ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ
ରାଜ୍ୟରେ ନିୟମିତ ଚଳାଚଳ ପୂର୍ବରୁ ସଫଳତାର ସହ ସରିଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍...୬ଟି ଷ୍ଟପେଜ୍ ସହ ମାତ୍ର ୬ଘଣ୍ଟା ୨୫ ମିନିଟରେ ହାୱଡ଼ାରୁ ପହଞ୍ଚିଲା ପୁରୀ...ସେମି ହାଇସ୍ପିଡ ଟ୍ରେନରେ ଯାତ୍ରୀଙ୍କ ପାଇଁ କଣ ରହିଛି ବ୍ୟବସ୍ଥା ଦେଖିବା ରିପୋର୍ଟ
ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ କାହିଁକି ହେଲା ହିଂସା, କିଏ ଦାୟୀ... ସରଜମିନ ତଦନ୍ତ ପାଇଁ ୪ ଜଣିଆ କମିଟି ଗଢ଼ିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...ଏପଟେ ହିନ୍ଦୁ ସମାଜ ପ୍ରତି ଅତ୍ୟାଚାର ବଢୁଥିବା କହି ବର୍ଷିଲେ ଧର୍ମେନ୍ଦ୍ର...ଜବାବ ରଖିଲା ବିଜେଡି
ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।
ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ
ଇଏ ପରା ମନ୍ତ୍ରୀ, ଯେତେ ଖାଇଲେ ବି ହଜମ ହେଇଯିବରେ ନାରଣ...
କେବେ ରୋଗ ପୋକ ତ ଆଉ କେତେବେଳେ ମରୁଡ଼ି । ଏବେ ଅଦିନିଆ ବର୍ଷା ଓ କୁଆପଥର ଯେପରି ଦାଉ ସାଧୁଛି ବରଗଡ଼ ଜିଲ୍ଲାର ଚାଷୀଙ୍କ ପାଇଁ ....
ଭୁବନେଶ୍ୱରରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ଆଜି ସକାଳ ୬ଟା ୧୦ରେ ହାୱଡ଼ାରୁ ଟ୍ରାଏଲ ରନ୍ କରିଥିଲା।
ଜଣେ ଅନାଥକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲା ବରପାଲିର ଜଣେ ଯୁବ ବ୍ୟବସାୟୀ । ସମ୍ବଲପୁରର ଏକ ଆଶ୍ରମର ଅନ୍ତେବାସୀ ପୂଜାଙ୍କୁ ବିବାହ କରି ପରିବାର ସହ ସାଙ୍ଗରେ ଘରକୁ ନେଇଯାଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ପ୍ରକାର ସହଯୋଗ ଦେଇଛି...
ବିଶ୍ୱାସରେ ଭଗବାନ ମିଳନ୍ତି । ଆଉ ସେହି ବିଶ୍ୱାସ ପାଇଁ ଏଠି ଭକ୍ତ ଓ ଭଗବାନ ଏକାଠି । ମା’ ବୋଲି ଡାକିଲେ ସେ... ଓ କରନ୍ତି...
ପାଣି ପିଇବା ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ । ଆଉ ଏହି ନିରିହ ବନ୍ୟଜନ୍ତୁକୁ ଲୋକେ ଶିକାର ବି କରୁଥିଲେ । ଶେଷରେ ସରପଞ୍ଚଙ୍କ ଉଦ୍ୟମରେ ସଂରକ୍ଷିତ ଜଙ୍ଗଲରେ ଖୋଳାଗଲା ପୋଖରୀ...
ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ୱାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କ’ଣ ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ । ଯେଉଁଠି ପୁଳାପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି ପାଇଛି ପୋଲିସ୍ ।
ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଜୀବନ ଜୀଉଁଥିବା କେନ୍ଦ୍ରାପଡ଼ା ଏକମାଣିଆ ପଞ୍ଚାୟତବାସୀଙ୍କ ଦୁଃଖ ଦୂର ହେବ କେବେ, ତାହା ଭଗବାନଙ୍କୁ ହିଁ ଜଣା । ରାସ୍ତା ଖଣ୍ଡେ ନାହିଁ ବୋଲି ନୌଯାତ୍ରା କରି ଜୀବନକୁ ପାଣି ଛଡ଼ାଉଥିବା ଅଞ୍ଚଳବାସୀ ଆଜି ଆଉ ଜଣଙ୍କୁ ହରାଇବା ପରେ ବ୍ୟବସ୍ଥା ବିରୋଧରେ ବିଷୋଦଗାର କରିଛନ୍ତି ।
ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି । ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ ।
କଂଗ୍ରେସ, କମିଟି ଆଉ କନ୍ଦଳ । ରାଜ୍ୟ କଂଗ୍ରେସର କମିଟି ଘୋଷଣା ହେବା ପରେ ବିଧାୟକ ଗୋଷ୍ଠୀ ଏହାକୁ ନେଇ ବିରୋଧ ଆରମ୍ଭ କଲେଣି । ବଡ ଟିମ୍ ଗଠନ ପରେ ବି ଦଳରେ କାହିଁକି ଅସନ୍ତୋଷ କମୁନି ତାକୁ ନେଇ ଚର୍ଚ୍ଚା ।
ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି ।
ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ପେଟ୍ରୁ ପଞ୍ଚାୟତର ଜିଲ୍ଲାଗୁଣ୍ଠା ବାସୀଙ୍କ ପାଇଁ ପାନୀୟ ଜଳ ଦିବା ସ୍ଵପ୍ନ । ଜଳ ସଙ୍କଟ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ସମାସ୍ୟାର ସମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଠାରୁ ସ୍ଥାନୀୟ ବିଧାୟକଙ୍କ ଯାଏ ନେହୁରା ହୋଇଥିଲେ ମଧ୍ୟ ଏଯାଏ ସମସ୍ୟାର ସମାଧାନ ହୋଇନାହିଁ...
ଏବେ ବି ଅପହଞ୍ଚ ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ । ନେଟୱର୍କ୍ ନ ଥିବାରୁ ପାହାଡ ଉପରେ ଚାଲିଛି ଜନ ସେବା କେନ୍ଦ୍ର । ଜନ ସାଧାରଣ ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିମି ପାହାଡ ଚଢ଼ିବାକୁ ପଡୁଛି..
ହାତରେ ସାଇକେଲ.. ସାଇକେଲ ଉପରେ ଷ୍ଟେସନାରୀ ସାମଗ୍ରୀ.. ଆଉ ଏସବୁକୁ ବିକ୍ରି କରିବା ପାଇଁ ବାହାରିଛନ୍ତି ଦୃଷ୍ଟିବାଧିତ ଲକ୍ଷ୍ମଣ ଶବର.. ଗାଁ ଗାଁ ବୁଲି ବିକ୍ରି କରି ପଇସା ଆଣିଲେ ପରିବାର ଚଳିବ..
ଅଚଳ ହୋଇପଡ଼ିଛି ପୂରା ଶରୀର.. ଏପଟେ ଅସହ୍ୟ ଯନ୍ତ୍ରଣା ସହିହେଉନି..ସ୍ତ୍ରୀ ପିଲାଙ୍କ ମୁହଁକୁ ଦେଖିଲେ ଛାତି ଫାଟିଯାଉଛି..ମେରୁଦଣ୍ଡ ଭଲ କରିଦିଅ ବୋଲି ହାତ ଯୋଡ଼ି କରୁଛନ୍ତି ଗୁହାରି..
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୪ବର୍ଷ ହେଲା ଭଙ୍ଗା ଗୋଡ଼ରେ ଘରେ ପଡି ପଡି ଗୋଡ଼ରେ କିଡ ହେବା ପରେ ଗ୍ରାମବାସୀ ଓ ପଣ୍ଡିତଙ୍କ ପରାମର୍ଶ କ୍ରମେ ଶେଷରେ ରୋଗ ଭଲ ପାଇଁ ନିକଟସ୍ଥ ଶୈବ ମନ୍ଦିରରେ ମୁଣ୍ଡନ ହେବାସହ ପୂଜାର୍ଚନା କରି ପ୍ରାୟଶ୍ଚିତ କଲେ ଜଗବନ୍ଧୁ...
ନେତା ହୋଇ ବି ଲାଇନରେ ରହିଲେ ହେଲେ ଅନ୍ନ ବେଳକୁ ନା ନା...
ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ। କୋମଳମତି ଶିଶୁଙ୍କ ପାଇଁ ସରକାର ଦେଉଥିବା ଛତୁଆ, ଖାଇବା ଉପଯୋଗୀ ନୁହେଁ। ଆସିଛି ଏମିତି ସାଂଘାତିକ ଅଭିଯୋଗ। ଏ ଛତୁଆକୁ ଶିଶୁଙ୍କ ବଦଳରେ ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଅଭିଭାବକ।
IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ । ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ରତ୍ନଭଣ୍ଡାର ଚାବି, ଜଗନ୍ନାଥ ମନ୍ଦିର ଫାଇଲ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଗୃହ ବିଭାଗରୁ ଗାଏବ ଜୁଡିସିଆଲ ତଦନ୍ତ ରିପୋର୍ଟ। ୧୯୩୬ରୁ ୧୯୯୯ ପର୍ଯ୍ୟନ୍ତ ହୋଇଥିବା ବିଚାର ବିଭାଗୀୟ ତଦନ୍ତ ସମ୍ବନ୍ଧରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ସତ୍ୟପାଠ ଦାଖଲ କରି ମାନିଛନ୍ତି ସରକାର। ଯାହାକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ।.