ମହାନଦୀ ଟ୍ରିବ୍ୟୁନାଲ୍ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଠିକ୍ ପୂର୍ବରୁ ଚାଲାକି ଦେଖାଇଛି ପଡ଼ୋଶୀ ରାଜ୍ୟ। ଖରା ଦିନେ ଆଦୌ ପାଣି ଛାଡ଼ୁନଥିବା ଛତିଶଗଡ଼, ଏବେ କିନ୍ତୁ କଲମା ବ୍ୟାରେଜର ୨୦ଟି ଗେଟ୍ ଖୋଲି ତଳମୁଣ୍ଡକୁ ପାଣି ଛାଡ଼ିଛି। ସେପଟେ ରାଜ୍ୟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣି ଥରେ ତେଜିଛି ରାଜନୀତି।...
ଉପନିର୍ବାଚନ ଭୋଟ ପୂର୍ବରୁ ଝାରସୁଗୁଡ଼ାରେ ଜୋଡତୋଡ଼ ରାଜନୀତିକୁ ନେଇ ଚର୍ଚ୍ଚା...ପରାଜୟ ଭୟରେ ବିଜେପି ଓ କଂଗ୍ରେସ ନେତାଙ୍କୁ ବିଜେଡି ଟାଣୁଥିବା କହି ବର୍ଷିଲେ ବିରୋଧୀ, ଟଙ୍କା ଓ ପଦ ଯଚାଯାଉଥିବା ଅଭିଯୋଗ, ଜବାବ ରଖିଲା ବିଜେଡି...
ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ଛାଡ଼ି ଏଣିକି ହାଇବ୍ରିଡ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର...ଅର୍ଥ ବିଭାଗର ଅଫିସ ମେମୋରାଣ୍ଡମ ପରେ ହାଇବ୍ରିଡ ଯାନ କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ...କିଏ ଚଢ଼ିବେ କେତେ ଦାମର ଗାଡ଼ି ଦେଖିବା ରିପୋର୍ଟ...
ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ରର ବଡ଼ ପଦକ୍ଷେପ...ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି, ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ, ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା...
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !
ଓଡ଼ିଶାର 45 ଡିଗ୍ରୀ ତାପମାତ୍ରାରେ ବି ଜମ୍ମୁକାଶ୍ମୀର ଭଳି ଆପୁଲ୍ ଫଳେଇ ପାରିଛନ୍ତି କାଳେଶ୍ୱର କାଣ୍ଡ.. କେମିତି ? ଆସନ୍ତୁ ଜାଣିବା..
ଅନ୍ୟସବୁ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ଆରମ୍ଭ ହୋଇଥାଏ ରଥ ନିର୍ମାଣ କାର୍ଯ୍ୟ.. ହେଲେ କେନ୍ଦୁଝରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି..
ଅପରାଜିତା ମ୍ୟାଡାମ୍ ଏମିତି ପାଠ ପଢେଇଲେ ଯେ, ପିଲା ପୂରା ଚୁପ୍..
ଅକ୍ଷୟ ତୃତୀୟା ଅବସରରେ ଲଣ୍ଡନରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀ ଅବସରରେ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମନ୍ଦିର ନିର୍ମାଣ ନେଇ ଘୋଷଣା ହୋଇଛି ।
STFକୁ ଚକମା ଦେବା ଲାଗି ମିରଟ, ଆଜମେର, ଝାନସୀ, ନାସିକ ପରେ ପୁଣେ ଦେଇ ବରଗଡ଼ ଚାଲି ଆସିଥିଲା ଗୁଡ୍ଡୁ ।
ସମସ୍ତଙ୍କୁ ଆଉ କିଛି ଦିନ ଜଗିରଖି ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
ସମ୍ବଲପୁର ଘଟଣାକୁ ନେଇ ସେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।
କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବାକୁ ଦାବି ଉଠିଛି ।
ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।
ପ୍ରାୟ ହଜାର ଟଙ୍କା ଦେଇ ଆମେ କାଜୁରେ ତିଆରି ମିଷ୍ଟାନ ଘରକୁ କିଣିକି ଆଣୁ..ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ.. କାଜୁ ଚାଷୀଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳେନି.. କଠିନ ପରିଶ୍ରମ ପରେ ଶାଗ ମାଛ ଦରରେ କାଜୁ ବିକ୍ରି କରି ହତାଶ ହୋଇପଡ଼ିଛନ୍ତି କାଜୁ ଚାଷୀ
ଏ ବାଦ୍ୟ ବାଜିଲେ ଛୋଟରୁ ବଡ ସମସ୍ତଙ୍କ ଛାତି ଦୁଲିକି ପଡେ..ବାହାଘର ହେଉ କି ଦେବଦେବୀ ପୂଜା ସବୁଠି ରହିଛି ଏହି ବଜାର ମହତ୍ୱ.. ଏ ହେଉଛି ଗଣ୍ଡାବଜା..ହଜାର ହଜାର ବର୍ଷ ପୁରୁଣା ଲୋକବାଦ୍ୟ
ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛି ଜଣେ ନାଚାର ଜନପ୍ରତିନିଧିଙ୍କ କଥା.. ପଦବୀ ଅଛି, କାମ କରିବାକୁ ଇଚ୍ଛାଶକ୍ତି ଅଛି ଆଉ କ୍ଷମତା ବି ଅଛି କିନ୍ତୁ ସେ ଅସହାୟ..
ସମ୍ବଲପୁରରେ ହିଂସା ଥମିଲାଣି, ହେଲେ ହିଂସାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନି । ସହରରେ ଘଟି ଯାଇଥିବା ହିଂସା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି-ବିଜେଡି ।
ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ ପରେ ଶେଷରେ ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC)। ଗତକାଲି ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବି ପାଇଁ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।
ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି ।
ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି।
ଅଲିଭ ରିଡଲେ କଇଁଛଙ୍କ ପାଇଁ ଟ୍ରଲର ଚଳାଚଳ ଉପରେ ଲାଗିଛି ରୋକ୍, ଚିନ୍ତାରେ ମତ୍ସ୍ୟଜୀବୀ
ନିଶାମୁକ୍ତ ସମାଜର ବାର୍ତ୍ତା ନେଇ ରିକ୍ସାରେ ଭାରତ ଭ୍ରମଣ କରୁଛନ୍ତି ବୃଦ୍ଧ
ଏଇଠି ପୂଜା ପାଆନ୍ତି କୃଷକ ଦେବତା, ଭକ୍ତ ବି କୃଷକ ଭଗବାନ ବି କୃଷକ...ରାଜ୍ୟର ପ୍ରଥମ କୃଷକ ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା...
ବାଜା ବାଜୁଛି, ବିରାଟ ପଟୁଆର ଯାଉଛି..ପାଖରେ ପୁଣି ବାଘ ବୁଲୁଛି ଆଉ ନାଚୁଛନ୍ତି ଶିବ-ପାର୍ବତୀ