• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Shark Fish
ମାଲାମାଲ୍ କଲା ୨୦୦ କିଲୋଗ୍ରାମର ସାର୍କ !

୨୦୦ କେଜି ଓଜନରଏକ ସାର୍କ ମାଛ

  • Sunday, 19 February 2023
Free education
ସବୁ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢେଇବା ଲାଗି ବ୍ୟବସାୟୀ ଖୋଲିଲେ କୋଚିଂ ସେଂଟର

ସବୁ ଗରିବ ପିଲାଙ୍କୁ ମାଗଣାରେ ପଢାଯିବ। କେହି ଅଶିକ୍ଷିତ ରହିବେ ନାହିଁ...ନିଇତି ୪.୩୦ ରୁ ୬.୩୦ ଯାଏଁ କୋଚିଂ ନେଉଛନ୍ତି ପିଲା

  • Sunday, 19 February 2023
 12 cheetah
କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

  • Saturday, 18 February 2023
Jayanarayan Mishra
ବିଧାନସଭାରେ ଏକ୍ସପୋଜ୍ ହେବ ନବ ହତ୍ୟାକାଣ୍ଡ; ଚେତାବନୀ ଦେଲେ ଜୟନାରାୟଣ

ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।

  • Saturday, 18 February 2023
 arrest job fraud racket’s
ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲା, ଏବେ ବନ୍ଧାହେଲା

ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।

  • Saturday, 18 February 2023
Pramila mallik
ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

  • Saturday, 18 February 2023
Union state quarrel for PMShri scheme
ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ…

ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ।

  • Saturday, 18 February 2023
Crowd in Shivpitha on Mahashivratri
ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ; ମହାଦୀପ ଦର୍ଶନ ଅପେକ୍ଷାରେ ଭକ୍ତ

ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ। ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।

  • Saturday, 18 February 2023
Khola Katha | Senior BJD leader Debasis Nayak on selection of new leaders
ସରକାରଙ୍କ ଷ୍ଟିଅରିଂ କାହା ହାତରେ?

ବିଜେଡିରେ ବରିଷ୍ଠ ନେତାଙ୍କୁ ପଚରାଯାଉନି। ଭଲ ପିଲା ରାଜନୀତି କରିବା ଦରକାର। ଇନ୍ଦିରାଙ୍କ ପରେ ଓଡିଶାରେ ଏମିତି ଭୟାନକ ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ପୋଲିସ ନୁହନ୍ତି, ବନ୍ଧୁକ ଧରି ଛିଡା ହେବେ : ଦେବାଶିଷ ନାୟକ, ବରିଷ୍ଠ ବିଜେଡି ନେତା

  • Saturday, 18 February 2023
Tallest idol of Lord Shiv being constructed in Jajpur
ଯାଜପୁରରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚା ଶିବମୂର୍ତ୍ତି

ଏଇଠି ତିଆରି ହେଉଛି ବିଶ୍ୱର ସବୁଠୁ ଉଚ୍ଚ ଶିବମୂର୍ତ୍ତି। ଆଉ ମାତ୍ର ଦୁଇରୁ ତିନିମାସ ଭିତରେ ସରିବ ପୂରା କାମ। ମୁଖ ଦର୍ଶନ ପାଇଁ ଯିବାକୁ ପଡ଼ିବ ଲିଫ୍ଚରେ। ଜାଗରରେ ଦର୍ଶନ କରନ୍ତୁ ବିଶ୍ୱର ସବୁଠୁ ଉଚ୍ଚ ଶିବମୂର୍ତ୍ତିକୁ

  • Saturday, 18 February 2023
Man in Sonepur throws daughter’s body in forest over fear of getting ostracised
ଜନ୍ମ କଲା ଝିଅକୁ ଜଙ୍ଗଲରେ ଫୋପାଡିଦେଲା ବାପା...

ଯେଉଁ ଝିଅକୁ ଜନ୍ମ କରିଥିଲା...ଗାଁ ଲୋକଙ୍କୁ ଡରି ଦେହାନ୍ତ ପରେ ଜଙ୍ଗଲରେ ଫୋପାଡି ଦେଲା। ଏତିକିରେ ଶାନ୍ତି ମିଳିଲାନି ଯେ ଶବ ଉପରେ ଢାଙ୍କି ଦେଲା କାଠ ସାଙ୍ଗକୁ ପତ୍ର

  • Saturday, 18 February 2023
College student hailing from Mayurbhanj works as hairdresser & does odd jobs to fund his studies
ସୈନିକ ହେବା ପାଇଁ ଚୁଟି କାଟି ପାଠ ପଢୁଛନ୍ତି ରୂପକ

ଅଟକେଇ ପାରିନି ଆର୍ଥିକ ଅନାଟନ। କାଠହାଣି ଜଙ୍ଗଲରେ ବିକ୍ରି କରୁଛନ୍ତି, ହଷ୍ଟେଲରେ ପୁଣି ଚୁଟି କାଟୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକି ପାଠ ପଢିବା ସହ ସୈନିକ ହେବାର ସ୍ୱପ୍ନ ଦେଖୁଛନ୍ତି ରୂପକ

  • Saturday, 18 February 2023
Mother cries for financial help for treatment of son with kidney failure
ପୁଅ କିଡନୀ ରୋଗରେ, ବାପା ହୋଟେଲ୍‌ରେ...

ଭେଣ୍ଡିଆ ପୁଅର ଦୁଇଟି ଯାକ କିଡନୀ ଖରାପ। ଘର ଚଳେଇବା ପାଇଁ ହୋଟେଲରେ କାମ କରୁଛନ୍ତି ବାପା। ଯେତିକି ଯାହା ରୋଜଗାର ହେଲା ସେତିକିରେ ଚଳେ ପରିବାର। ଦିନେ କାମ କଲେ ଆରଦିନକୁ ଘରେ ଚୁଲି ଜଳିବ। ପୁଅକୁ ଔଷଧ ଦେବାକୁ ବାପା ଟଙ୍କା ଆଣିବ ବା କେଉଁଠୁ?

  • Saturday, 18 February 2023
These cities to submerge underwater
ଫୁଲୁଛି ସମୁଦ୍ର...ବୁଡିଯିବ ଏଇ ସବୁ ସହର

ଭୟଙ୍କର ଭାବରେ ଫୁଲୁଛି ସମୁଦ୍ର। ଏଇ ସବୁ ସହରକୁ ବଢୁଛି ବିପଦ...କେତବେଳେ ବି ବୁଡିପାରେ ଭାରତର ଏଇ ସବୁ ଅଂଚଳ

  • Friday, 17 February 2023
Why do railway tracks have crushed stones alongside them ?
ରେଲୱେ ଟ୍ରାକ୍‌ରେ କାହିଁକି ବିଛାଯାଏ ପଥର?

ଜାଣିଛନ୍ତି କି? ରେଲୱେ ଟ୍ରାକ୍‌ରେ କାହିଁକି ବିଛାଯାଏ ଏତେମାତ୍ରାରେ ପଥର? ଜାଣନ୍ତୁ କଣ ରହିଛି କାରଣ...

  • Friday, 17 February 2023
Commissionerate police personnel begin exercise to shape up
ଚାକିରି ବଞ୍ଚାଇବାକୁ ପଡିଆରେ ପୋଲିସ୍‌

ସବୁ ପୋଲିସ ବାବୁଙ୍କୁ ଚାକିରି ଚିନ୍ତା। ଫିଟ୍‌ ନିର୍ଦ୍ଦେଶନାମା ଆସୁ ଆସୁ ସକାଳୁ ସକାଳୁ ପଡିଆରେ ଦଣ୍ଡ-ବୈଠକ ମାରୁଛନ୍ତି ଖାକି ବାବୁ। ୧୫ ଦିନକୁ ଥରେ ଓଜନ ହେବାକୁ ନେଇ ଚିନ୍ତା ଅଫିସରଠୁ କର୍ମଚାରୀ

  • Friday, 17 February 2023
Awas yojana is a failure here – A report
ବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଡିଗଲା...ଘର ମିଳିଲାନି

ବାଃ ବାଃରେ ବ୍ୟବସ୍ଥା । ସରକାରୀ ଘର ଖଣ୍ଡିଏ ପାଇବାକୁ ବଡବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଣ୍ଡିଗଲା ହେଲେ ଘର ଖଣ୍ଡିଏ ପାଇଲେନି। ଢୁ ଢୁ ବର୍ଷା ହେଉ କି ଧୁ ଧୁ ଖରା ହେଉ...ଭଙ୍ଗା ଦଦରା ଘରେ ବିତୁଛି ଜୀବନ

  • Friday, 17 February 2023
Panchayat Samiti meeting witnesses uproar in Bhadrak
ମିଟିଂରେ ଟଣାଟଣି : ଭାଙ୍ଗିଲା ଚୁଡ଼ି

ଆବାସ ପାଇଁ ବାଡିଆପିଟା...ମୋ ବୋଉଲୋ...ପଳେଇ ଚାଲ। ଦେଖୁନୁ ମିଟିଂରେ କେମିତି ମହିଳାଙ୍କ ମଧ୍ୟରେ ହେଲା ଟଣାଟଣି, ଭାଙ୍ଗିଲା ଚୁଡ଼ି।

  • Friday, 17 February 2023
Kerala woman takes exam on wedding day, wearing lab coat over saree
ବେକରେ ଷ୍ଟେଥୋସ୍କୋପ ପକାଇ ପରୀକ୍ଷା ଦେଲେ ଯୁବତୀ

ଆପଣ ଅନେକ ବାହାଘର ଦେଖିଥିବେ। ହେଲେ ଏମିତି ବାହାଘର କେବେ ହେଲେ ଦେଖିନଥିବେ। ଯେଉଁଠି ବାହା ନ ହୋଇ ଯୁବତୀ ସିଧା ଚାଲିଲେ ପରୀକ୍ଷା ହଲ୍। ଆଉ ତା’ପରେ...

  • Friday, 17 February 2023
Women seeks financial assistance to take care of family in Bhubaneswar
ବାପା-ପିଲା ସମସ୍ତେ ଦୃଷ୍ଟିବାଧିତ...କେମିତି ଚଳିବ ପରିବାର?

ଘରର ମେରୁଦଣ୍ଡ ଭଳି ବସିଛନ୍ତି ହେଲେ ପାଦେ ଚାଲିବାକୁ ଅନ୍ୟର ଆଶ୍ରା ନେଉଛନ୍ତି। କାମ କରୁ କରୁ ଆଖିରେ ପଶିଗଲା ରଡ୍‌। ଏବେ ସବୁକିଛି ଅନ୍ଧାର ଦିଶୁଛି। ପିଲାମାନେ ବି ଦୃଷ୍ଟିବାଧିତ। ଏମିତି ସ୍ଥିତିରେ କେମିତି ଗଡ଼ିବ ସଂସାର ରଥ?

  • Friday, 17 February 2023
medical college
କେମିତି ଚାଲିଛି ନୂଆ ମେଡିକାଲ୍ କଲେଜ୍ ?

ଏସବୁ ପ୍ରଶ୍ନର ଉତ୍ତର RTI ତଥ୍ୟରୁ ମିଳିଛି ।

  • Thursday, 16 February 2023
BJP PROTEST
ନବ ଦାସ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

  • Thursday, 16 February 2023
Cheetah
ଭାରତକୁ ଆସିବେ ଆଉ ୧୨ ଆଫ୍ରିକୀୟ ଚିତା

ଚିତାଙ୍କୁ ଆଣିବା ପାଇଁ ଆଜି ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବମାଷ୍ଟର।

  • Thursday, 16 February 2023
Jayanarayan Mishra
ଜୟ-IIC ଠେଲାପେଲା ଘଟଣାରେ ବିଜେଡିର ଓଭର ରିଆକସନ୍...

ମ୍ବଲପୁର ସର୍କିଟ୍ ହାଉସରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।

  • Thursday, 16 February 2023
arup patnaik
ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଖୋଲା ଧମକ !

ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।

  • Thursday, 16 February 2023