ବିଜେଡିରେ ବରିଷ୍ଠ ନେତାଙ୍କୁ ପଚରାଯାଉନି। ଭଲ ପିଲା ରାଜନୀତି କରିବା ଦରକାର। ଇନ୍ଦିରାଙ୍କ ପରେ ଓଡିଶାରେ ଏମିତି ଭୟାନକ ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ପୋଲିସ ନୁହନ୍ତି, ବନ୍ଧୁକ ଧରି ଛିଡା ହେବେ : ଦେବାଶିଷ ନାୟକ, ବରିଷ୍ଠ ବିଜେଡି ନେତା
Published: Rajalaxmi Sahoo
Last updated: 18 February 2023, 01:06 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।