ବାହା ହେବା ପୁରୁଷ ଅଧିକ ଦିନ ବଞ୍ଚୁଛନ୍ତି । ରକ୍ତଚାପ, ହାର୍ଟଆଟାକ୍ ପରି ରୋଗ ବି କମ୍ ହେଉଛି। ଜାଣନ୍ତୁ ଏମିତି କେମିତି ହେଉଛି ସମ୍ଭବ ?
Published: Pallipuspa Samal
Last updated: 01 March 2023, 01:38 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।