ।
କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି
ଚିରଞ୍ଜିତ ଖିଲାର, ଘର ସୋର ଥାନା ଅନ୍ତର୍ଗତ ମୂଳିସିଂ ଗାଁ । ରହୁଥିଲେ ଗୁଜରାଟର ସୁରତ ସହରରେ । ପତ୍ନୀ ଆଗରେ ନିଜକୁ ଦର୍ଶାଇଥିଲେ ଇଞ୍ଜିନିୟର ବୋଲି । ସୁରତରେ କିନ୍ତୁ ରାତି ହେଲେ ନିଜକୁ ସଜାଉଥିଲେ ଦେହଜୀବୀ ଆଉ ପୁରୁଷଙ୍କ ବନୁଥିଲେ ଶଯ୍ୟା ସଙ୍ଗିନୀ, ଦେଖନ୍ତୁ ରିପୋର୍ଟ...
ରାଷ୍ଟ୍ରମୁଖ୍ୟଙ୍କୁ ତାଚ୍ଛଲ୍ୟ। ମହାମହିମଙ୍କୁ ଅପମାନ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଗତକାଲି ଅପରାହ୍ନରେ ଏକ ଜନସଭାରେ ଅଖିଳ କହିଥିଲେ-ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ? ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ତାଙ୍କର ଏ ପ୍ରଶ୍ନକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ
ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା । ବିଜେଡିରେ ଏଯାଏଁ କିନ୍ତୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି
ବାପା ଚାଲିଯାଇଥିଲେ ଗଲା ଦୀପାବଳି ପରେ ପରେ ମାଆ ପରି କରି ଆରପାରିକୁ ଚାଲିଗଲା । ଏବେ ଘରର ମୁରବୀ ସାଜିଛି କୁନି ଝିଅ ରୁବିନି । ଏଡିକି ବକୁଟେ ଝିଅ ମୁଣ୍ଡରେ ଏବେ ତିନି ଭାଇ ଭଉଣୀଙ୍କ ବୋଝ ।
ମାସେ ନୁହେଁ କି’ ଦୁଇମାସ ନୁହେଁ ବର୍ଷେ ପାଖାପାଖି ହେବ ନଳକୂଅରୁ ବାହାରୁଛି ଲୁଣିପାଣି l ଆଉ ପିଇବା ଉପଯୋଗୀ ପାଣି ମିଳୁନଥିବାରୁ ବହୁ ହଇରାଣ ହେଉଛନ୍ତି ଗ୍ରାମବାସୀ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବଳ ସାହି ଗାଁ ଲୋକେ ପାଣି ଟୋପେ ପାଇଁ ହେଉଛନ୍ତି ଡହଳ ବିକଳ ।
ଏ ସମ୍ପର୍କ ଯୁଗ ଯୁଗର। ଏ ବନ୍ଧୁତ୍ୱ ଜନ୍ମ ଜନ୍ମର। ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି।
ଅଳିଆ ପାଇଁ ତ ଆମ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ତଳକୁ ଖସିଗଲାଣି । ଅବଶ୍ୟ ଆମ ନୂଆ ମେୟର ଆଉ କମିଶନର ଯୋଉ ରେଟରେ ଅଳିଆ ସଫାରେ ଲାଗିଛନ୍ତି, ଆଉ କିଛି ସଫା ହେଉ କି ନ ହେଉ, ଅଳିଆ ହଟିବା ଥୟ ।