• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Dhamnagar Bypoll
ତେଜୁଛି ଧାମନଗର ଟଙ୍କାବଣ୍ଟା ବିବାଦ ! BJP ପରେ ECIଙ୍କୁ ଫେରାଦ BJD

ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି । ଏସ୍ଏଚ୍‌ଜିଙ୍କ ଦ୍ୱାରା ଟଙ୍କା ବଣ୍ଟା, ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର । ଏହି ଦୁଇଟି ଭିଡିଓ ଭାଇରାଲ ପରେ ତେଜିଛି ଧାମନନଗର ଉପନିର୍ବାଚନ ଟଙ୍କା ବଣ୍ଟା ବିବାଦ ।

  • Thursday, 27 October 2022
Bhubaneswar nurse death case
ଧରା ପଡିଗଲା ଶାଶୂଙ୍କ ସକସକ ପଛର ସତ...

ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?

  • Thursday, 27 October 2022
Sand Scam
ଚୋରା ବାଲି ବେପାର କରୁଛନ୍ତି ବିଜେଡି ବିଧାୟକ...ଛୁଇଁବାକୁ ସାହସ କରୁଛି ପ୍ରଶାସନ

ନିଲାମ ନେଇ ନାହାନ୍ତି ହେଲେ ମନଇଚ୍ଛା ବାଲି ଲୁଟ୍‌ କରୁଛନ୍ତି। ବିଜେଡି ବିଧାୟକଙ୍କର ବାଲିଘାଟ ସହ ଅଛି କି ଲିଙ୍କ୍‌ !! ଜଣଙ୍କ ମୁଣ୍ଡ ଗଡିବା ପରେ ବି ହତ୍ୟାକାରୀକୁ କାହିଁକି ଗିରଫ କରୁନି ପୋଲିସ୍‌?

  • Thursday, 27 October 2022
Science vs Superstition
ସୂର୍ଯ୍ୟୋପରାଗ, ବିରିୟାନୀ ଭକ୍ଷଣ, ଆଧ୍ୟାତ୍ମବାଦ

ଗୋଟେ ପଟେ ବିରିୟାନୀ ଭକ୍ଷଣ ଜିଦ୍ ଅନ୍ୟପଟେ ଆଧ୍ୟାତ୍ମିକ ଭାବଧାରା। ଦୁଇଟି ଭିନ୍ନ ମତ, ଦୁଇଜଣ ଅତିଥି। ଜଣେ କହିଲେ ସୂର୍ଯ୍ୟପରାଗ ଦିନ ଆମେ ବିରିୟାନୀ ଖାଇଲେ କିଛି ହେବନି। ଆଉ ଜଣେ କହିଲେ ତମେ କିଏ ? ତମ କଥା ଆମେ କାହିଁକି ମାନିବୁ ?

  • Thursday, 27 October 2022
Kedarnath Survivors
ଆମେ ଫେରିବୁ ବୋଲି ଭାବିନଥିଲୁ...

ଆମେ ସମସ୍ତେ କେଦାରନାଥ ଯାଇଥୁଲି, ହଠାତ୍ ଦୁର୍ଘଟଣା ହେଲା। ଆମକୁ ସମସ୍ତେ ଫୋନ୍ କରୁଥିଲେ, ଆମେ ବଡ଼ କଷ୍ଟରେ ଫେରିଲୁ। ଶୁଣନ୍ତୁ କେଦାରନାଥରୁ ଫେରିଥିବା ଯାତ୍ରୀମାନେ କେମିତି କହୁଛନ୍ତି ସେଦିନର ସେଇ ଭୟଙ୍କର କାହାଣୀ

  • Thursday, 27 October 2022
Solar Eclipse
ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ

ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ ଅନ୍ଧବିଶ୍ୱାସ କହି ଚିକେନ୍ ବିରିୟାନୀ ଖାଇବା ପରେ ତୀବ୍ର ହୋଇଛି ଏ ବିବାଦ ।

  • Thursday, 27 October 2022
Dhamnagar Bypoll
ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଧାମମନଗର ଉପନିର୍ବାଚନ ଟଙ୍କାବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି ।

  • Thursday, 27 October 2022
WhatsApp Outage
ଥିଲା ଥିଲା କାହିଁକି ହଠାତ୍‌ ଡାଉନ୍‌ ହେଲା ହ୍ୱାଟ୍ସଆପ୍‌?

ସବୁ ତ ଠିକ୍‌ ଥିଲା, ହେଲେ କାହିଁକି ଡାଉନ୍‌ ହେଲା ହ୍ୱାଟ୍ସଆପ୍‌? ମେଟା ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା...

  • Thursday, 27 October 2022
nurse death case
ଧରା ପଡିଗଲା ଶାଶୂଙ୍କ ସକସକ ପଛର ସତ...

ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?

  • Thursday, 27 October 2022
 family seeks help
ସ୍ୱାମୀ ମେଡିକାଲରେ...କାନ୍ଦି କାନ୍ଦି ଚେତା ହରାଉଛି ସ୍ତ୍ରୀ, ହାତପାତି ମାଗୁଛି ସାହାଯ୍ୟ

ମେଡିକାଲ ବେଡ୍‌ରେ ଶୋଇଛି ସ୍ୱାମୀ। ଛୁଆକୁ କୋଳରେ ଧରି ଭୋଭୋ କାନ୍ଦୁଛି ସ୍ତ୍ରୀ...ଚେତା ବି ହରାଇ ଦେଉଛି। ରୋଜଗାରିଆ ପୁଅ କଥା ଶୁଣିଲା ବେଳକୁ ମାଆର ପାଟି ଖନି ମାରିଦେଉଛି। ସେପଟେ ବାପା କେବେ ଆସିବ ବୋଲି ପ୍ରଶ୍ନ କରୁଛି କୁନି ପୁଅ.

  • Thursday, 27 October 2022
News Fuse
ବୈଠକରେ ଚେୟାରମ୍ୟାନ-କାଉନସିଲର ତୁ ତୁ ମେଁ ମେଁ

ଚାଲିଥିଲା ଏନଏସି ବୈଠକ। କାଉନସିଲର ଚେୟାରମ୍ୟାନଙ୍କୁ ପ୍ରଶ୍ନ କଲେ ହୁ ଆର୍‌ ୟୁ? ବାସ୍‌ ଚେୟାରମ୍ୟାନ କହିଲେ ତୁ କଣ ମତେ ଜାଣିପାରୁନୁ? ପରେ ଦେଖନ୍ତୁ ହେଲା କଣ?

  • Thursday, 27 October 2022
Dhauli
ମନଇଚ୍ଛା ଆସିଲେ, ଗଛ କାଟିଦେଲେ...ଏସବୁ ଜମା ଭଲ ହେଉନି

ମନଇଚ୍ଛା ଆସିଲେ, ଗଛ କାଚିଦେଲେ...ଏସବୁ ଜମା ଭଲ ହେଉନି

  • Wednesday, 26 October 2022
Illegal sand mining
ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ

୨୨ ବର୍ଷର ସ୍ଥିର ସରକାର। ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ

  • Wednesday, 26 October 2022
Ram Mandir
ନିର୍ଦ୍ଧାରିତ ଯୋଜନା ଅନୁସାରେ ଚାଲିଛି ରାମ ମନ୍ଦିର କାମ

ପାଖେଇ ଆସୁଛି ମାହେନ୍ଦ୍ର ବେଳା । ଅଧାଅଧି ସରି ଆସିଲାଣି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର । ହଜାରେ ବର୍ଷ ତିଷ୍ଠି ରହିଲା ଭଳି ହେଉଛି ନିର୍ମାଣ କାର୍ଯ୍ୟ । ରାତିଦିନ କାମରେ ଲାଗିଛନ୍ତି ଶହ ଶହ କାରିଗର । ୨୦୨୩ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ । ଆଉ ୨୦୨୪ ମକର ସଂକ୍ରାନ୍ତି ତିଥିରେ ପ୍ରତିଷ୍ଠା ହେବ ରାମଲଲାଙ୍କ ବିଗ୍ରହ ।

  • Wednesday, 26 October 2022
Rishi Sunak
ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ନେଇ ପ୍ରବାସୀ ଖୁସି

ଭାରତକୁ କୋହିନୂର ହୀରା ଫେରାଇଦେବାରେ ସହାୟତା କରିବେ କି ବ୍ରିଟେନ୍‌ର ଭାରତୀୟ ବଂଶୋଦ୍ଭବ ଓ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ?

  • Wednesday, 26 October 2022
Dhamnagar By-Poll
ଧାମନଗରରେ ଟଙ୍କା ବାଣ୍ଟୁଛି କିଏ?

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ନାନା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣି ବିଜେପିର ତିନି ତିନିଟି ଟିମ୍ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପାଖରେ ହୋଇଛି ଫେରାଦ ।

  • Wednesday, 26 October 2022
Archana Nag
ଅର୍ଚ୍ଚନା ପାଇଁ କଚେରୀ ଜାମ୍‌

ଅର୍ଚ୍ଚନାକୁ ନେଇ ଜାମ୍‌ ହେଲା କୋର୍ଟ ରାସ୍ତା...ମିଡିଆ ଉପରେ ବର୍ଷିଲା..କହିଲା, ମୋ ନାଁରେ ମିଛ ଖବର ପ୍ରସାରଣ କରୁଛି ଗଣମାଧ୍ୟମ

  • Wednesday, 26 October 2022
India
ଟିମ୍‌ ଇଣ୍ଡିଆକୁ ଅଣଦେଖା: ମଧ୍ୟାହ୍ନ ଭୋଜନରେ ଖାଇବାକୁ ଦେଲେ ଥଣ୍ଡା ସ୍ୟାଣ୍ଡ୍‌ୱିଚ୍‌ ଓ ଫଳ

ଟି-୨୦ ବିଶ୍ୱକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ହେଲେ ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍‌ ପାଇଁ ଟିମ୍ ଇଣ୍ଡି‌ଆ ମନା କରିଦେଇଛି। ପ୍ରାକ୍ଟିସ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌କୁ ସିଡ୍‌ନୀର ଉପନଗର ବ୍ଲାକ୍‌ଟାଉନ୍‌ ସ୍ଥିତ ଗ୍ରାଉଣ୍ଡ୍‌ ଦିଆଯାଇଥିଲା। BCCI ସୂତ୍ର ଅନୁସାରେ, ହୋଟେଲ୍‌ ଠାରୁ ପ୍ରାକ୍ଟିସ୍‌ ଗ୍ରାଉଣ୍ଡ୍‌ ୪୨ କି.ମି. ଦୂର।

  • Wednesday, 26 October 2022
Solar eclipse
ସୂର୍ଯ୍ୟୋପରାଗ...କିଏ କାଷ୍ଠା ଉପବାସ ରହିଲା, ତ ଆଉ କିଏ ଚିକେନ୍‌ ଖାଇଲା

ସୂର୍ଯ୍ୟୋପରାଗକୁ ନେଇ ଦ୍ୱନ୍ଦ୍ୱ...କିଏ ନିର୍ଜଳା ଉପବାସ ରହିଲା ତ ଆଉ କିଏ ଚିକେନ୍‌ ବିରିୟାନୀ ଖାଇଲା...ଦେଖନ୍ତୁ ସପକ୍ଷବାଦୀ ଓ ବିପକ୍ଷବାଦୀ କେମିତି ହେଉଛନ୍ତି କଥାବାର୍ତ୍ତା

  • Wednesday, 26 October 2022
Suicide
ମୁଁ ଆଉ ବଂଚିବାକୁ ଚାହୁଁନି...ଧନ ତୁମେ ଖୁସିରେ ରୁହ...

ଧନ ତୁମେ ଖୁସିର ରୁହ। ମୁଁ ଆଉ ବଂଚିବାକୁ ଚାହୁଁନି...ବାସ୍‌ ଏମିତି ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ...ସେପଟେ ପରିବାର ଲୋକ କହିଲେ....

  • Wednesday, 26 October 2022
Btech Student
ବିକୃତ ମାନସିକତା..ଚୋରି କରୁଥିଲେ ଝିଅଙ୍କ ଅଣ୍ଡର ଗାର୍ମେଣ୍ଟ

ବିଟେକ୍‌ ପାଠ ପଢିଛନ୍ତି ହେଲେ ମନ ପୂରା ବିକୃତ...ଗର୍ଲପ୍ରେଣ୍ଡକୁ ଖୁସି କରିବା ପାଇଁ ଚୋରି କରୁଥିଲେ ଲକ୍ଷଲକ୍ଷ ଟଙ୍କାର ଅଳଙ୍କାର। ଖାଲି ଏତିକି ନୁହେଁ ବରଂ ଝିଅଙ୍କ ଅଣ୍ଡର ଗାର୍ମେଣ୍ଟ ବି କରୁଥିଲେ ଚୋରି , ଏବେ ଧରାପଡିବା ପରେ....

  • Wednesday, 26 October 2022
The Great Odisha Political Circus
ମୁଖେ ଧରି ନବୀନ ନାମ...ମୁଁ ଯିବି ସ୍ୱର୍ଗଧାମ

ଆରେ..ଭାଉଜ ଛୁଆକୁ କ୍ଷୀର ଦେଉଛି ତୁ କାହିଁକି ହାଣ୍ଡିଆ ପାଟି କରୁଛ? ମୁଁ କୁଆଡେ ଯିବି ନଜାଣି କେମିତି ବାହାରିବି? ମେଳା ଗଲେ ଗୁଲୁଗୁଲା-ବରା ଆଣିବି ନହେଲେ ଏମାନେ ମତେ କୁକୁର ଭଲି ଝାମ୍ପିଦେବେ

  • Wednesday, 26 October 2022
special story
ବିପଦ ସତ୍ୱେ ୪୦ ବର୍ଷ ଧରି ଲୋକପ୍ରିୟ ଅଗ୍ନିପେଣ୍ଡୁ ଖେଳ

ଫୁଟବଲ୍ ଖେଳ ପରି ଅଗ୍ନପେଣ୍ଡୁ ଖେଳ। ଝୋଟଅଖା ତିଆରି ଏକ ବଲ୍ ରେ ନିଆଁ ଲଗାଇ ଖେଳନ୍ତି ଦୁଇଦଳ। ୪୦ ବର୍ଷ ତଳର ଏହି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି ଗାଁ ଲୋକ।

  • Wednesday, 26 October 2022
special story
ଭାଇ ଖେଳ ଦେଖିବ ପଛରେ...ଆଗେ ନିଜ ଦେଶର ପତାକାକୁ ଠିକ୍‌ରେ ଧର

ଚାଲିଥିଲା ଭାରତ-ପାକିସ୍ତାନ୍‌ ମ୍ୟାଚ୍‌...ବାସ୍‌ ଏତିକିବେଳେ ପାକିସ୍ତାନ ପ୍ରଶଂସକ ନିଜ ଦେଶକ ପତାକାକୁ ଓଲଟା ଉଡାଉଥିଲେ। ହେଲେ ଏହାକୁ ଦେଖି ଓଲଟା ଉଡାଉଛ ବୋଲି କହିଲେ ଭାରତୀୟ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

  • Wednesday, 26 October 2022
special story
ବସ୍‌ଷ୍ଟାଣ୍ଡ ନୁହେଁ ଯମଦ୍ୱାରକୁ ରାସ୍ତା

ଏଇଠି ବସ୍‌ ଯାତ୍ରା କରିବାକୁ ହେଲେ କେତେବେଳେ ବି ହୋଇପାରନ୍ତି ଶେଷଯାତ୍ରାର ଶିକାର। ବାରମ୍ବାର ପ୍ରଶାସନକୁ କହିବା ପରେ ବି ନିଦାବିଷ୍ଣୁ ଅଫିସର୍‌...ହଇରାଣ ହେଉଛନ୍ତି ଯାତ୍ରୀ

  • Wednesday, 26 October 2022