ଏକା ସାଙ୍ଗରେ ମାଟ୍ରିକ୍ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ
Published By: Pallipuspa Samal
Last updated: 22 May 2023, 11:44 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।