Advertisment

ପଦ୍ମପୁର ଉପନିର୍ବାଚନ; ଚାଷୀଙ୍କ ହାତରେ ନେତାଙ୍କ ଭାଗ୍ୟ ଡୋରୀ

ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍‌ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ । ସେହିଭଳି ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି

BJD BJP padmapur-bypoll
Advertisment
Advertisment