• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Naba Das - Gopal Das
ସରିଲା ରିମାଣ୍ଡ, ଜେଲ୍ ଗଲା ଗୋପାଳ ! କିନ୍ତୁ ସୁରକ୍ଷା ନେଇ ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ

ଗତରାତିରେ ଗୋପାଳକୁ ଧରି ଗୁଜରାଟରୁ ଝାରସୁଗୁଡ଼ାକୁ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ୧୬୪ ବୟାନ ରେକର୍ଡ କରିବା ସହ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ଜେଲ୍ ଭିତରେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତିତ ଜେଲ ବିଭାଗ । ତେଣୁ ଝାରସୁଗୁଡାରୁ ଚୌଦ୍ୱାର ଜେଲକୁ ପଠାଇବାକୁ ଝାରସୁଗୁଡା ଜେଲ ଅଧୀକ୍ଷକଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି ଜେଲ୍ ବିଭାଗ । ପୂର୍ବରୁ ଝାରସୁଗୁଡା ଜେଲ ପକ୍ଷରୁ ଜେଲ ବିଭାଗକୁ ଚିଠି ବି ଲେଖାଯାଇଛି ।

  • Monday, 13 February 2023
Doctor quits job to become body-builder
ନିଶା ଆଗରେ ହାର୍ ମାନିଛି ପେଶା

ଅଖ୍ୟାତ ପଲ୍ଲୀରୁ ଜାତୀୟ ସ୍ତରର ବଡି ବିଲ୍ଡର। ନିଶା ପାଇଁ ପେଶା ମଧ୍ୟ ଛାଡି ଦେଲେ। ଆଉ ଶେଷରେ ସେଇ ନିଶା ଆଜି ତାଙ୍କୁ ଦେଇଛି ଅନନ୍ୟ ପରିଚୟ...

  • Monday, 13 February 2023
Hand pump turns into death machine
ଗୋଟିଏ ପରେ ଗୋଟିଏ ମୁଣ୍ଡ ଯାଉଛି.. ଗାଁ ହୋଇଗଲାଣି ପୁରୁଷଶୂନ୍ୟ

ଏଇଠି ପ୍ରତି ପରିବାରରୁ ଯାଇଛି ମୁଣ୍ଡ.. ମାଆ ପୁଅକୁ, ସ୍ତ୍ରୀ ସ୍ୱାମୀକୁ, ଝିଅ ବାପାକୁ ହରାଇଛି.. ପୁରୁଷଶୂନ୍ୟ ହୋଇପଡ଼ିଛି ପୁରା ଗାଁ..

  • Monday, 13 February 2023
News Fuse
ହଇରେ ନାରଣ.. ରାଜଧାନୀର ଉଦ୍ୟାନ ଫ୍ରେସ ଟିକେ ଦେଖ..

ବୋଉ ଲୋ.. ଅସନା ମସନା ହେଇ କେମିତି ସବୁ ପଡ଼ିଛି..ଏମିତି ଉଦ୍ୟାନ ଫ୍ରେସ୍ ଦେଖିଲେ ମଣିଷ ପୂରା ଡିପ୍ରେସନକୁ ପଳେଇବ.. ନାରଣ ଦେଖି ଛାନିଆ..

  • Monday, 13 February 2023
News Fuse
ଏବେ ତ ଇଲେକ୍ସନ ନାହିଁ ଏ ସୁର ବାବୁ କଣ ଏବେଠୁ ଗଳା ବାଟ ଦେଖିଲେଣି...

ଏବେ ତ ଇଲେକ୍ସନ ନାହିଁ ଏ ସୁର ବାବୁ କଣ ଏବେଠୁ ଗଳା ବାଟ ଦେଖିଲେଣି...

  • Sunday, 12 February 2023
Happy Hug Day
ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ୱିକର ଆଜିର ଦିନ ଆଣି ଦେଇଥାଏ ଅନେକ ରୋମାଞ୍ଚ

ଆଜି ରବିବାର, ହଲିଡେ ଆଉ ଏହି ହଲିଡେକୁ ଖାସ୍ କରୁଛି ହଗ୍ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ୱିକର ଆଜିର ଆଣି ଦେଇଥାଏ ଅନେକ ରୋମାଞ୍ଚ । ଆଲିଙ୍ଗନ ଦିବସରେ ଆପଣାର ମଣିଷ ସହ ଆଲିଙ୍ଗନର ଅନୁଭୂତି ସ୍ୱର୍ଗୀୟ ଓ ସୁଖଦ..

  • Sunday, 12 February 2023
Bill Gates has found love again
ପୁଣି ପ୍ରେମରେ ବିଲ୍ ଗେଟସ..

ଚର୍ଚ୍ଚାରେ ବିଲ୍ ଗେଟସଙ୍କ ପ୍ରେମ...ବିବାହିତା ମହିଳାଙ୍କୁ ପୁଣି ମନ ଦେଇ ବସିଛନ୍ତି ବିଲ୍ ।

  • Saturday, 11 February 2023
Miracle or Blind Faith
ଅଧ ରାତିରେ ମହାଦେବ ସ୍ୱପ୍ନାଇଲେ...ଏବେ ଲୋକଙ୍କର କହୁଛନ୍ତି ଭୂତ-ଭବିଷ୍ୟତ

ଅଧ ରାତିରେ ମହାଦେବ ସ୍ୱପ୍ନାଦେଶ କଲେ। ଏବେ ୧୩ ବର୍ଷର ନାବାଳକ ଲୋକଙ୍କର କହୁଛି ଭୂତ-ଭବିଷ୍ୟତ। ସୋମବାର-ଶୁକ୍ରବାର ଘର ସାମ୍ନାରେ ଲାଗୁଛି ଭକ୍ତଙ୍କ ଗହଳି

  • Saturday, 11 February 2023
Odisha man carries dead wife’s body
ସ୍ୱାମୀ ଶୁଝିଲା ପ୍ରେମର ଋଣ, କାନ୍ଧରେ ବୋହିଲା ସ୍ତ୍ରୀର ଶବ

ରାସ୍ତାରେ ସ୍ୱାମୀ ବୋହିଲା ମୃତ ସ୍ତ୍ରୀର ଶବ । ଗୋଟିଏ ପଟେ ସିନା ଆଉ ଗୋଟିଏ ଦାନ ମାଝି ଘଟଣାର ପୁନରାବୃତି ହେଲା କିନ୍ତୁ । ପ୍ରେମ ସପ୍ତାହରେ ଶିଖାଇ ଦେଲା ପ୍ରକୃତ ପ୍ରେମ କଣ ?

  • Saturday, 11 February 2023
News Fuse
ବନ୍ଧୁ ପରା ବିପଦରେ, କେମିତି ଛାଡ଼ି ଚାଲିଯିବି..

ବନ୍ଧୁ ପରା ବିପଦରେ ପଡ଼ିଛି..ଛାଡିକି କେମିତି ଚାଲିଯିବ ବନ୍ଧୁ । ବନ୍ଧୁଙ୍କୁ ଉଦ୍ଧାର କରିବାକୁ ସବୁ ବଳ ଲଗାଇଦେଇଛି । ଏଇତ ପ୍ରକୃତ ବନ୍ଧୁତା ।

  • Saturday, 11 February 2023
Married private tutor
ରସିକିଆ ଟ୍ୟୁସନ୍‌ ସାର୍‌...ଝିଆରୀକୁ ଟ୍ୟୁସନରୁ ପ୍ରେମ କଲେ, ଝିଅ ହେବା ପରେ ଛାଡିଦେଲେ

ରସିକିଆ ଟ୍ୟୁସନ୍‌ ସାର୍‌। ପାଠ ପଢାଉ ପଢାଉ ଝିଆରୀକୁ ପ୍ରେମ କଲେ। ସମ୍ପର୍କ ଏମିତି ହେଲା ଯେ ଏବେ ଝିଆରୀର ହେଲା ଝିଅ। ଆଉ ଏବେ ବିବାହିତ ଟ୍ୟୁସନ୍‌ ସାର ଆଉ ଦେଉନାହାନ୍ତି ଧରା। କାକାର ଝିଅକୁ ନେଇ ଥାନାରେ ଏତଲା ଦେଲା ଝିଆରୀ

  • Saturday, 11 February 2023
Rashtrapati Bhavan
ରାଇସିନ୍‌ ହିଲ୍‌...ବାହାରୁ ଯେମିତି, ଭିତରୁ ବି ସେମିତି

ରାଇସିନା ହିଲ୍‌। ରାଷ୍ଟ୍ରପତିଙ୍କ ବାସଭବନ...ଦେଖିବାକୁ ଯେମିତି, ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବି ସେମିତି..୩୪୦ କୋଠରୀକୁ ନେଇ ନିର୍ମାଣ ହୋଇଛି ଭବ୍ୟ ସୌଧ

  • Friday, 10 February 2023
Happy Teddy Day
ପ୍ରେମ ସପ୍ତାହରେ ଆଜି ପାଳନ ହେଉଛି ଟେଡି ଡେ’ ....ନିଜ ପାର୍ଟନରଙ୍କୁ ଦିଅନ୍ତୁ ଏହି ସ୍ପେଶାଲ ଗିଫ୍ଟ...

ଆଜି ଟେଡି ଡେ, ଖାସ୍ କରି ପ୍ରେମିକମାନଙ୍କ ପାଇଁ ଆଜିର ଦିନ ବେଶ୍ ସ୍ୱତନ୍ତ୍ର । ନିଜ ପ୍ରେମିକାକୁ କଣ୍ଢେଇ ଭାବୁଥିବା ପ୍ରେମିକମାନେ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନର କଣ୍ଢେଇ ଦେଇ ମନ ଜିଣିଥାନ୍ତି…

  • Friday, 10 February 2023
News Fuse
ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ

ଜୀବନ କେତେବେଳେ କାହାଁ ପାଇଁ କେମିତି । ଦିନେ ଯିଏ ଧନୀ ତା ପର ଦିନ ହୁଏତ ସେ ଦାଣ୍ଡର ଭିକାରୀ । ଠିକ୍ ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ମହିଳାଙ୍କ କ୍ଷେତ୍ରରେ । ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ...

  • Friday, 10 February 2023
Turkey-Syria earthquakes
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ତୁର୍କୀର ମହାବିପତ୍ତି ବେଳେ, ସହଯୋଗର ହାତ ବଢ଼ାଇଛି ଭାରତ । ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନ୍‌ଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି । ଅନ୍ୟପକ୍ଷରେ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ ।

  • Thursday, 09 February 2023
Kerala's trangender
ଝିଅରୁ ହୋଇଥିଲେ ପୁଅ; ଏବେ ଜନ୍ମ ଦେଲେ ସନ୍ତାନ

ପୁତ୍ର ସନ୍ତାନକୁ ଜନ୍ମଦେଲେ ପୁରୁଷ । କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦଙ୍କ ଘରକୁ ନୂଆ ଅତିଥି ଆସିଛି । ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଉଭୟ ସୋସିଆଲ୍‌ ମିଡିଆ ଜରିଆରେ ବାପା-ମା’ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ତାଙ୍କର କୋଳକୁ ଏକ ପୁତ୍ର ସନ୍ତାନ ଆସିଥିବା କୁହାଯାଇଛି ।

  • Thursday, 09 February 2023
President Murmu to visit Odisha, security tightened
ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

  • Thursday, 09 February 2023
Naba Das
ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଲେ, ହେଲେ କିଛି କହିଲେନି ନବୀନ

ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି...କାନ୍ଦୁଛି ପୂରା ପରିବାର। ଯେବେ ବାପା-ମାଆଙ୍କ ଆଖି ସାମ୍ନାରେ ପୁଅ ଚାଲିଯାଏ, ସେତେବେଳେ ବାପା-ମାଆଙ୍କୁ କେତେ କଷ୍ଟ ହୁଏ? ତାହାକୁ କହିବା ଶବ୍ଦ ଆମ ପାଖରେ ନାହିଁ। ସେପଟେ ନବଙ୍କ ସଭାରେ ପାୱାର ସୋ' ଦେଖାଇଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ

  • Thursday, 09 February 2023
Naba Das Assassination
କେମିତି ହୁଏ ନାର୍କୋ ଟେଷ୍ଟ ?

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳକୃଷ୍ଣ ଦାସ ? ହତ୍ୟାକାଣ୍ଡ ପାଇଁ କିଏ ସୁପାରୀ ଦେଇଥିଲେ କି ? ହତ୍ୟା ପୂର୍ବରୁ କାହା ସହ ଆଲୋଚନା କରିଥିଲା ଗୋପାଳ ? ଏମିତି କେଉଁ ଘଟଣା ବିବ୍ରତ କଲା ଯେ, ହତ୍ୟା ଯାଏଁ କଥା ଗଲା ? କାହା ପ୍ରରୋଚନାରେ ଗୋପାଳ ଘଟାଇଲା ହତ୍ୟାକାଣ୍ଡ ? ଗୁଜରାଟର ଗାନ୍ଧୀନଗର ସ୍ଥିତ ଫରେନ୍ସିକ ସାଇନ୍ସ ନିର୍ଦ୍ଦେଶାଳୟ ବା DFSLରେ ହେବାକୁ ଥିବା ନାର୍କୋଟେଷ୍ଟରେ ଏଭଳି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଦେବ ନବ ଦାସ ହତ୍ୟାକାଣ୍ଡର ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳକୃଷ୍ଣ ଦାସ।

  • Thursday, 09 February 2023
Liver
ଏସସିବିରେ ଲିଭର ପ୍ରତିରୋପଣ ପାଇଁ ଆଉ କେତେ ବର୍ଷ ?

ବଡ଼ ବଡ଼ କୋଠା, ବଡ଼ ଡାକ୍ତରଖାନା, ବଡ଼ ଆଶା। ସେଥିରେ ପୁଣି କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାର ସ୍ବପ୍ନ। ହେଲେ ୧୦ ବର୍ଷ ତଳୁ ୨୨ କୋଟିର ବ୍ୟୟ ବରାଦ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣା ଏବଂ ଦୁଇ ଦୁଇ ଥର ଶୁଭାରମ୍ଭ ସତ୍ତ୍ବେ କଟକ ବଡ଼ ମେଡିକାଲରେ ଆରମ୍ଭ ହୋଇପାରୁନି ଯକୃତ ପ୍ରତିରୋପଣ ବ୍ୟବସ୍ଥା। ଦ୍ୱିତୀୟ ଥର ପାଇଁ ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଏସସିବି ମେଡିକାଲର ହେପାଟୋଲୋଜି ବିଭାଗରେ ଲିଭର ଟ୍ରାନସ୍ ପ୍ଲାଣ୍ଟେସନ୍ ଓପିଡିର ଉଦଘାଟନ ଅବସରରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରଥମ ରୋଗୀ ଭାବେ ବିଚିତ୍ରା ନନ୍ଦ ଖଟୁଆଙ୍କ ଲିଭର ଟ୍ରାନ୍ସ ପ୍ଲାଣ୍ଟକୁ ଐତିହାସିକ ବୋଲି କହିଥିଲେ।

  • Thursday, 09 February 2023
Turkey-Syria earthquake
ହେ ଭଗବାନ, କଂକ୍ରିଟ୍ ତଳୁ ଏ ଫୁଲମାନଙ୍କୁ ଉଦ୍ଧାର କର..

କଥାରେ ଅଛି, ମାରେ ହରି ତ ରଖେ କିଏ? ଜୀବନ ଦେଇଛନ୍ତି ଭଗବାନ। ଯେତେବେଳେ ସେ ଜଣକୁ ବଂଚାଇ ରଖିବାକୁ ଚାହିଁବେ, ତାହେଲେ କେହି ତାକୁ ମାରିପାରିବେ ନାହିଁ। ତୁର୍କୀ ଭୂମିକମ୍ପର ଧ୍ୱଂସସ୍ତୁପ ତଳୁ ଏବେ ଜୀବୀତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଶହ ଶହ ଶିଶୁ। ସେ ଦୃଶ୍ୟ ଦେଖିଲେ ଛାତି ଫାଟିଗଲା ପରି ଲାଗିବ। ଖୁବ୍

  • Thursday, 09 February 2023
News Fuse
ଡାକିଆଣିଲେ... ଖାଇବାକୁ ଦେଲେନି, ଷଣ୍ଢକୁ ଡାଲି ପିଆଇଦେଲେ

ଆମକୁ ଖାଇବାକୁ ଦେବେ ବୋଲି କହିଲେ, ଆମେ ଆଇଲୁ। ଏବେ ଖାଇବାକୁ ଦେଉନାହାନ୍ତି...ଷଣ୍ଢକୁ ଡାଲି ଡିସ୍‌ ଦେଉଛନ୍ତି। ଟଙ୍କା କଥା ତ କହିନଥିଲେ? ନାରଣ ଏଇଠି କଣ ହେଉଥିଲା କିରେ?

  • Thursday, 09 February 2023
Divyang Boy
ଜଗାକୁ ନଦେଖି ଗାଉଛି ଜଗାର ଭଜନ

ଜନ୍ମରୁ ଜଗାକୁ ଦେଖିନାହାନ୍ତି...ହେଲେ ଏମିତି ଭଜନ ଗାଉଛନ୍ତି ନଶୁଣିଲେ ବିଶ୍ୱାସ ହେବନି। କହୁଛନ୍ତି, ଆଖି ନଥିଲେ କଣ ହେବ? କଣ୍ଠ ଅଛି..ଲଢେଇ କିରିବି, ନିଶ୍ଚୟ ଜିତିବି

  • Thursday, 09 February 2023
Cow thanks volunteer
ବାଛୁରୀର ଚିକିତ୍ସା କରୁଥିଲେ ଡାକ୍ତର, ଚାଟିଚାଲିଥିଲା ଗାଈ

ମାଆର ମମତା ସମସ୍ତଙ୍କ ପାଇଁ ସମାନ। ମଝି ରାସ୍ତାରେ ବାଛୁରୀର ଚିକିତ୍ସା କରୁଥିଲେ ଗୋ-ସେବକ ଓ ଡାକ୍ତର। ଚିକିତ୍ସକଙ୍କୁ ଚାଟି ଚାଲିଥିଲା ଗାଈ...

  • Thursday, 09 February 2023
turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।

  • Wednesday, 08 February 2023