ନବ ଦାସଙ୍କ ମୃତ୍ୟୁ ପରେ ଅଶାନ୍ତ ହେଉଛି କି ତାଙ୍କ ଆଧିପତ୍ୟରେ ଥିବା ପଶ୍ଚିମ ଓଡ଼ିଶାର ଶିଳ୍ପ ସାମ୍ରାଜ୍ୟ ? ଗତ ୧୭ ତାରିଖରେ ସମ୍ବଲପୁର ଗୋଳାମାଲ ଅଞ୍ଚଳରେ ଏକ ଆସ୍ କଂପାନୀରେ କିଛି ସ୍ଥାନୀୟ ଶାସକଦଳ ନେତା ଓ ସମର୍ଥକଙ୍କ ନାଲିଆଖି ଏବଂ ହତ୍ୟା ଧମକ ପରେ ଏ ଶଙ୍କା ଅଧିକ ଦୃଢ଼ୀଭୁତ ହୋଇଛି। ଏମିତିକି ଏହା ପଛରେ ଜଣେ ଉପକୂଳ ନେତା ଓ ପଡ଼ୋଶୀ ବରଗଡ଼ ଜିଲ୍ଲାର ପୂର୍ବତନମନ୍ତ୍ରୀଙ୍କ ଚକ୍ରାନ୍ତ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ତେଣେ ଝାରସୁଗୁଡ଼ାବାସୀ କହିଲେଣି ସରକାର ଏଠାକାର ଶାନ୍ତି ଓ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ।
Published: Tanmay Kumar Mahalik
Last updated: 22 February 2023, 09:36 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।