ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI।
କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।
ବରଗଡ଼ ଓ ବଲାଙ୍ଗିରରେ ଖୋଲାଖୋଲି ଅସନ୍ତୋଷ । ବରଗଡ଼ ଓ ବଲାଙ୍ଗିର ବିଜେଡି ଯୁବ ସଭାପତିଙ୍କ ଅସନ୍ତୋଷ ।
କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ, ସୁଦାମ, ସାରଦାଙ୍କ ଶପଥପାଠ । ଆରୁଖଙ୍କୁ ଅର୍ଥ, ସୁଦାମଙ୍କୁ ସ୍କୁଲ ଓ ଗଣଶିକ୍ଷା, ସାରଦାଙ୍କୁ ଶ୍ରମ ବିଭାଗ ।
ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।
ପରାଜୟ ସ୍ୱୀକାର କରୁଛୁ, ଆଗାମୀ ନିର୍ବାଚନରେ ଜିତିବୁ । ନବ ବାବୁଙ୍କ ହତ୍ୟାକାରୀ ଆଜିଯାଏଁ ଧରିପଡିଲା ନାହିଁ । ପ୍ରସଙ୍ଗ ଥିବା ପରେ ବି ନିର୍ବାଚନରେ କଂଗ୍ରେସ କାହିଁକି ବାଜି ମାରିଲା ନାହିଁ? ଶୁଣନ୍ତୁ କଣ କହୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ
କେବେ ଖାଇଛନ୍ତି କି ସୁନସୁନିଆ ଶାଗ କଦଳୀପତ୍ର ସେକା ? ସୋରିଷ, ଜିରା ଓ ଲଙ୍କା ଦେଇ ଏମିତି କରନ୍ତୁ ଏହି ସ୍ୱତନ୍ତ୍ର ଡିସ୍...ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ଏକା ସାଙ୍ଗରେ ମାଟ୍ରିକ୍ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ
ବିଲ କାମ କରିବାକୁ ଯାଇଥିଲେ, ଘଡଘଡିରେ ଜୀବନ ଚାଲିଗଲା । ପ୍ରଶାସନ ପାଖକୁ ଦୌଡି ଦୌଡି ୭ ବର୍ଷ ହେଲା କିନ୍ତୁ ସହାୟତା ମିଳିଲାନି । ସରକାରୀ ଯୋଜନା ତାହାଲେ କାହାପାଇଁ ?
ପିଲାଟି ଦିନରୁ ମାଆ ଚାଲିଗଲା....ଜେଜେ ମାଆ ପାଖରେ ସେ ମଣିଷ ହେଲା । ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ଶିକ୍ଷକଙ୍କ ସାହାଯ୍ୟରେ ସେ ପାଠ ପଢୁଥିଲା । ହେଲେ ପିଲାଟି ଦିନରୁ ମାଆକୁ ହରାଇଥିବାରୁ ବଡ ହୋଇ ଡାକ୍ତର ହେବାକୁ ସେ ଦେଖୁଛି ସ୍ୱପ୍ନ ।
ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ପୂରଣ କରିବେ । କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଜନକଲ୍ୟାଣ ଯୋଜନାରେ ଖର୍ଚ୍ଚ କରିବ ୬୨ ହଜାର କୋଟି । ଏତେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ବଢିଲା ଚର୍ଚ୍ଚା
ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।
ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ ସ୍ୱାମୀଙ୍କୁ ଛକିଥିଲା ଯମ, ଘରେ ପହଞ୍ଚିଥିଲେ ପୂଜା ହୋଇଥାଆନ୍ତେ...ହେଲେ ଘରକୁ ତ ଫେରିଲେ ପୂଜା ପାଇଁ ନୁହେଁ ବରଂ ଶବ ହୋଇ
ବ୍ୟାଙ୍କରୁ ଟଙ୍କା ଉଠାଇଲା ବେଳେ, କେତେବେଳେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମିଶୁ ନଥିଲା ତ ତେକେବେବେଳେ ଆଖି ସମସ୍ୟା ଓ ଲିଙ୍କ ଫେଲୁଅର ପାଇଁ ଟଙ୍କା ଉଠାଇ ହେଉ ନଥିଲା।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।
ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ ।
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ। ସବୁ ପ୍ରମାଣ ଥାଇ କାହିଁକି ନିଦାବିଷ୍ଣୁ ଜିଲ୍ଲା ଶିକ୍ଷାଧିକାରୀ ?
ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା ।
ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।
୬୦ ନୁହେଁ ୧୦୦ ଛୁଇଁଲାଣି ବାବୁ, ଏତେ ଥର ଗୁହାରି କଲି କିନ୍ତୁ କେହି ଶୁଣିଲେନି । ଆଉ କେତେ ଗୁହାରି କରିବି? କେତେ ନେହୁରା ହେବି? ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା
ହାତୀ ଯାଉଥିଲା ତା’ ରାସ୍ତାରେ, ବାଡି ପଥର ପକେଇଲେ ବୋଲି...ରାଗିଗଲା ହାତୀ...ପାଦରେ ଦେଲା ମକଚି
୧୦୦ ଘଣ୍ଟାରେ ୧୦୦ କିମିରୁ ଅଧିକ ରାସ୍ତା ତିଆରି କରିଦେଲା NHAI । ଏତେ କମ୍ ସମୟରେ ଏତେ ଅଧିକ କିମିର ରାସ୍ତା ହୋଇଥିବାରୁ ସବୁଆଡୁ ମିଳିଲା ପ୍ରଶଂସା
ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ମେନ୍ୟୁରେ କଣ ରହିଛି ଖାଇବା? ରେଟ୍ ଜାଣିଛନ୍ତି ତ?
ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ