ପ୍ରଭାତଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଦେଖୁନୁରେ କେମିତି ଗର୍ଜିଲେଣି...ଆଲୋ ଆଲୋ ଇଏ କଣ କହିଲେ? ପ୍ରଭାତ କଣ ଦୁର୍ନୀତି କରେ ତାହା ଦୁନିଆ ଜାଣେ। ହଁ...ଚିଟଫଣ୍ଡ ଗିରଫ ବେଳେ ସମସ୍ତେ ଜାଣିଲେ।
Published: Rajalaxmi Sahoo
Last updated: 22 February 2023, 03:03 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।