ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର । ଟ୍ୱିନସିଟିରେ ସ୍ଥିତି ବେକାବୁ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ, ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ । ସେପଟେ କଟକ SCBରେ ଏବେ ଯାଏଁ ଖୋଲିନି ସ୍ୱତନ୍ତ୍ର ୱାର୍ଡ
କାଲି ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ । ମନ୍ଦିରଠୁ ନେଇ ମସଜିଦ୍ ଯାଏଁ ଚନ୍ଦ୍ରୟାନ-୩ର ସଫଳ ମନାସୁଛି ସାରା ଦେଶ । ତେଣେ ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ପରଖୁଛି ଇସ୍ରୋ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ ୧୯ ମିନିଟ୍ ଉପରେ ନଜର
ବିଜେଡି ସରକାର ଫୋକସରେ ମହିଳା ଭୋଟ୍ । ସ୍କୁଟି ପରେ ଏସ୍ଏଚ୍ଜିଙ୍କ ପାଇଁ ସ୍ମାର୍ଟ ଆଇଣ୍ଡେଣ୍ଟିଟି କାର୍ଡର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଦିଆଯିବ ଦରମା । ପ୍ୟାକେଜ୍ ପରେ ପ୍ୟାକେଜ୍ ପ୍ରସ୍ତୁତିକୁ ନେଇ ତେଜିଲା ରାଜନୀତି, ବର୍ଷିଲେ ବିରୋଧୀ
ପାପ ସଂପର୍କ ଲୁଚାଇବା ପାଇଁ ବୋହୂ ସାଜିଲା ଶାଶୁ ହତ୍ୟାକରୀ। ଅନୈତିକ ସମ୍ପର୍କର ଚିହ୍ନ ଲିଭାଇ ଦେବା ପାଇଁ ଲିଭାଇ ଦେଲା ଶାଶୁର ଜୀବନ ଦୀପ। ପ୍ରଥମେ ଶାଶୁର ମୁଣ୍ଡକୁ ମାଡ଼ ମାରି କୋମାକୁ ପଠାଇ ଦେଲା। ହେଲେ କୋମାରୁ ଆସି ଶାଶୁ କଥା କହିବାକୁ ଚେଷ୍ଟା କରିବାରୁ ବୋହୁ ତଣ୍ଟି କାଟିଦେଲା।
ଗାଁର ରାସ୍ତା ସମସ୍ୟା ନେଇ ଅନେକ ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଲୋକେ । ପ୍ରଶାସନ କିନ୍ତୁ ଦାବି ଶୁଣି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି...
ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫଳ ଶୂନ। ଜିଲ୍ଲାପାଳଙ୍କ ଠାରୁ ରାଜନେତା ଯାଏ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି ରାସ୍ତା ନିର୍ମାଣ ହେବ, ହେଲେ ସପନ ଭାଙ୍ଗି ଭାଙ୍ଗି ଯାଉଛି।ଏବେ ବି ରାସ୍ତା ଅପେକ୍ଷାରେ ରହିଛନ୍ତି ଲୋକେ...
ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା । ଗଜପତି ରାୟଗଡ ବ୍ଲକ ପୁତାର ଗ୍ରାମର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ...
ବାହାଘର ଏକ ମିଳନ ସେ ଯୁଗ ଯୁଗର । ଏମିତି ବାହାଘର କିନ୍ତୁ ଦେଖି ନଥିବେ ଆପଣ । ଦୁନିଆ ଦେଖିପାରୁନଥିବା ବରର ହାତ ଧରି ବାଟ ଚାଲିବେ ଦିବ୍ୟାଙ୍ଗ କନ୍ୟା। ସତରେ ମନେ ରହିବ ଏମିତି ଏକ ନିଆରା ବାହାଘର....
କଣ୍ଟାବାଞ୍ଜି ଜେଲରଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ହଇଚଇ। ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ମୁଣ୍ଡ ଜୀବନ୍ତ ବା ମୃତ ଅବସ୍ଥାରେ ଆଣି ଦେବାକୁ ଜଣେ ଦଲାଲକୁ କହୁଛନ୍ତି ମହିଳା ଜେଲର….
ଦିବ୍ୟାଙ୍ଗ ହେଲେ ବି ସେ କାହାଠୁ କମ୍ ନୁହନ୍ତି । ନିଜ ଦୃଢ଼ଇଚ୍ଛା ଶକ୍ତି ଆଗରେ ସମସ୍ତଙ୍କୁ ପଛରେ ପକେଇ ବଞ୍ଚିବାର ରାହା ଆପଣେଇଛନ୍ତି ଦଶମ ଶ୍ରେଣୀ ରେ ପାଠ ପଢୁଥିବା ସୁଭଦ୍ରା....
କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ । ୨୪ ନିର୍ବାଚନ ପୂର୍ବରୁ ଭର୍ଚୁଆଲ ଲଢେଇ ଜୋରଦାର୍ । ସୋସିଆଲ ମିଡିଆରେ ପରସ୍ପରଙ୍କୁ ଭିନ୍ନ ଅନ୍ଦାଜରେ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି..
ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ଭରପୁର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନୀ ପ୍ରସ୍ତୁତି..
ଜଣେ ଦଲାଲଙ୍କ ସହ କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ୍ । ଜୀବନ୍ତ କିମ୍ବା ମୃତ ମୁଣ୍ଡ ନେଇକି ଆସ କହୁଛନ୍ତି ଜେଲର ମ୍ୟାଡାମ୍ । ଥାନାରେ ଅଭିଯୋଗ ପରେ ମ୍ୟାଡାମ କହୁଛନ୍ତି ବଜାରରୁ ମାଛମୁଣ୍ଡ ଆଣିବାକୁ କହୁଥିଲି..
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ । ସ୍ନେହ, ଶ୍ରଦ୍ଧା, ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଯାହା ଘଟିଯାଇଛି, କେହି ସ୍ୱପ୍ନରେ ଭାବିନଥିବେ..
କାବୁକୁ ଆସୁନି ଡେଙ୍ଗୁ । ଗତବର୍ଷ ତୁଳନାରେ ୫୦ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ପଜିଟିଭ୍ କେସ୍ ସଂଖ୍ୟା । କ୍ୟାପିଟାଲ୍ ହସ୍ପିଟାଲରେ ପ୍ରତିଦିନ ବାହାରୁଛନ୍ତି ୬୦-୭୦ ଡେଙ୍ଗୁ ପଜିଟିଭ୍..
ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟାକୁ । ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ସାରା ଦେଶରେ ବଢୁଛି ଉତ୍କଣ୍ଠା..
ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଲକରୁ ଗଲେ ବି ବ୍ୟବହାର ହେଉଛି ହେଲିକପ୍ଟର..
ରାସ୍ତା କାମ ପାଇଁ ଅନୁଦାନ ଆସିଥିଲା । ରାସ୍ତାରେ ପଡ଼ିନି ମୁଠାଏ ମାଟି କି ଗୋଡ଼ି । ଗ୍ରାମବାସୀଙ୍କ ଅଭିଯୋଗ ବିନା କାମରେ ହୋଇଛି ବିଲ୍..
ଆଗକୁ ବଡ଼ ଖୁଲାସା କରିବେ ମନମୋହନ ! ଖୋଲାକଥାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଇସାରା । କହିଲେ ଏବେ କହିବିନି ଠିକ୍ ସମୟରେ କହିବି..
ବାଃରେ କାମ... କାମ ନସରୁଣୁ ମାଡ଼ିରେ ଲୋଟିଲା ପାଚେରି । ଗ୍ରାମବାସୀ ବାରିଲେ ଦୁର୍ନୀତିର ଗନ୍ଧ
ଘରେ ବସି ସମୟ କାଟୁଥିଲେ । ତାଲିମ ନେଇ ସିଲେଇ କଲେ...ଏବେ ମାସକୁ ଭଲ ରୋଜଗାର ହେବା ସହିତ ସ୍ୱାବଲମ୍ବୀ ହେଲେ ଗାଁ ମହିଳା
ତାଙ୍କ ଜୀବନ୍ତ ଅଭିନୟରେ ସମସ୍ତେ ହସି ହସି ବେଦମ ହେଉଥିଲେ । ତାଳି ମାରୁଥିଲେ । ଆଖପାଖ ଗାଁରେ ସମସ୍ତଙ୍କ ପ୍ରିୟର ହାସ୍ୟ ଅଭିନେତା ଥିଲେ । ହେଲେ ବାସ୍ତବ ଜୀବନରେ ଇଶ୍ୱର ତାଙ୍କୁ ଏମିତି ଏକ ମୋଡ଼ରେ ଆଣି ପହଞ୍ଚାଇଛନ୍ତି, ସାହାଯ୍ୟ ପାଇଁ ନେହୁରା ହେବାଛଡ଼ା ଅନ୍ୟ ଉପାୟ ନାହିଁ ।
ଗାଁକୁ ରାସ୍ତା ନାହିଁ । ଆଣ୍ଠୁଏ କାଦୁଏରେ ଭର୍ତ୍ତି । ବାଇକ୍ ଗଡ଼ିବା ତ ଦୂରର କଥା ପାଦରେ ଚାଲିବା ମୁସ୍କିଲ୍ । କ୍ଷୋଭ ସହ ଗ୍ରାମବାସୀଙ୍କ ଦାବି ରାସ୍ତାକର ନହେଲେ ରାସ୍ତାରେ ଚାଷ କରିବାକୁ ଅନୁମତି ଦିଅ..
ବର୍ଜ୍ୟବସ୍ତୁ ସଂଗ୍ରହ ଘରେ ରହୁଛି ମଣିଷ ଆବାସ ଯୋଜନା କାହାପାଇଁ ?