• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Outsourcing agencies of Odisha Govt put under ‘Mo Sarkar’
ଆଉଟସୋର୍ସିଂ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍!

ଆଉଟସୋର୍ସିଂ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍!

  • Wednesday, 08 February 2023
News Fuse | Passengers cross railway track with luggage at risk few seconds before train arrival
ଟ୍ରେନ ଆସୁଛି...ଚକ ତଳେ ବସି ଜିନିଷ ଗୋଟାଉଛନ୍ତି ମଣିଷ

ଏମାନଙ୍କୁ ଏସନ ସାହସିକତା ପୁରସ୍କାର ମିଳିବ। ଦେଖୁନୁରେ ନାରଣ, ଟ୍ରେନ କେମିତି ହର୍ଣ୍ଣ ଦେଇ ଆଗକୁ ମାଡିଆସୁଛି...ଏ ଭାଇ ଜଣକ ରେଳ ସାମ୍ନାରେ ଜିନିଷ ଧରି ଧାଉଁଛନ୍ତି। ଏମାନଙ୍କୁ କହିବୁ କଣ?

  • Wednesday, 08 February 2023
Orphan siblings seek financial assistant to take care of themselves in Mohana
ଜନ୍ମ କରିନାହାନ୍ତି, ମାଆ ପରି ପାଳୁଛନ୍ତି...

ବାପା-ମାଆ ଚାଲିଯିବା ପରେ କୁନି ଭାଇର ମାଆ ପରି ଯତ୍ନ ନେଉଛନ୍ତି ଶ୍ରୀୟା। ସକାଳୁ ରାତି ପର୍ଯ୍ୟନ୍ତ ଖୋଇବାଠୁ, ଶୋଇବା...ସବୁ କାମ କରିବା ସହିତ ପିଣ୍ଡାରେ ବସି ପଢାଉଛନ୍ତି ପାଠ। ସାହାଯ୍ୟ ମିଳିଲେ ପାଠ ପଢିବେ ବୋଲି କହୁଛନ୍ତି ଭାଇ-ଭଉଣୀ

  • Wednesday, 08 February 2023
Monkey menace haunts locals in Deogarh
ଘର ଭିତରେ ମାଙ୍କଡ ରହୁଛନ୍ତି, ବାହାରେ ମଣିଷ...

ଏ କି ଅବସ୍ଥା !! ଘର ଭିତରକୁ ଜୋର ଜବରଦସ୍ତ ପଶୁଛନ୍ତି ମାଙ୍କଡ। ଭୟରେ ବାହାରେ ରହୁଛନ୍ତି ମଣିଷ । ଯଦି ଏକା ଘରୁ କୁଆଡେ ବାହାରିବ, ତେବେ ଗୋଡେଇ ଗୋଡେଇ ମାଙ୍କଡ ପଲ ଏମିତି କାମୁଡୁଛନ୍ତି...

  • Wednesday, 08 February 2023
Meet Bana Bihari Das, a teacher by passion
“ବଞ୍ଚିଥିବା ଯାଏ ମାଗଣା ପଢେଇବି, ପିଲା ହିଁ ମୋ ପରିବାର”

ଚାକିରି ଯିବାର ୨୪ ବର୍ଷ ହେଲାଣି। ଏବେବି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚୁଛନ୍ତି ବନସାର୍‌। ମାଗଣାରେ ସବୁ ପିଲାଙ୍କୁ ପଢାଉଛନ୍ତି ପାଠ। କହୁଛନ୍ତି, ପିଲାମାନେ ହିଁ ମୋ ପରିବାର

  • Wednesday, 08 February 2023
Terracotta turns profitable for Nilagiri women
କପ୍‌ କହୁଛି କାହାଣୀ

କାହାଣୀ କହୁଛି କପ୍‌। ମାଟିରେ ଜିନିଷ ସବୁକୁ ଏମିତି ଗଢୁଛନ୍ତି ଯେ ନଦେଖିଲେ ବିଶ୍ୱାସ ହେବନି...ଏବେ ମାସକୁ ରୋଜଗାର ହଜାର ହଜାର

  • Wednesday, 08 February 2023
Art teacher’s journey to becoming popular YouTuber with animated videos
କଳା ଶିକ୍ଷକରୁ ୟୁଟ୍ୟୁବର

ଦିନବେଳା ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି, ସଂଧ୍ୟାହେଲେ ଏଇ ସବୁ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ୍‌ କରୁଛନ୍ତି। ମାସକୁ ରୋଜଗାର ଜାଣିଲେ ଉଡିଯିବ ହୋସ୍‌

  • Wednesday, 08 February 2023
Pintu Nanda
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଦର୍ଶକଙ୍କ ଭଲ ପାଇବା ସାଉଁଟି ମୁଁ ଦିଲ୍ଲୀ ଯାଉଛି, ମୋର ଆଶା ଓ ବିଶ୍ୱାସ ଭଲ ହୋଇ ଫେରିବି; ପିଣ୍ଟୁ ନନ୍ଦ

  • Tuesday, 07 February 2023
Turkey
ଛାରଖାର ତୁର୍କୀରୁ ଛାତିଥରା ଚିତ୍ର

ଛାରଖାର ତୁର୍କୀରୁ ଛାତିଥରା ଚିତ୍ର। ଯୁଆଡେ ଦେଖିବ ସିଆଡେ ମାଳମାଳ ଶବ

  • Tuesday, 07 February 2023
Meet Padmini Majhi, the messiah of Nuapada jungle
ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ

ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ। ଜୀବନ ସାରା ଜଙ୍ଗଲ ଜଗିବାକୁ କରିଛନ୍ତି ପଣ

  • Tuesday, 07 February 2023
Gop
ଖାଲି ଖଣି ନୁହେଁ ଓଡିଶାରୁ ବାହାରିବ ତୈଳ

ଖାଲି ଖଣି ନୁହେଁ ଓଡିଶାରୁ ବାହାରିବ ତୈଳ। ପୁରୀ ଗୋପରୁ ମିଳିଛି ସନ୍ଦେହ

  • Tuesday, 07 February 2023
Naba Das Murder
ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌?

ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌? ଏତେ ଦିନ ଗଲାଣି ତଦନ୍ତର ସତ ସାମ୍ନାକୁ କାହିଁକି ଆସୁନି?

  • Tuesday, 07 February 2023
NabaDas Murder Case
ମନ୍ତ୍ରୀଙ୍କୁ ମୁଁ ଏମିତି ମାରିଛି

କିଭଳି ନବ ଦାସଙ୍କୁ ଗୁଳି ମାରିଥିଲା, ଖେଳନା ବନ୍ଧୁକ ଧରି ଦେଖାଇଲା ଅଭିଯୁକ୍ତ ଗୋପାଳ। ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ

  • Tuesday, 07 February 2023
Video of man rescuing snake
ଅହିରାଜକୁ ଉଦ୍ଧାର ପାଇଁ ଯାଇଥିଲେ...ଚୋଟ ମାରିବାକୁ ଗୋଡାଇଲା ସାପ

ସାହାଯ୍ୟ ବୁଝିଲାନି ସାପ। କୂଅ ଭିତରୁ ଉଦ୍ଧାର ପାଇଁ ଯାଇଥିଲେ ଯୁବକ...ପାଣିରୁ ଉଦ୍ଧାର ବେଳେ ବାରମ୍ବାର ଚୋଟ ମାରିବାକୁ ଉଦ୍ୟମ କରୁଥିଲା ଅହିରାଜ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

  • Tuesday, 07 February 2023
Mass marriag
ବିନା ଟଙ୍କାରେ ଏକାଠି ବାହା ହେଲେ ୨୫ ଯୋଡା ଦମ୍ପତ୍ତି...କମ୍ପିଲା ରାଜଧାନୀ...

ଯାନି ଯୌତୁକ ନଥିଲା...କେବଳ ମନ ଚାହୁଁଥିବା ସାଥୀ ଟିଏ ଥିଲା। ବିନା ଟଙ୍କାରେ ଏକା ସାଙ୍ଗରେ ବିବାହ କଲେ ୨୫ ବର-କନିଆଁ। ବାଜା, ବାଣ, ରୋଷଣୀରେ କମ୍ପିଲା ରାଜଧାନୀ

  • Tuesday, 07 February 2023
News Fuse
ତାରାଙ୍କ ପାଣିରେ ନିଶା କିଏ ମିଶାଇଲା?

ବିଧାନସଭାରେ ଗାଳି, ମଂଚରେ କୋଳାକୋଳି...ଆଲୋ ଇଏ କଣ? ନାନାକେ...କି ରଡି ଲୋ ବୋପା? ତାରା ଯଦି ପ୍ରଶଂସା କରିବେ ତାହାଲେ ସୂର୍ଯ୍ୟ ଆଉ ରବି କଣ କରିବେ? ମଲା ତୁ ଦେଖୁନୁ...ଖଟ ମୁଣ୍ଡାଇବା ଲୋକ, ମୁଣ୍ଡ କିଆଁ ଖଟାଉଛୁ?

  • Tuesday, 07 February 2023
Tension erupts in Athagarh
ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନରେ ଏକ ହାତୀ ଶିକାର ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହାକୁ ନେଇ ତାତିଲେ ଲୋକେ । ଜାଳିଦେଲେ ବନବିଭାଗର ବିଟ୍ ହାଉସ...

  • Monday, 06 February 2023
BJD concern over jharsuguda bypoll
ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

କୌଣସି ସମୟରେ ଉପନିର୍ବାଚନ ହେବ। ଏହାର ଦାୟିତ୍ୱ ଆପଣଙ୍କୁ ନେବାକୁ ପଡ଼ିବ। ବିଜୟ ତ ନିଶ୍ଚିତ କିନ୍ତୁ କେତେ ପରିମାଣରେ ଭୋଟ୍‌ ଜିତିବୁ, ଏ ଦାୟିତ୍ୱ ଆପଣଙ୍କର। ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏ ମନ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।

  • Monday, 06 February 2023
Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା । ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ । ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ । ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି ଭୂକମ୍ପର ଝଟ୍‌କାରେ । ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର ।

  • Monday, 06 February 2023
vehicle scraping
ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ

ଓଡ଼ିଶାରେ ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ । ଦେଶରେ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ପ୍ରକ୍ରିୟା ଆରମ୍ଭ କରିଛି ଓଡ଼ିଶା ...

  • Monday, 06 February 2023
Naba Das
ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

ନବ ଦାସ ହତ୍ୟା ପଛରେ ହୋଇଛି କି ଟପ୍ ଲେବେଲ୍ ରାଜନୈତିକ ଷଡ଼ଯନ୍ତ୍ର ? ଏହା ଏକ ବିଜନେସ୍-ପଲିଟିକାଲ୍ ମର୍ଡର ନୁହେଁ ତ ? ଗୋପାଳ ଦାସଙ୍କୁ ମୋହରା କରି ନବଙ୍କୁ ରାସ୍ତାରୁ ହଟାଯାଇଛି କି ? ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୯ ଦିନ ହେଲା । ହେଲେ ଏଯାଏଁ ଖୋଲିନି ମର୍ଡର ପ୍ଲଟ୍‌ର ଗୁମର । ଗୋଟିଏ ପଟେ କ୍ରାଇମ୍ ବ୍ରାଂଚ ତଦନ୍ତକୁ ନେଇ ସନ୍ଦେହ ବଢୁଥିବା ବେଳେ ଅନ୍ୟପଟେ ଏହି ମାମଲାକୁ ନେଇ ରାଜନୀତି ବି ସରଗମ ।

  • Monday, 06 February 2023
day temperature increased in February
ଫେବ୍ରୁଆରୀରୁ କଲବଲ କରିବ ଖରା, ବଢିବ ଦିନ ତାପମାତ୍ରା

ବଢିବ ଦିନ ତାପମାତ୍ରା। ଫେବୃଆରୀରୁ କଲବଲ କରିବ ଖରା। ଓଡ଼ିଶାରେ ଫେବୃଆରୀ ମାସରେ ତାପମାତ୍ରା ସ୍ବାଭାବିକଠୁ 3 ରୁ 4 ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯାହା ମାସର ପ୍ରଥମ ସପ୍ତାହ ରୁ ହିଁ ଅନୁଭୂତ ହେଲାଣି। ଗତକାଲି ରାଜ୍ୟର ଅଧିକାଂଶ ଅଂଚଳରେ ଦିନ ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା

  • Monday, 06 February 2023
Divyang visits sub-collector’s office
କଲେକ୍ଟର ବାବୁ.. ମୋ ଗୁହାରି ଶୁଣ..

ହାତରେ ଦରଖାସ୍ତ ଧରି ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିଲେ ଦିବ୍ୟାଙ୍ଗ ବାମନ ଯୁବତୀ.. ସମସ୍ତେ ଅବାକ ହୋଇଗଲେ..

  • Monday, 06 February 2023
 feeding dogs
ସିଏ କୁକୁର ନୁହେଁ ମୋ ପୁଅ, ଖରାବେଳେ ଇଡଲି...ଖରାବେଳେ ଚିକେନ୍‌ ଭାତ

ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍‌ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ

  • Monday, 06 February 2023
News Fuse
ପିଲାଙ୍କ ନିଯୁକ୍ତି ମେଳାରେ ସୁରଙ୍କ କମେଡି ସୋ..

ବୁଝିଲୁ ନାରଣ.. ସେଇ ପୋଷ୍ଟରରେ ଆଖି ପୂରେଇ ଥା’.. ଆଲୋ ପୋଷ୍ଟରରୁ ବାହାରିକି ଟିକିଏ ଦେଖେ..

  • Monday, 06 February 2023