ପୁଣି ସନ୍ଦେହ ଘେରରେ ନିଶା ନିବାରଣ କେନ୍ଦ୍ର । ନିଶା ଛଡ଼ାଇବା ପାଇଁ ସେଠାକୁ ଯାଉଥିବା ବ୍ୟକ୍ତିମାନଙ୍କ ସହ କିଭଳି ବ୍ୟବହାର ହେଉଛି, ସେଠାରେ କୌଣସି ନିର୍ଯାତନା ଦିଆଯାଉଛି କି, ତାକୁ ନେଇ ଉଠିଛି ପ୍ରଶ୍ନ ।
ଜନ୍ମ ହେଉ ହେଉ ଦୁଇଟିଯାକ କିଡନୀ ନଷ୍ଟ। ଅପରେସନ୍ କରି ଗୋଟିଏ କିଡନୀ ବାହାର କଲେ ଡାକ୍ତର…ହେଲେ ଏବେବି ସୁସ୍ଥ ହେଉନି ପୁଅ, ପୀୟୂଷର ଜୀବନ ବଂଚାଇବା ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ…
୮ ତାରିଖରେ ଚନ୍ଦ୍ରଗ୍ରହଣ...ଆପଣ ଯଦି ସେହି ଦିନ ଏହି ସବୁ ପଦାର୍ଥ ଦାନ କରନ୍ତି ତେବେ ଚାକିରି ନିଶ୍ଚିତ...ଆଉ ଯଦି ଦେହ ଖରାପ ହେଉଛି ତେବେ...
ଦୂରଦର୍ଶନରୁ ଆରମ୍ଭ ହୋଇଥିବା ସଫର୍ ତିନି ଦଶନ୍ଧି ଧରି ଚାଲିଛି। କାଶ୍ମୀରରୁ କନ୍ୟାକୁମାରୀ, ଅମୃତସରରୁ ଆମେରିକା ଯାଏଁ ରହିଛନ୍ତି ଶାହରୁଖଙ୍କ ଫ୍ୟାନ। ହେଲେ ଏବେ ଚାଲୁନୁ ଶାହରୁଖଙ୍କ ଫିଲ୍ମ, ୪ ବର୍ଷ ହେଲା ରିଲିଜ୍ ହୋଇନି ସିନେମା।
ଆଶ୍ଚର୍ଯ୍ୟ !! ଜବରଦସ୍ତ ଆକ୍ସିଡେଣ୍ଟ ପରେ କାର୍ ଉପରେ ପୋଜ୍ ଦେଲେ ଯୁବକ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଧନ୍ୟ ଧନ୍ୟ ନବୀନ କଥା...ବ୍ରହ୍ମା, ବିଷ୍ଣୁ ହର...ମାଉସୀଲୋ...ପୁରୀ ଆସି ଜଗାର ନାମ ନେବ ନା ନବୀନ ବାବୁଙ୍କ ନାଁ ନେବ। ଏବେ ତ ଖାଲି ହେ ନବୀନ ବାବୁ ଆମେ ତୁମର ଫ୍ୟାନ
ବିଜେଡିରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପଲ୍ଲା ଭାରି ! ଦଳରେ ନେତା ଓ କର୍ମୀ ଗୌଣ, SHGଙ୍କୁ ନେଇ ଚାଲିଛି ସମାନ୍ତରାଳ ସଙ୍ଗଠନ ! ଧାମନଗର ଉପନିର୍ବାଚନରେ ବିଜେଡି ଟିକଟ୍ ପାଇଁ ଟଣାଓଟରା ଭିତରେ ବାଜି ମାରି ନେଇଥିଲେ SHG ବ୍ୟାକ୍ଗ୍ରାଉଣ୍ଡରୁ ଆସିଥିବା ଅବନ୍ତୀ ଦାସ ।
ପୁରୀ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ବିବାଦ। ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ, ପୁରୀରେ ୩ ବର୍ଷ ରହିଥିଲେ। ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି । ହାତରେ ଇଭିଏମ୍, ଭିଭିପାଟ୍ ସହ ପୋଲିଂ ସରଞ୍ଜାମ । ୩ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ ।
ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଝୁଲା ପୋଲ ଅସୁରକ୍ଷିତ ଥିବା ଦର୍ଶାଇ ଏହାକୁ ସାମୟିକ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ପୀଠ ପରିସରରେ ୧୪୪ ଧାରା ଜାରି ହୋଇଛି ।
ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।
ମହାବାତ୍ୟାରେ ଭାଙ୍ଗିଯାଇଥିଲା ଘର। ବଡବାବୁଙ୍କୁ ଗୁହାରି ଗୁହାରି କରିବା ପରେ ୫ ହଜାର ଟଙ୍କା ସହିତ ୧୪ ବସ୍ତା ସିମେଣ୍ଟ ଦେଇଦେଲେ । ବାସ୍ ଏତିକିରେ ଘର ହେବ ନା ପିଣ୍ଡା? ଅକଥନୀୟ ଦୁଃଖରେ ଏବେ ଦିବ୍ୟାଙ୍ଗ ଦମ୍ପତି...ସରକାରୀ ସାହାଯ୍ୟକୁ ଅପେକ୍ଷା
ସୋସିଆଲ ମିଡିଆରେ ଘୂରି ବୁଲୁଛି କୋହଲିଙ୍କ ଭାଇରାଲ ଭିଡିଓ। ହେଲେ ବେଡ୍ରୁମ୍ର ଭିଡିଓ ଭାଇରାଲ କଲା କିଏ?
ଅଭିଯୁକ୍ତଙ୍କୁ ସିନ୍-ରିକ୍ରିଏସନ୍ ପାଇଁ ଆଣିଥିଲା ପୋଲିସ୍। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଭିଡ ଭିତରେ ମାମୁଁଙ୍କୁ ହାତ ଉଠାଇ ଦେଲେ ଲୋକେ...ତା’ପରେ ଦେଖନ୍ତୁ ହେଲା କଣ?
ଆଶ୍ଚର୍ଯ୍ୟ !! ଏମାନଙ୍କ ସାହସ ମାନିବାକୁ ପଡିବ। କୁକୁର ଭଳି ସିଂହଙ୍କ ବେକରେ ଚେନ୍ ବାନ୍ଧି ଏମାନେ କରୁଛନ୍ତି ମର୍ଣ୍ଣିଂୱାର୍କ...ଭାଇରାଲ ହେଉଛି ଭିଡିଓ
ଜଗୁ ଆମ ଘରକୁ ଏତେ ନେତା-ମନ୍ତ୍ରୀ ଆସୁଥିଲେ। ରାତିରେ ଡିନର କରୁଥିଲେ, କୋଉ ନେତା-ମନ୍ତ୍ରୀଙ୍କୁ ଫୋନ୍ ଟିକିଏ ଲଗାଉନ। ଆମକୁ ଏ ଜେଲରୁ ବାହାର କରିବେ...ଜଗବନ୍ଧୁ କହିଲେ, ବିରୋଧୀ ମାତିଛନ୍ତି...ଏବେ ବେଲ୍ ମିଳିବନି
ଭୋଟ୍ ବେଳେ ନୋଟ୍ ବଣ୍ଟା ଅଭିଯୋଗ ତ ସବୁ ନିର୍ବାଚନ ସମୟରେ ହୁଏ । ତେବେ ଏଥର ଧାମନଗରରେ ଯାହା ହେଉଛି ତାହା ପୂର୍ବରୁ କେବେ ଘଟିନଥିଲା । ସରକାରୀ ଦଳକୁ ସମର୍ଥନ କରିବା ଲାଗି ନା କେବଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାଯାଉଛି, ବରଂ ସେମାନଙ୍କ ଦ୍ୱାରା ଖୋଲାଖୋଲି ଟଙ୍କା ବଣ୍ଟା ଯାଉଛି ।
ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପିର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡିର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି ।
ଗୁଜରାଟର ମୋର୍ବିରେ ନଦୀଗର୍ଭକୁ ଝୁଲାପୋଲ ଛିଡି ପଡ଼ିବା ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା..ଏଯାବତ୍ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୮ ଜଣ ଶିଶୁ..ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି ।
ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ
ବୀଭତ୍ସ, ଭୟଙ୍କର, ବର୍ବର..ନା ଦେଖି ହେଉଛି, ନା ଦେଖେଇ ହେଉଛି..ବନ୍ଦ ଘରୁ ଉଦ୍ଧାର ହୋଇଛି ଚାରି ଚାରି ଜଣଙ୍କ ଶବ..ଜଣେ ବାପା, ଆଉ ଜଣେ ମା ଏବଂ ଭାଇ ଓ ଭଉଣୀର ମୃତଦେହ..ଦୃଶ୍ୟ ଯେତିକି ଲୋମଟାଙ୍କୁରା, ଘଟଣା ପଛର କାହାଣୀ ବି ହୃଦୟ ବିଦାରକ
ବିବାହ ନକରି ଆଗୁଆ ମାଆ ହେଲେ କୌଣସି ଅସୁବିଧା ନାହିଁ। ଏମିତି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ...
ଦୁହେଁ ପ୍ରେମ ବିବାହ କରିଥିଲେ। ୨୨ ବର୍ଷ ଧରି ସଂସାର ଚଳାଉଥିଲେ। ଦୁଇ ଦୁଇଟି ପୁଅ। ହେଲେ ସ୍ତ୍ରୀଙ୍କୁ ରୋଗ ମାଡି ବସିବାରୁ ସ୍ୱାମୀ ଏବେ ନିରାଶ। ୨୨ ବର୍ଷର ସମ୍ପର୍କ କଣ ଏଇ ଟିକିଏ କଥାରେ ଭାଙ୍ଗିଯିବ ?
ସ୍ୱାମୀ ରୋଗାଗ୍ରସ୍ତ। କୋଳରେ ଦୁଇଦୁଇଟି ଛୁଆ। ଘର ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଆଖିରେ ଧାରଧାର ଲୁହ