ଅଟକେଇ ପାରିନି ଆର୍ଥିକ ଅନାଟନ। କାଠହାଣି ଜଙ୍ଗଲରେ ବିକ୍ରି କରୁଛନ୍ତି, ହଷ୍ଟେଲରେ ପୁଣି ଚୁଟି କାଟୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକି ପାଠ ପଢିବା ସହ ସୈନିକ ହେବାର ସ୍ୱପ୍ନ ଦେଖୁଛନ୍ତି ରୂପକ
Published: Rajalaxmi Sahoo
Last updated: 18 February 2023, 12:59 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।