• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

News Fuse
ନିବାରଣ ରାଲିଲେ ନାଲିପାଣି ବୋତଲ !!

ଆଲୋ ଆଲୋ...ନିବାରଣ ରାଲିରେ ମଉସାଙ୍କ ମଦ ଦେଲା କିଏ? ଏଇଟା ଦେଶୀ ନା ବିଦେଶୀ? ଏମିତି ପ୍ରତିବାଦୀ ରହିଲେ ପୂରା ଶହେ ଶହେରେ ଖେଳ

  • Saturday, 19 November 2022
VIRAL VEDIO
ପେଟେ ମଦ ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ...

ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି...ସାର୍‌ଙ୍କର ଭିଡିଓ ହେଉଛି ଭାଇରାଲ

  • Saturday, 19 November 2022
Pet Dogs
କେତେ ଯୁକ୍ତିଯୁକ୍ତ ବିଏମ୍ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ?

ପୋଷା କୁକୁର କାମୁଡ଼ାକୁ ନେଇ ମହାଭାରତ ପରେ ପେଟ ଆନିମାଲ ଗାଇଡଲାଇନ୍ସ ଆଣିବାକୁ ଯାଉଛି ବିଏମସି । ତେବେ ପ୍ରସ୍ତାବିତ ଗାଇଡଲାଇନ୍ସକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଛି ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି ..

  • Friday, 18 November 2022
private rocket
ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ । ସଫଳତାର ସହ ମହାକାଶ ଯାତ୍ରା କରିଛି ଘରୋଇ କଂପାନୀ ସ୍କାଏ ରୁଟ୍ । ଏରୋସ୍ପେଶ୍ର ବିକ୍ରମ-ଏସ୍ ରକେଟ୍ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାଓ୍ୱନ ଲଞ୍ଚ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି...

  • Friday, 18 November 2022
Padmapur Bypoll
ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ

ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ । କାରଣ ଏଠିକାର ଅଧିକାଂଶ ଭୋଟର ହେଉଛନ୍ତି ଚାଷୀ,ସେମାନଙ୍କୁ ମନାଇ ଭୋଟ ହାସଲ ଲାଗି ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ମାତ୍ର ଚାଷୀ ବି ମୌକା ହାତଛଡା କରିବାକୁ ଚାହୁଁ ନାହାନ୍ତି...

  • Friday, 18 November 2022
Ragging video
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍ । ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ, ବିବାଦ ପରେ ପଦରୁ ବିଦା କଲା ବିଜୁ ଛାତ୍ର ଜନତା ଦଳ..

  • Friday, 18 November 2022
Prabhat Tripathy
ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ

ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଅଭିଯୋଗ କରିଛନ୍ତି, ‘ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି’

  • Friday, 18 November 2022
Redhakhol
ଏଇ ଗନ୍ଧିଆ ଛତୁଆ ପିଲାଙ୍କୁ ଦେଉଛ, ତୁମେ ବି ନିଜେ ଖାଅ

ଏଇ ଛତୁଆ ଫିମ୍ପି ମାରିଗଲାଣି, ବାଦାମ ଲଡୁରୁ ଗନ୍ଧ ବାହାରୁଛି। ୟାକୁ ପିଲାମାନେ ଖାଇବେ କେମିତି? ସେମାନଙ୍କ କଥା ଛାଡ ନିଜେ ଆଗେ ଖାଅ...ସଭା ମଝିରେ ବଡବାବୁଙ୍କୁ ଏମିତି ଛତୁଆ ଖୁଆଇଲେ ସମିତିସଭ୍ୟ

  • Friday, 18 November 2022
Asika
ଦାଦନ ଯାଇଥିଲେ, ଟ୍ରେନ୍‌ରେ କଟିଗଲେ

ପିଲାଙ୍କୁ ଭଲରେ ରଖିବେ ବୋଲି ଦାଦନ ଯାଇଥିଲେ, ଟ୍ରେନ୍‌ରେ କଟିଗଲେ। ଏବେ ବିନା ଆଶାବାଡି ସହାୟତାରେ ପାଦେ ଚାଲିବା କଷ୍ଟ...ସବୁ ସ୍ନପ୍ନ ଚୁରମାର ହୋଇଗଲା। ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ଭୋ ଭୋ କାନ୍ଦୁଛି ସ୍ତ୍ରୀ

  • Friday, 18 November 2022
NC Collage
ବିନା ଶୌଚାଳୟରେ ଚାଲିଛି କଲେଜ୍‌ !!

ଇଏ କେମିତିକା କଲେଜ୍‌? ଯେଉଁଠି ଛାତ୍ରୀଙ୍କ ପାଇଁ ନାହିଁ ଭଲ ଶୌଚାଳୟ...ସାଇକେଲ ଷ୍ଟାଣ୍ଡ ନାହିଁ କି ଭଲ ରୁମ୍‌ ନାହିଁ। ଅଟୋନମସ୍‌ ମାନ୍ୟତା ବି ହରାଇଲାଣି ଏଇ କଲେଜ୍‌। ସବୁ ଜାଣି ପ୍ରଶାସନ ସାଜିଛି ନିଦାବିଷ୍ଣୁ

  • Friday, 18 November 2022
Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

  • Friday, 18 November 2022
Malkangiri
ଗଛମୂଳେ ଏକାଠି ଚାଲିଛି ସ୍କୁଲ ଓ ମେଡିକାଲ..

ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ...

  • Friday, 18 November 2022
 journey of this Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

  • Friday, 18 November 2022
Viral vedio
ଆଶ୍ଚର୍ଯ୍ୟ !! ଗୋଟିଏ ସାଇକେଲ୍‌ରେ ୯ ଜଣ

ଆଶ୍ଚର୍ଯ୍ୟ !! ସାଇକେଲ ଗୋଟିଏ, ସବାର ହୋଇଛନ୍ତି ୯ ଜଣ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

  • Friday, 18 November 2022
Hoax calls plague 108 emergency
୧୦୮ କୁ ଫେକ୍‌ କଲ, ଡାର୍ଲିଂ ଚାଲ ଆମେ ପଳେଇବା

୧୦୮ ନମ୍ବରକୁ ଆସୁଛି ଫେକ୍‌ କଲ୍‌। ଲୋକେ କହୁଛନ୍ତି, ଡାର୍ଲିଂ ଚାଲ ଆମେ ପଳେଇବା, ଆଉ କିଏ କିଏ ନମ୍ବର ମାଗୁଛନ୍ତି ଆଉ କହୁଛନ୍ତି ଅଢେଇ ହଜାର ଦିଅ...

  • Friday, 18 November 2022
News Fuse
ଟାୱାର ଉପରେ ଚଢିଲେ ନେତା, ହେଲେ କାହିଁକି?

ମୋ ପେପର୍‌ ଦେଲେ ମୁଁ ତଳକୁ ଓହ୍ଲାଇବି। ନହେଲେ ଏଇ ଟାୱାର ଉପରେ ବସିବି...ନିର୍ବାଚନ ଲଢିବାକୁ ନେଇ ହାଇଡ୍ରାମା

  • Friday, 18 November 2022
Delhi Sradha Murder Case
ସୈତାନ କହିବ ସତ !!

ସଇତାନ ମୁହଁରୁ ସତ ଓଗାଳିବାକୁ ହେବ ନାର୍କୋ ଟେଷ୍ଟ୍ । ଜହ୍ଲାଦ ପେଟରୁ କଥା ବାହାର କରିବାକୁ ଟ୍ରୁଥ୍ ସେରମ୍‌ର ସାହାରା ନେବ ପୋଲିସ । ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର୍ ମର୍ଡର୍ କେସ୍‌ରେ ଅଭିଯୁକ୍ତ ଅଫ୍‌ତାବ ପୁନାଓ୍ୱାଲାର ନାର୍କୋଟିକ୍ ଟେଷ୍ଟ୍ ପାଇଁ ଆଜି ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି ସାକେତ୍ କୋର୍ଟ ।

  • Thursday, 17 November 2022
Nominations
ସରିଲା ନାମାଙ୍କନ, ଜୋରଦାର ହେବ ପ୍ରଚାର

ପ୍ରଥମ ୭ ଦିନରେ ଶୂନ୍, ଆଉ ଶେଷ ଦିନରେ ୧୩ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁରା ଛକାପଞ୍ଝା ସ୍ଥିତି । ଜଣେ ପ୍ରାର୍ଥୀ ନୋମିନେସନ୍ ରୁମ୍‌ରୁ ନବାହାରୁଣୁ ପଛରେ ଆଉ ଜଣେ ହାଜର ।

  • Thursday, 17 November 2022
Ambulance
ଜରୁରୀ କାଳୀନ ନମ୍ବରକୁ ଫୋନ୍‌ କରି ହଇରାଣ କରୁଛି କିଏ?

ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।

  • Thursday, 17 November 2022
Bima issues
ପାଖେଇ ଆସୁଛି ପଦ୍ମପୁର ନିର୍ବାଚନ

ପଦ୍ମପୁର ଭୋଟ୍ ପାଇଁ ସବୁ ଦଳର ଫୋକସରେ ଚାଷୀ । ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥିବାରୁ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା ।

  • Thursday, 17 November 2022
Pet Guidelines
ରାଜଧାନୀରେ କୁକୁର କଳି କୋର୍ଟକୁ ଯିବା ପରେ ଚେତିଲା ବିଏମସି

କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।

  • Thursday, 17 November 2022
Balijatra
ଏଥର ବାଲିଯାତ୍ରାରେ ରେକର୍ଡ ସଂଖ୍ୟାରେ ବେପାର

ଦେଶୀ ସାମଗ୍ରୀରୁ କାଶ୍ମୀର ଶଲ୍ । ହାତ ତିଆରି ମାଣିଆବନ୍ଧ ଶାଢିରୁ ବନାରସୀ ପାଟ । ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଛି ବାଲିଯାତ୍ରାରେ । ସେଥିପାଇଁ ତ ଏଥର ଜମିଛି ନାହିଁ ନଥିବା ଭିଡ । ବ୍ୟବସାୟ ହେଉ ଅବା ଗ୍ରାହକଙ୍କ ଗହଳି ।

  • Thursday, 17 November 2022
Padampur
ବିଜେଡିର ପ୍ରତିଶ୍ରୁତି...ନୂଆ ଜିଲ୍ଲା ହେବ ପଦ୍ମପୁର

ପ୍ରତିଶ୍ରୁତି ଦେଲା ବିଜେଡି। ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା...ହେଲେ...

  • Thursday, 17 November 2022
Teacher
୩୦ ବର୍ଷ ହେଲାଣି ବିନା ଦରମାରେ ଶିକ୍ଷକତା !!

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ବରଂ ୩୦ ବର୍ଷ ହେଲାଣି ବିନା ପାରିଶ୍ରମିକରେ ସ୍କୁଲରେ ପାଠ ପଢାଉଛନ୍ତି ଏଇ ଦୁଇ ଶିକ୍ଷକ। ବାରମ୍ବାର ଗୁହାରି ପରେ ବି ଏମାନଙ୍କ ଦୁଃଖ ଶୁଣୁନି ପ୍ରଶାସନ

  • Thursday, 17 November 2022
Ox’s mouth
ମଣିଷ ଭୁଲ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ

ମଣିଷର ମୁର୍ଖାମୀ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ ଡବା। ୪ ଦିନ ହେଲଣି କିଛି ଖାଉନି...ଏ ଗଳିରୁ ସେ ଗଳିକୁ ଦାଣ୍ଡିଆ ମାରୁଛି। ବହୁ କଷ୍ଟରେ ବନ୍ଧା ହେବା ପରେ ପାଟିରୁ ବାହାରିଲା ଡବା...କ୍ଷତ କଷ୍ଟକୁ ନେଇ ବୁଲୁଛି ଷଣ୍ଢ

  • Thursday, 17 November 2022