• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Honey Trap
ପୁଣି ହନିଟ୍ରାପ.. ପୁଣି ମନିଟ୍ରାପ୍.. ମହଙ୍ଗା ପଡ଼ିଲା ପାକିସ୍ତାନୀ ଯୁବତୀଙ୍କ ମାୟାଜାଲ

ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି ।

  • Friday, 24 February 2023
MP saving passenger’s
ମଝି ଆକାଶରେ ଜୀବନ ବଂଚାଇଲେ ସାଂସଦ

ଆକାଶରେ ଉଡୁଥିଲା ବିମାନ । ହଠାତ୍‌ ସେନ୍ସଲେସ୍‌ ହେଲେ ଯାତ୍ରୀ...ବାସ୍‌ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ ସାଂସଦ । ମାତ୍ର କିଛି ସମୟ ପରେ ଉଠିକି ବସିଲେ ଯାତ୍ରୀ । ଏମିତି କାମକୁ ସମସ୍ତେ କରୁଛନ୍ତି ପ୍ରଶଂସା

  • Friday, 24 February 2023
PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...

  • Friday, 24 February 2023
News Fuse
ଲେଟ୍‌ରେ ଆସୁଛନ୍ତି..ପଚାରିଲେ କହୁଛନ୍ତି ଫିଲ୍ଡ ୱାର୍କରେ ଯାଇଥିଲୁ

ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍‌ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…

  • Friday, 24 February 2023
ganja sized
ସାଇରନ ବାଜୁଥିଲା କେଁ କେଁ...ଭିତରେ ଥିଲା...

ରାସ୍ତାରେ କେଁ କେଁ କରି ଯାଉଥିଲା ଆମ୍ବୁଲାନ୍ସ । ଏଇ ଆମ୍ବୁଲାନ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ଥିଲା ଅବକାରୀ ବିଭାଗ ପାଖରେ। ବାସ୍‌ ମଝି ରାସ୍ତାରେ ହେଲା ଚଢାଉ...ଆଉ ବାହାରିଲା...

  • Friday, 24 February 2023
utkalmani gopabandhu das
ଉତ୍କଳମଣିଙ୍କ ଜନ୍ମସ୍ଥାନ ରୂପାନ୍ତରିତ ପ୍ରକଳ୍ପର ଲୋକାର୍ପଣ

ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • Thursday, 23 February 2023
Naba Dash Murder case
ଗୋପାଳକୁ ପାଗଳ ସାବ୍ୟସ୍ତ ପାଇଁ ହେଉଛି କି ଉଦ୍ୟମ ?

ସରକାରଙ୍କୁ ପ୍ରଶ୍ନବାଣ ଛାଡ଼ିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।

  • Thursday, 23 February 2023
Scraping
ରାଜ୍ୟରେ ସ୍କ୍ରାପ୍‌ ହେବ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡ଼ି

 ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  • Thursday, 23 February 2023
Kangaroo Court
୨୦୨୩ରେ ମଧ୍ୟଯୁଗୀୟ ପରମ୍ପରା, ବିନା ଦୋଷରେ ଶାସ୍ତି !

ନିଜ ଗାଁରେ ଏମାନେ ବନି ଯାଇଛନ୍ତି ଅପରିଚିତ, ଅଛୁଆଁ ।

  • Thursday, 23 February 2023
Budget
କ’ଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ ?

ଏସବୁକୁ ନେଇ ଚର୍ଚ୍ଚା ଭିତରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ହେବାର ସମ୍ଭାବନା ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ମିଳିଛି ଅନୁମୋଦନ ।

  • Thursday, 23 February 2023
Odisha Politics
ନବୀନ ନିବାସରେ କଂଗ୍ରେସ ବିଧାୟକ ସୁର ଓ ବଡ଼ ପୁଅ ସିଦ୍ଧାର୍ଥ

ଆଗକୁ ହାତ ଛାଡ଼ି ଶଙ୍ଖ ଫୁଙ୍କିବେ କି ସୁର ପରିବାର ?

  • Thursday, 23 February 2023
News Fuse
ରାଲି ପାଇଁ ଆସିଛନ୍ତି...ଜୟନାରାୟଣଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିଦେଲେ

ଜୟ ନାରାୟଣ କାହାକୁ ବାଡେଇଛନ୍ତି ଏମାନେ ମୂଳରୁ ଜାଣିନାହାନ୍ତି, ହେଲେ ରାଲି କରିବା ଲାଗି ଆସିଛନ୍ତି। କି ଲାଜ କିଲୋ? ମୁଁ ମରିଯାଏ...ଚାଲ ଚାଲ ଏଇ ମାଉସୀଙ୍କୁ ପଚାରିବା କୁଆଡେ ଆଇଛନ୍ତି?

  • Thursday, 23 February 2023
Naba Das Murder Case
ଆଉ ଦଳୀୟ ନୁହେଁ ବ୍ୟକ୍ତିଗତ ସ୍ତରରେ ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ

ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ। ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।

  • Wednesday, 22 February 2023
Turkey earthquake | Odia Jawan shares heart wrenching experience in Turkey
ତୁର୍କୀ ଅଭିଯାନର ଅଭୁଲା ଅନୁଭୂତି ବଖାଣିଲେ ଓଡ଼ିଆ ଯବାନ

ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।

  • Wednesday, 22 February 2023
Naba Das murder case
CBI ଉପରେ ଭରସା ନାହିଁ, FBI ଉପରେ ଏତେ ଭରସା !

ବିଶେଷ କରି ବିରୋଧୀ ବିଜେପି ଉପରେ ବର୍ଷିଥିଲେ ନବୀନ । ବିରୋଧୀ କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ।

  • Wednesday, 22 February 2023
ILS Bhubaneswar
ମାତ୍ ଖାଇବ ମାରାତ୍ମକ ମସ୍ତିଷ୍କ ମ୍ୟାଲେରିଆ

ଆଇଏଲଏସ ବୈଜ୍ଞାନିକଙ୍କ ବ୍ରେନ୍ ମ୍ୟାଲେରିଆ ଔଷଧ ଆବିଷ୍କାର ନେଇ ଅନ୍ତର୍ଜାତୀୟ ସାପ୍ତାହିକ ବୈଜ୍ଞାନିକ ପତ୍ରିକା 'ନେଚର'ରେ ଏକ ଆର୍ଟିକିଲ ପ୍ରକାଶ ପାଇଛି । ୨୦୨୧ରେ ସାରା ବିଶ୍ୱରେ ପାଖାପାଖି ୨୪ କୋଟି ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୬ଲକ୍ଷ ୧୯ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି ।

  • Wednesday, 22 February 2023
Naba Das Murder Case
ନବଙ୍କ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ଅଫିସ୍‌ରେ ହୋଇଥିଲା କି ପ୍ଲାନ୍‌?

ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ  ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି

  • Wednesday, 22 February 2023
Congress and BJP targets BJD government for not allowing journalists to Assembly
ସବୁ ଆଡେ ମନା...ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର ?

ସରକାରୀ କାର୍ଯ୍ୟକ୍ରମରେ ନୋ ଏଣ୍ଟ୍ରି, ଲୋକସେବା ଭବନରେ ପ୍ରବେଶ ନିଷେଧ । ବିଧାନସଭା ଚାଲିଥିବା ବେଳେ ଦଉଡି ଧରି ରାସ୍ତା କଲେ ଅବରୋଧ। ସବୁ ଦେଖାଇବେ...କିନ୍ତୁ କୋଉଠିକୁ ପ୍ରବେଶ କରିପାରିବେନି। ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର?

  • Wednesday, 22 February 2023
Villagers urge administration to extend help to divyang girl in Jajpur
ଯନ୍ତ୍ରଣା ଦେଉଛି ଘା’...ସ୍କୁଲ ଯାଉନି...ହ୍ୱିଲ ଚେୟାରରେ ବିତୁଛି ଜୀବନ

ପିଠିରେ ଆବୁ, ଗୋଡରେ ଘା’…ପ୍ରତି ଘଂଟାରେ ବଢାଉଛି ଯନ୍ତ୍ରଣା । ସ୍କୁଲ ଯାଉନି କି ପାଠ ପଢୁନି...ବାପା-ମାଆ ଚାଲିଯିବା ପରେ ପାମ୍ପଡ ବିକି ନାତୁଣୀ ମୁହଁରେ ଆହର ଦେଉଛି ଆଈ। ଘରଦ୍ୱାର କିଛି ନାହିଁ, ସାହାଯ୍ୟ କହିଲେ କିଛି ନାହିଁ

  • Wednesday, 22 February 2023
Ex-minister Captain Dibyashankar Mishra set to marry for second time
ଦ୍ୱିତୀୟ ବିବାହ କରିବେ ଦିବ୍ୟଶଙ୍କର !

ହାତକୁ ଦୁଇ ହାତ ହେବେ ଦିବ୍ୟଶଙ୍କର। ପ୍ରଥମ ବିବାହର ଛାଡପତ୍ର ପରେ ନିଜଠୁ ୨୦ ବର୍ଷର ସାନ ଯୁବତୀଙ୍କୁ ବିବାହ କରିବେ ବିଜେଡି ବିଧାୟକ। ୨୫ ତାରିଖରେ ଏଇଠି ହେବ ବାହାଘର। ଜାଣନ୍ତୁ କିଏ କିଏ ହେବେ ସାମିଲ?

  • Wednesday, 22 February 2023
College-going son goes missing, worried family members keep waiting for his return
୧୭ ଦିନ ହେଲା ଧନ ତତେ ଦେଖିନି....ତୁ ଫେରିଆରେ....

୧୭ ଦିନ ହେଲାଣି ଘରୁ ପଳାଇଛି ଭେଣ୍ଡିଆ ପୁଅ । ଖୋଜି ଖୋଜି ପୂରା ପରିବାର ନୟାନ୍ତ ହେଲାଣି...ପୁଅକୁ ପାଉନାହାନ୍ତି। ବଣରୁ ସାଇକେଲ ପାଇବା ପରେ ଘର ଦୁଆରେ କାନ୍ଦୁଛି ମାଆ

  • Wednesday, 22 February 2023
Former Cuttack-Choudwar MLA Pravat Biswal faces corruption slur
ପ୍ରେସମିଟ୍‌ରେ ରାଗିଗଲେ...ଫଁ ଫଁ ହେଲେ ପ୍ରଭାତ

ପ୍ରଭାତଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଦେଖୁନୁରେ କେମିତି ଗର୍ଜିଲେଣି...ଆଲୋ ଆଲୋ ଇଏ କଣ କହିଲେ? ପ୍ରଭାତ କଣ ଦୁର୍ନୀତି କରେ ତାହା ଦୁନିଆ ଜାଣେ। ହଁ...ଚିଟଫଣ୍ଡ ଗିରଫ ବେଳେ ସମସ୍ତେ ଜାଣିଲେ।

  • Wednesday, 22 February 2023
SHG
ମିଶନ ଶକ୍ତି କର୍ମୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍‌ !

ଓଡିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି । ତେଣୁ ତାର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍ ଲଲିପପ୍ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ

  • Tuesday, 21 February 2023
Journalist
ସାମ୍ବାଦିକ ଓ ଗଣମାଧ୍ୟମଙ୍କ ପ୍ରତି କାହିଁକି ଏତେ ବିତସ୍ପୃହ ସରକାର ?

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବାରଣ । ଆଦିବାସୀ ମେଳାରେ ପ୍ରବେଶ ନିଷେଧ । ବିଧାନସଭା ଆଗରେ ଦଉଡ଼ି ଲଗାଇ ବାଟ ବନ୍ଦ । କଣ ରାଜ୍ୟ ସରକାରଙ୍କୁ ଘାରିଛି କି ସାମ୍ବାଦିକ ଡର ?

  • Tuesday, 21 February 2023
Naba Das
ବଜେଟ୍ ଅଧିବେଶନ ଆରମ୍ଭରୁ ନବ ଦାସ ହତ୍ୟା ତାତି

ନବ ଦାସ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

  • Tuesday, 21 February 2023