ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।
ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଗଛ ସହ କଥା ହେଉଛନ୍ତି, ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ସାଙ୍ଗରେ ସାହାଯ୍ୟ କରୁଛନ୍ତି ପତ୍ନୀ...ଛାତ ଉପରେ, ବାଡିରେ...ସବୁଆଡେ ଭର୍ତ୍ତି ହୋଇ ରହିଛି ଗଛ
ମୁଁ ଶ୍ରୀକ୍ଷେତ୍ର ବୋହୂ, କୋଉଠି ହାରିବିନି....ସ୍ୱାମୀଙ୍କଠାରୁ ପ୍ରେରଣା ପାଇ ଜାତୀୟ ସ୍ତରରେ ମେଡାଲ ଜିତିଲେ। ଏବେ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ପାଇଁ ଆରମ୍ଭ କରିଦେଲେଣି ପ୍ରସ୍ତୁତି
ଏଇଟା ସରକାରୀ ଅଫିସ୍ ତ? ଇଏ କଣ? ଦେଶୀ ଖାସି ମାଂସ ତରକାରୀ...ମଦ..ଆଲୋ ଏଇଡୁ କଣ? ଆମକୁ ଦେଖି ବାବୁ କଣ ଏତେ ଜୋରରେ ହସୁଛନ୍ତି?
ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।
ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।
ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି ।
ଆକାଶରେ ଉଡୁଥିଲା ବିମାନ । ହଠାତ୍ ସେନ୍ସଲେସ୍ ହେଲେ ଯାତ୍ରୀ...ବାସ୍ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ ସାଂସଦ । ମାତ୍ର କିଛି ସମୟ ପରେ ଉଠିକି ବସିଲେ ଯାତ୍ରୀ । ଏମିତି କାମକୁ ସମସ୍ତେ କରୁଛନ୍ତି ପ୍ରଶଂସା
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...
ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…
ରାସ୍ତାରେ କେଁ କେଁ କରି ଯାଉଥିଲା ଆମ୍ବୁଲାନ୍ସ । ଏଇ ଆମ୍ବୁଲାନ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ଥିଲା ଅବକାରୀ ବିଭାଗ ପାଖରେ। ବାସ୍ ମଝି ରାସ୍ତାରେ ହେଲା ଚଢାଉ...ଆଉ ବାହାରିଲା...
ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସରକାରଙ୍କୁ ପ୍ରଶ୍ନବାଣ ଛାଡ଼ିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।
ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ନିଜ ଗାଁରେ ଏମାନେ ବନି ଯାଇଛନ୍ତି ଅପରିଚିତ, ଅଛୁଆଁ ।
ଏସବୁକୁ ନେଇ ଚର୍ଚ୍ଚା ଭିତରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ହେବାର ସମ୍ଭାବନା ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ମିଳିଛି ଅନୁମୋଦନ ।
ଆଗକୁ ହାତ ଛାଡ଼ି ଶଙ୍ଖ ଫୁଙ୍କିବେ କି ସୁର ପରିବାର ?
ଜୟ ନାରାୟଣ କାହାକୁ ବାଡେଇଛନ୍ତି ଏମାନେ ମୂଳରୁ ଜାଣିନାହାନ୍ତି, ହେଲେ ରାଲି କରିବା ଲାଗି ଆସିଛନ୍ତି। କି ଲାଜ କିଲୋ? ମୁଁ ମରିଯାଏ...ଚାଲ ଚାଲ ଏଇ ମାଉସୀଙ୍କୁ ପଚାରିବା କୁଆଡେ ଆଇଛନ୍ତି?
ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ। ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।
ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।
ବିଶେଷ କରି ବିରୋଧୀ ବିଜେପି ଉପରେ ବର୍ଷିଥିଲେ ନବୀନ । ବିରୋଧୀ କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ।
ଆଇଏଲଏସ ବୈଜ୍ଞାନିକଙ୍କ ବ୍ରେନ୍ ମ୍ୟାଲେରିଆ ଔଷଧ ଆବିଷ୍କାର ନେଇ ଅନ୍ତର୍ଜାତୀୟ ସାପ୍ତାହିକ ବୈଜ୍ଞାନିକ ପତ୍ରିକା 'ନେଚର'ରେ ଏକ ଆର୍ଟିକିଲ ପ୍ରକାଶ ପାଇଛି । ୨୦୨୧ରେ ସାରା ବିଶ୍ୱରେ ପାଖାପାଖି ୨୪ କୋଟି ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୬ଲକ୍ଷ ୧୯ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି ।
ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି
ସରକାରୀ କାର୍ଯ୍ୟକ୍ରମରେ ନୋ ଏଣ୍ଟ୍ରି, ଲୋକସେବା ଭବନରେ ପ୍ରବେଶ ନିଷେଧ । ବିଧାନସଭା ଚାଲିଥିବା ବେଳେ ଦଉଡି ଧରି ରାସ୍ତା କଲେ ଅବରୋଧ। ସବୁ ଦେଖାଇବେ...କିନ୍ତୁ କୋଉଠିକୁ ପ୍ରବେଶ କରିପାରିବେନି। ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର?