Chinmayee death case
ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର ସରୁନି କାରଣ ଖୋଜା । ଘଟଣାକୁ ୫ଦିନ ବିତିଲାଣି, ହେଲେ ପ୍ରମାଣ ପାଉନି ପୋଲିସ । ତିନି ତିନିଟି ଟିମ୍ ଦ୍ୱାରା ବୁର୍ଲା, ବଲାଙ୍ଗିର ଓ ଭୁବନେଶ୍ୱରରେ ଖୋଳତାଡ଼ ଚଳାଇଛି ପୋଲିସ୍ । ଶେଷରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଓ ଆଉ ଜଣେ ଯୁବକଙ୍କର ଆଜି ଲାଇ ଡିଟେକ୍ସନ ଟେଷ୍ଟ କରାଇଛି । ଏସବୁ ଭିତରେ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ମା’ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)