Naba Das Murder Case
ନବ ଦାସଙ୍କ ମୃତ୍ୟୁ ପରେ ଅଶାନ୍ତ ହେଉଛି କି ତାଙ୍କ ଆଧିପତ୍ୟରେ ଥିବା ପଶ୍ଚିମ ଓଡ଼ିଶାର ଶିଳ୍ପ ସାମ୍ରାଜ୍ୟ ? ଗତ ୧୭ ତାରିଖରେ ସମ୍ବଲପୁର ଗୋଳାମାଲ ଅଞ୍ଚଳରେ ଏକ ଆସ୍ କଂପାନୀରେ କିଛି ସ୍ଥାନୀୟ ଶାସକଦଳ ନେତା ଓ ସମର୍ଥକଙ୍କ ନାଲିଆଖି ଏବଂ ହତ୍ୟା ଧମକ ପରେ ଏ ଶଙ୍କା ଅଧିକ ଦୃଢ଼ୀଭୁତ ହୋଇଛି। ଏମିତିକି ଏହା ପଛରେ ଜଣେ ଉପକୂଳ ନେତା ଓ ପଡ଼ୋଶୀ ବରଗଡ଼ ଜିଲ୍ଲାର ପୂର୍ବତନମନ୍ତ୍ରୀଙ୍କ ଚକ୍ରାନ୍ତ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ତେଣେ ଝାରସୁଗୁଡ଼ାବାସୀ କହିଲେଣି ସରକାର ଏଠାକାର ଶାନ୍ତି ଓ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)