Advertisment

ସାମ୍ବାଦିକ ଓ ଗଣମାଧ୍ୟମଙ୍କ ପ୍ରତି କାହିଁକି ଏତେ ବିତସ୍ପୃହ ସରକାର ?

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବାରଣ । ଆଦିବାସୀ ମେଳାରେ ପ୍ରବେଶ ନିଷେଧ । ବିଧାନସଭା ଆଗରେ ଦଉଡ଼ି ଲଗାଇ ବାଟ ବନ୍ଦ । କଣ ରାଜ୍ୟ ସରକାରଙ୍କୁ ଘାରିଛି କି ସାମ୍ବାଦିକ ଡର ?

author-image
Tanmay Kumar Mahalik

ସାମ୍ବାଦିକ ଓ ଗଣମାଧ୍ୟମଙ୍କ ପ୍ରତି କାହିଁକି ଏତେ ବିତସ୍ପୃହ ସରକାର ? ସରକାରୀ କାର୍ଯ୍ୟକ୍ରମ ମନା, ଲୋକସେବା ଭବନରେ ପ୍ରବେଶ ନିଷେଧ, ଶେଷରେ ବିଧାନସଭା ଅଧିବେଶନକୁ ବି ଦଉଡି ଟାଣି ବାରଣ। ଏସବୁ ଦେଖି ବିରୋଧୀ ଖପ୍ପା ହୋଇଥିବାବେଳେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ତର୍ଜମା କରିବାକୁ। ଗଣତନ୍ତ୍ର ପ୍ରତି ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ଚେତାଇ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ।

Advertisment
Odisha Govt Journalist Odisha Assembly
Advertisment
Advertisment